Daily Archives

April 8, 2020

ରଙ୍ଗ ବେରଙ୍ଗ ଆଲୋକ ସଜାରେ ଝଟକିଲା ଉହାନ । ୭୬ ଦିନ ପରେ କରୋନାର ଉତ୍ପତି ସ୍ଥଳରୁ ହଟିଲା ଲକଡାଉନ ।

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ଆତଙ୍କରେ ଆତଙ୍କିତ ହୋଇଛି । ଠିକ୍ ଏତିକିବେଳେ କିନ୍ତୁ କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନର ଉହାନରେ ସ୍ଥିତି ସ୍ୱାଭାବିକ ହେଉଛି । ପ୍ରାୟ ୭୬ ଦିନ ପରେ ଉହାନରୁ ହଟିଛି ତାଲାବନ୍ଦ । ଯାତାୟତ ଓ ଗମନାଗମନ ଉପରୁ କଟକଣା ହଟିଛି । ଜାତୀୟ ରାଜପଥ…

କାଲିଠାରୁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଘର ତିଆରି ମାସ୍କ କିମ୍ବା କଟନ କପଡ଼ାରେ ବି ଘୋଡାଇ ପାରିବେ…

କନକ ବ୍ୟୁରୋ : ଆସନ୍ତାକାଲି ସକାଳୁ ଅର୍ଥାତ ଏପ୍ରିଲ ୯ ତାରିଖରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାରା ଓଡିଶାରେ ଏହି ନିୟମ ଲାଗୁହେବାକୁ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ ବାହାରକୁ ବାହାରିଲେ ମାସ୍କ ଆପଣଙ୍କୁ ଅନେକାଂଶରେ ସୁରକ୍ଷା…

ଏପ୍ରିଲ ୧୪ ପରେ ଆହୁରି ବଢିପାରେ ଲକଡାଉନ ଅବଧି । ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଆସନ୍ତା ୧୪ ତାରିଖ ପରେ ବି ବଢିପାରେ ତାଲାବନ୍ଦ ଅବଧି । ଆଜି ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ଦଳ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବାବେଳେ କିଛି ଏଭଳି ସଙ୍କେତ ଦେଇଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତା ତାଲାବନ୍ଦ ଅବଧି ବୃଦ୍ଧି କରିବା ସପକ୍ଷରେ ନିଜ ମତ…

ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା । ୨୪ ଘଣ୍ଟାରେ ୭୭୩ ଆକ୍ରାନ୍ତ, ୩୨ ମୃତ, ମୋଟ ଆକ୍ରାନ୍ତ…

କନକ ବ୍ୟୁରୋ: ଭାରତରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟ। । ଗତ ୨୪ ଘଂଟା ଭିତରେ ଦେଶରେ ୭୭୩ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୧୯୪ରେ ପହଁଚିଛି । ତେବେ ଚିନ୍ତାଜନକ ବିଷୟ ହେଲା କି, ଗତ ୨୪ ଘଂଟାରେ କରୋନା ଭୂତାଣୁରେ…

ବାଗଚୀଙ୍କ କରୋନା ବିଜୟୀ ଟିପ୍ସ: ଲକ୍ ଡାଉନରେ ଘରେ କେମିତି କାଟିବେ ସମୟ?

କନକ ବ୍ୟୁରୋ: କରୋନା ମୁକାବିଲା କରିବାକୁ ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ବିଶ୍ୱ ଏବେ ଲକ ଡାଉନରେ ରହିଛି । ଆଉ ମାସ ମାସ ଧରି ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ ଘର ବାହାରକୁ ଗୋଡ଼ ମଧ୍ୟ କାଢ଼ି ପାରୁ ନାହାନ୍ତି । ତେବେ ଭାରତ ମଧ୍ୟ କରୋନା ମୁକାବିଲା କରିବାକୁ ୨୧ ଦିନିଆ…

ରାଜ୍ୟର କେଉଁ କେଉଁ ସ୍ଥାନ କଣ୍ଟେନମେଣ୍ଟ୍ ଜୋନ ? ପଢ଼ନ୍ତୁ ପୁରା ରିପୋର୍ଟ, ସବିଶେଷ ତଥ୍ୟ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ…

କନକ ବ୍ୟୁରୋ : ଭାରତର ଭିତରେ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡ଼ିଶା ୧୬ ତମ ସ୍ଥାନରେ ରହିଛି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ସୂଚନା ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ୍ ୨୪୪୧ ନମୂନା ପରୀକ୍ଷଣ ହୋଇ ରିପୋର୍ଟ ଆସିଛି । ଏଥିମଧ୍ୟରୁ ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା…