ମହାମାୟାଙ୍କ ୯ଟି ସ୍ୱରୂପ: ନବରାତ୍ରରେ ରଙ୍ଗ, ତୂଳୀରେ ମାଆଙ୍କ ନଅଟି ରୂପକୁ ଆଙ୍କିଲେ ପ୍ରତ୍ୟୁଷିନୀ

52

କନକ ବ୍ୟୁରୋ: ମହାମାୟାଙ୍କର ୯ଟି ସ୍ୱରୂପ । ନବରାତ୍ରୀ ଅବସରରେ ମା’ଙ୍କୁ ଏହି ରୂପରେ ପୂଜା କରାଯାଇଥାଏ । ଯାହାକୁ ନିଜ ତୁଳି ମାଧ୍ୟମରେ ଆଙ୍କିଛନ୍ତି ମାଲକାନଗିରି ମାଥିଲି ଅଂଚଳର ପ୍ରତ୍ୟୁଷିନୀ ଜେନା । ଆଉ ଏବେ ସେ ଚର୍ଚ୍ଚାରେ । ପିଲାଟି ଦିନରୁ ସେ ବିନା ଗୁରୁରେ ସେ ଚିତ୍ର ଆଙ୍କିବା ଶିଖିଛନ୍ତି । କରୋନା ବେଳେ ୟୁଟ୍ୟୁବରୁ ଚିତ୍ର ଆଙ୍କିବା ଶିିଖିଥିଲେ । ତେବେ ଚଳିତ ଦଶହରାରେ ପ୍ରତ୍ୟୁଷିନୀ ମା ଦୁର୍ଗାଙ୍କ ପାଇଁ କରିଛନ୍ତି ନବରୂପର ଚିତ୍ର ।