Monthly Archives

December 2019

କିଏ କରୁଥିଲା ଆଇଏଏସଙ୍କ ପାଇଁ ଲାଞ୍ଚ କାରବାର ? କିଭଳି ଯାଉଥିଲା ବିଜୟଙ୍କ ପକେଟକୁ ମୋଟା ଅଙ୍କର ଲାଞ୍ଚ ? ଖୋଲିଲା…

କନକ ବ୍ୟୁରୋ: କେମିତି ଭିଜିଲାନ୍ସ ଜାଲରେ ପଡିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ? ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କୁ ଧରିବା ପାଇଁ କିଭଳି ଜାଲ ବିଛାଇଥିଲା ଭିଜିଲାନ୍ସ ? ଏକ ପ୍ରେସ ରିଲିଜ ଜାରି କରି ପୂରା ଲାଂଚ କାରବାରର ରହସ୍ୟ ଖୋଲିଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ୱର ବାପୁଜୀନଗରେ…

ନ୍ୟୁଜିଲାଣ୍ଡ ଛୁଇଁଲା ନୂଆବର୍ଷ, ସିଡନୀ ଜଣାଇଲା ସ୍ୱାଗତ । ଏପଟେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଦେଶବ୍ୟାପୀ ଉତ୍ସାହ…

କନକ ବ୍ୟୁରୋ: ସ୍ୱାଗତମ ୨୦୨୦ । ପୁରୁଣା ବର୍ଷ ସରି ସରି ଯାଉଛିି, ନୂଆବର୍ଷ ଆସୁଛି । ବୁଲେଟିନ୍ ଆରମ୍ଭ କରିବା ନୂଆବର୍ଷ ସଂପର୍କିତ ଖବରରୁ । ନଇଁ ସାରିଛି ବର୍ଷର ଶେଷ ସୁରୁଜ । ଏବେ ନୂଆବର୍ଷର ଆଗମନକୁ ଅପେକ୍ଷା । ଭାରତର ବିଭିନ୍ନ ସହର ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହେଉଥିବା…

ବାଜା ବଜାଇଲେ ମନ୍ତ୍ରୀ, ନାଚିଲେ ବିଧାୟକ । ରାୟଗଡା ଚଇତି ମହୋତ୍ସବରେ ଦେଖାଗଲା ଭାଇଚାରାର ଦୃଶ୍ୟ । ଦର୍ଶକଙ୍କୁ ଲୋକଗୀତ…

କନକ ବ୍ୟୁରୋ: ସରିଛି ରାୟଗଡାର ଲୋକ ମହୋତ୍ସବ ଚଇତି । ଲୁକାୟିତ କଳା ଓ ସଂସ୍କୃତିକୁ ଲୋକ ଲୋଚନକୁ ଆଣିବା ପାଇଁ ଚଇତି ଏକ ପ୍ରୟାସ । ଚଇତିରେ ସାମିଲ ହୋଇ ବହୁ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଶଣ କରିବ ସହ ବାଜା ବଜାଇ ନାଚିଲେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀ । ମହୋତ୍ସବରେ…

କନକ ନ୍ୟୁଜ ମହାପ୍ରଭାବ । ରାଜରାସ୍ତାରେ ନିୟମ ଭାଙ୍ଗିଥିଲେ, ଟ୍ରାଫିକ ଥାନାରେ ଜରିମାନା ଦେଲେ ବିଜେଡି କର୍ମୀ । ଏବେ…

କନକ ବ୍ୟୁରୋ : ନିୟମ ଭାଙ୍ଗିଥିଲେ, ସ୍ୱଇଚ୍ଛାରେ ଆସି ଜରିମାନା ଦେଲେ । କନକ ନ୍ୟୁଜରେ ଲଗାତାର ଖବର ପ୍ରସାରଣ ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ନିଦ ଭାଙ୍ଗିଛି । ଆଜି ଟ୍ରାଫିକ ଥାନାରେ ପହଞ୍ଚି ଚାଲାଣ କାଟିଛନ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ବିଜେଡି କର୍ମୀ । ସିସିଟିଭି ଯାଞ୍ଚ…

ଆଉ କିଛି ସମୟର ଅପେକ୍ଷା… ଦ୍ୱାପର ଯୁଗକୁ ଫେରିଯିବ ବରଗଡ । କଂସଙ୍କ ମହାରାଜଙ୍କ ହସରେ ଥରହର ହେବ ମଥୁରା ।

କନକ ବ୍ୟୁରୋ: ଆଉ କିଛି ସମୟ ପରେ କମ୍ପିବ ବରଗଡ ଖୋଲାମଞ୍ଚ । କଂସଙ୍କ ହସରେ ଥରିବ ମଥୁରା । ଧନୁଯାତ୍ରାର ଧୂମରେ ଝୁମିବ ବରଗଡ । କାରଣ ଆଜି ସନ୍ଧ୍ୟାରେ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ ୭୧ତମ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ଚୁଡ଼ାନ୍ତ ହୋଇଛି ସାଜସଜ୍ଜା । ଆଉ କେଇ ମୁହୂର୍ତ୍ତ…

ଗୁରୁପ୍ରିୟା: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସ୍ୱପ୍ନର ସେତୁ, ପ୍ରଶାସନ ପାଇଁ ବିକାଶର ବାର୍ତ୍ତାବହ ପାଲଟିଲାଣି…

କନକ ବ୍ୟୁରୋ: ୨୦୧୮ ମସିହା ଜୁଲାଇ ମାସରେ ଉଦଘାଟିତ ହୋଇଥିଲା ଗୁରୁପ୍ରିୟା ସେତୁ । ଏବେ ଚିତ୍ରକୋଣ୍ଡା ଜନବାଇର ଗୁରୁପ୍ରିୟା ସେତୁ ନିକଟରେ ପର୍ଯ୍ୟଟଙ୍କ ଭିଡ ଜମିବାରେ ଲାଗିଛି । ପ୍ରକୃତିର ମନୋରମ ଦୃଶ୍ୟ ସହିତ ଗୁରୁପ୍ରିୟା ବ୍ରିଜ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ…