Monthly Archives

December 2019

କୋଡିଏ କାନ୍ଥରେ ଝୁଲିବ ୧୯ର ସ୍ମୃତି: ନୂଆବର୍ଷରେ ନହେଉ ପୁରୁଣା ବର୍ଷର ପୁନରାବୃତ୍ତି । ୨୦୨୦ ଖାତାରେ ନଲେଖା ହେଉ ୧୯ର…

କନକ ବ୍ୟୁରୋ: କେଇ ମୁହୂର୍ତ୍ତ ପରେ କୋଡିଏ କ୍ୟାଲେଣ୍ଡରରେ ସ୍ମୃତି ହୋଇ ଝୁଲିବ ୨୦୧୯ । ନୂଆବର୍ଷର ନୂଆ ସକାଳ ସିନା ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିବ ହେଲେ ଉଣେଇଶର ଅକୁହା କଥା, ଅକୁହା କାହାଣୀ ଆଉ ଅଭୁଲା ଚିତ୍ର ଚରିତ୍ର ସବୁ କୋଡିଏ କାନ୍ଥରେ କଣ୍ଟା ପିଟା ହୋଇ ଟଙ୍ଗା ହେବ ।…

ଆଇଏଏସ ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ । ଆସନ୍ତା ୫ ତାରିଖ ଯାଏଁ ଭିଜିଲାନ୍ସ ରିମାଣ୍ଡରେ ରହିବେ ବିଜୟ କେତନ ।

କନକ ବ୍ୟୁରୋ : ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିବା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଖାରଜ ହୋଇଯାଇଛି । ଆଇଏଏସ୍‌ ବିଜୟ କେତନଙ୍କୁ ଭିଜିଲାନ୍ସ  ଆସନ୍ତା ୫ ତାରିଖ ଯାଏଁ ରିମାଣ୍ଡରେ…

କାଲିଠୁ ବଦଳିବ ଏହି ୫ଟି ବଡ ନିୟମ । ସାଧାରଣ ଲୋକଙ୍କ ଉପରେ ପଡିବ ସିଧାସଳଖ ପ୍ରଭାବ ।

କନକ ବ୍ୟୁରୋ : ଜାନୁଆରୀ ୧ ତାରିଖ ୨୦୨୦ ଅର୍ଥାତ ନୂଆବର୍ଷର ପ୍ରଥମ ସକାଳ ସହ ଅନେକ ବଡ ନିୟମ ବଦଳିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ତେବେ ଆସନ୍ତୁ ଜାଣିବା ୫ଟି ବଡ ପରବର୍ତ୍ତନ ବିଷୟରେ । ପ୍ରଥମ ନିୟମ, ଏଟିଏମ୍ କାର୍ଡ । ଆସନ୍ତାକାଲିଠାରୁ ପୁରୁଣା…

ନୂଆବର୍ଷରେ ଭାରତୀୟ ରେଳବାଇର ମହଙ୍ଗା ଗିଫ୍ଟ । ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ ରେଳଯାତ୍ରା ।

କନକ ବ୍ୟୁରୋ : ନୂଆବର୍ଷରେ ଭାରତୀୟ ରେଳବାଇର ମହଙ୍ଗା ଗିଫ୍ଟ । ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ ରେଳଯାତ୍ରା । ନୂଆବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ଦର ବଢାଇ ଯାତ୍ରୀମାନଙ୍କୁ ଏକ ବଡ ଝଟକା ଦେଇଛି । ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ବଡ ପ୍ରଭାବ ପଡିବ । କାରଣ…

ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ଦେହାନ୍ତ । ଭିଣୋଇଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କଲେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ସୋନି ମେହେଟ୍ଟାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା । ଭିଣୋଇଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର…

ରିପୋର୍ଟ ପଢାଇଲେ, ସନ୍ଦେହ ବଢାଇଲେ: ବିଳମ୍ବରେ ଆସିଲା ନବରଙ୍ଗପୁର ନାବାଳିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । କପି ଦେଲେନି,…

କନକ ବ୍ୟୁରୋ: ବିଳମ୍ବରେ ହେଲେ ସୁଦ୍ଧା ନବରଙ୍ଗପୁର କୋଷାଗୁମୁଡା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ତେବେ ଏହାକୁ ପରିବାର ଲୋକଙ୍କୁ ଦିିଆଯାଇ ନାହିଁ । ବରଂ ପରିବାରର ଉପସ୍ଥିତିରେ ରିପୋର୍ଟକୁ ପଢି ଶୁଣାଇଛି ପୋଲିସ । ଏହାବାଦ ପୋଷ୍ଟମର୍ଟମ ରିପୋର୍ଟରେ…