Daily Archives

September 2, 2018

ଏଣିକି ଆଧାର ସହ ଲିଙ୍କ ହେବ ଇପିଏଫ୍ ଆକାଉଣ୍ଟ ! ଜାଣନ୍ତୁ କିପରି ଘରେ ବସି କରିବେ ଆଧାର ସହ ଲିଙ୍କ ।

ସରକାର ସମସ୍ତ ଯୋଜନାଗୁଡିକରେ ଆଧାର ସହ ଲିଙ୍କ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫ ଆକାଉଣ୍ଟକୁ ବି ଆଧାର ସହିତ ଲିଙ୍କ କରିବାକୁ ଘୋଷଣା କରିଛନ୍ତି । ଯଦି କର୍ମଚାରୀ ଏପରି ନକରନ୍ତି ତେବେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ।…

ଆସିବ ‘ଜଳ ପ୍ରଳୟ’ ! ୨୦୩୦ ବେଳକୁ ଅଧା ବୁଡିଯିବ ଏହି ସହର

୨୦୩୦ ବେଳକୁ ସମୁଦ୍ର ଜୁଆରରେ ଅଧା ବୁଡିଯିବ ବ୍ୟାଙ୍କକ ସହର । ପାଣିପାଗ ସହ ଜଡିତ ଏଭଳି ଏକ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଆଗାମୀ ଏକ ଦଶକ ମଧ୍ୟରେ ଆଂଶିକ ଭାବେ ବୁଡିଯିବ ବ୍ୟାଙ୍କକ ସହର । ତାପମାତ୍ରାରେ ବୃଦ୍ଧି, ପାଣିପାଗରେ ପରିବର୍ତ୍ତନ ହେତୁ ଧୀରେ ଧୀରେ ଏହାର ପ୍ରଭାବ ପଡ଼ିବା…

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା ! ରାଜଧାନୀରେ ଉପାନ୍ତ ଅଞ୍ଚଳର ଭ୍ରମ, ରାସ୍ତା ସାରା ଖାଲଢିପ ।

କନକ ବ୍ୟୁରୋ : ସ୍ମାର୍ଟସିଟିରେ ଉପାନ୍ତ ଅଂଚଳର ଭ୍ରମ ସୃଷ୍ଟି କରୁଛି ପଟିଆ ନନ୍ଦନ ବିହାରର ରାସ୍ତା । ରାସ୍ତା ସାରା ଖାଲକଣାରେ ଭର୍ତି । କେତେବେଳେ କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି । ସ୍ଥାନିୟ ବାସିନ୍ଦା ଅଭିଯୋଗ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସ୍ଥିତି ଯାହାକୁ ସେୟା ।…

କୋଲକାତାରୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ ବ୍ୟାଗ ମଧ୍ୟରୁ ମିଳିଲା ୧୪ ନବଜାତକ ଶିଶୁଙ୍କ ମୃତଦେହ

ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ୧୪ ଜଣ ନବଜାତକଙ୍କ ମୃତଦେହ । କୋଲକାତାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋଲକାତାର ହରଦେବପୁର ଅଞ୍ଚଳରେ ପ୍ଳାଷ୍ଟିକ ବ୍ୟାଗରେ ପଶିଥିବା ୧୪ ଜଣ ଶିଶୁଙ୍କ ମୃତଦେହ ମିଳିଛି । ନିର୍ମାଣ କାର୍ଯ୍ୟ ପାଇଁ ଟିଣ ଦ୍ୱାରା ବନ୍ଦ ଥିବା…

ଜଳବନ୍ଦୀ କରିଦେଲା ବୈତରଣୀ ! ବଢୁଛି ଜଳସ୍ତର, ଚିନ୍ତାରେ ତଳିଆ ଅଂଚଳ ଲୋକେ, ଏପଟେ ପୁରୀ ସହର ରାସ୍ତାରେ ଚାଲିଲା ଡଙ୍ଗା…

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡିଶାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ତଳିଆ ଅଂଚଳରେ ପାଣି ପଶିଛି । ବଢୁଛି ବୈତରଣୀର ଜଳସ୍ତର । ଏପରିକି ବୈତରଣୀର ଶାଖାନଦୀ ଓ ଉପନଦୀ ବି ଫୁଲିବାରେ ଲାଗିଛି । ଆନନ୍ଦପୁରର କୁଶେଇ ନଦୀର ଜଳସ୍ତର ବଢୁଛି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି…

ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସ୍ଥାନ ପାଇଲା ତାସ ଖେଳ ! ଭାରତ କଲା କମାଲ ।

ଓଡିଶାରେ ତାସ ଖେଳର ଚାହିଦା ବେଶ୍ ଅଧିକ । କେବଳ ଓଡିଶା ନୁହେଁ ସାରା ଭାରତରେ ତାସ ଖେଳ ବେଶ୍ ପପୁଲାର ହୋଇପାରିଛି । ଲୋକମାନେ ତାସରେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି । ସେଥି ମଧ୍ୟରୁ ମାଗ, ତିନ ପତି, ନାଟିସ ଏବଂ ଟ୍ୱଣ୍ଟି ନାଇନ୍ ଭଳି ଖେଳ ଖେଳାଯାଇଥାଏ । ପ୍ରତିଟି ଶ୍ରେଣୀର ଲୋକ ଏହି…