Daily Archives

April 8, 2020

ଡ୍ୟୁଟି ମୋ ପୁଅ ପରି… ଘରେ ମୋର ୨ ମାସର ଛୁଆ କୁଆଁକୁଆଁ କାନ୍ଦୁଛି… ସ୍ନେହ ମମତାକୁ ଚାପି ମୁଁ ସେବା…

କନକ ବ୍ୟୁରୋ: ରାସ୍ତା ଉପରେ ମାଆ ଘର ଭିତରେ ଛୁଆ । ଦେଶସେବା ଆଗରେ ସବୁ କିଛି ପଛ । କରୋନା ସହ ଲଢିବାକୁ ରାସ୍ତାକୁ ବାହାରି ଆସିଛନ୍ତି ଏ ମହିଳା ପୋଲିସ । ମହାମାରୀର ମୁକାବିଲା ପାଇଁ ନିଜକୁ ଯୋଦ୍ଧା ସଜାଇ ଏ ମହାଯୁଦ୍ଧରେ ସାମିଲ ହେବାକୁ ଘରୁ ଗୋଡ କାଢିଛନ୍ତି । ଦେଶର ସଙ୍କଟ ସମୟରେ ନିଜର ସବୁ…

ମାଗଣାରେ କର କରୋନା ପରୀକ୍ଷା । କରୋନା ନମୂନା ମାଗଣାରେ ପରୀକ୍ଷା କରିବା ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

କନକ ବ୍ୟୁରୋ: କରୋନା ପରୀକ୍ଷା ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ପରୀକ୍ଷା ମାଗଣା କରିବାକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ମାଗଣାରେ ନମୂନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଉଭୟ ସରକାରୀ ଓ ବେସରକାରୀ ଲ୍ୟାବରେ ମାଗଣାରେ କରୋନା…

ବିଶ୍ୱ କରୁଛି କରୋନା ମୁକାବିଲା: ହାଇଡ୍ରୋକ୍ସି କ୍ଲୋରକୁଇନକୁ କରୋନାର ସଞ୍ଜିବନୀ କହିଲେ, ମହାମାରୀ ମୁକାବିଲା ପାଇଁ…

କନକ ବ୍ୟୁରୋ: ତ୍ରେତୟା ଯୁଗରେ ଲଷ୍ମଣଙ୍କ ଜୀବନ ବଂଚାଇବା ପାଇଁ ହିମାଳୟରୁ ସଞ୍ଜୀବନି ବୁଟି ଆଣିଥିଲେ ହନୁମାନ । ଏହାପରେ ସୁସ୍ଥ ହୋଇଯାଇଥିଲେ ଲଷ୍ମଣ । ଏବେ ସାରା ବିଶ୍ୱକୁ ଘାରିଛି ମହାମାରୀ କରୋନା ଭୟ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ କରୋନାର ଗେମଚେଂଜର କୁହାଯାଉଥିବା…

ଦେଶରେ ୨୪ ଘଣ୍ଟାରେ ୭୭୩ ଜଣ ନୂଆ ଆକ୍ରାନ୍ତ, ଦିନକରେ ୩୨ ଜଣଙ୍କ ଗଲା ଜୀବନ । ୫୨୭୪ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: କରୋନା ନେଇ କଣ ରହିଛି ଦେଶର ସ୍ଥିତି । ପ୍ରେସମିଟରେ ବିଶ୍ୱ ସମେତ ପୂରା ଦେଶର ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ । ଗତ ୨୪ ଘଂଟା ଭିତରେ ଦେଶରେ ୭୭୩ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୧୯୪ରେ ପହଁଚିଛି ।…

ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା । ପୂର୍ବରୁ ଉତକ୍ଷିପ୍ତ ହୋଇଥିଲେ ଏବେ ପ୍ରଶଂସାରେ ପୋତି ପକାଇଲେ ।

କନକ ବ୍ୟୁରୋ: ଆଭିମୁଖ୍ୟ ବଦଳାଇଲେ ଆମେରିକା ରାଷ୍ଟ୍ରପତି । ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଣକୁ ନେଇ ଉତକ୍ଷିପ୍ତ ହୋଇଉଠିଥିବା ଡୋନାଲ୍ଡ ଟ୍ରମ୍ପ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁୁ ପ୍ରଶଂସାରେ ପୋତି ପକାଇଛନ୍ତି । ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ୍ ନେତା । ଆମେରିକା…

ଭୁବନେଶ୍ୱର ସତ୍ୟନଗର ସିଲ୍ ହେବା ପରେ ସାମ୍ନାନାକୁ ଆସିଲା ସତ । ୪ ଜଣ ଆକ୍ରାନ୍ତ ହୋଇଥିବା ନେଇ ମିଳିଲା ସୂଚନା ,…

କନକ ବ୍ୟୁରୋ: ଆଜି ସକାଳେ ଭୁବନେଶ୍ବରର ସତ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଏକ ଓମଫେଡ ପାର୍ଲରକୁ ଯାଉଥି‌ଲେ ବୋଲି…