ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ : ସକାଳ ୧୧ଟା ୪୦ରେ ପହଁଚିବେ ଅହମଦାବାଦ ଏୟାରପୋର୍ଟ, ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ହେବେ ସାମିଲ । ସନ୍ଧ୍ୟାରେ ତାଜମହଲ ପରିଦର୍ଶନ

10