Browsing Category

ଦେଶ ବିଦେଶ

ବେରୋଜଗାରୀଙ୍କ ପ୍ରଦର୍ଶନରେ ସାମିଲ ବେଳେ ଅଘଟଣ, ରାସ୍ତାରେ ବେହୋସ ହୋଇଗଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଛି । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି । ଶୁକ୍ରବାର ଦିନ ବେରୋଜଗାର ଯୁବକଙ୍କ ପ୍ରଦର୍ଶନରେ ସାମିଲ ହୋଇ ଧାରଣାରେ ବସିଥିଲେ । ହଠାତ ବେହୋସ ହୋଇପଡିବାରୁ ତାଙ୍କୁ ମେଡିକାଲରେ…
Read More...

ଜାଡେଜା-ଅକ୍ଷରଙ୍କ ଅର୍ଦ୍ଧଶତକ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୪୪ ରନରେ ଆଗୁଆ

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଯାଇଛି । ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୧୧୪ ଓଭରରେ ୭ ୱିକେଟ ହରାଇ ୩୨୧ ରନ କରିଛି । ଫଳରେ ଭାରତ ୧୪୪ ରନରେ ଆଗୁଆ ରହିଛି । ପ୍ରଥମେ ରୋହିତ ଶର୍ମାଙ୍କ ଶତକ ଆଉ ଏବେ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ…
Read More...

ନାଗପୁର ଟେଷ୍ଟ: ଭାରତୀୟ ଖେଳାଳିଙ୍କୁ ପାଣି ପିଆଇଲେ ଟଡ୍ ମର୍ଫି । ଜାଣନ୍ତୁ, କିଏ ଏହି ଖେଳାଳି?

କନକ ବ୍ୟୁରୋ: ନାଗପୁର ଟେଷ୍ଟର ପ୍ରଥମ ଇଂନିସରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ପ୍ରଥମ ଇଂନିସରେ ଶତକ ହାସଲ କରିଥିବାବେଳେ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଅଫ୍ ସ୍ପିନର ଟଡ୍ ମର୍ଫି ଭାରତୀୟ…
Read More...

ଆଦାନୀ-ହିଣ୍ଡେନବର୍ଗ ମାମଲା ସୁପ୍ରିମକୋର୍ଟରେ ଶୁଣାଣି, ନିବେଶକଙ୍କୁ ନେଇ ଚିନ୍ତାପ୍ରକଟ କଲେ କୋର୍ଟ

କନକ ବ୍ୟୁରୋ : ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ଫାର୍ମ ଦେଇଥିବା ରିପୋର୍ଟକୁ ନେଇ ସାରା ଦେଶରେ ହୋ ହାଲ୍ଲା ଲାଗି ରହିଛି । ଏନେଇ ଆଦାନୀଙ୍କ ତରଫରୁ ସୁପ୍ରିମକୋର୍ଟରେ ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ହୋଇଥିବା ମାମଲାର ଆଜି ଶୁଣାଣି କରିଛନ୍ତି କୋର୍ଟ । ଶୁଣାଣି ବେଳେ କୋର୍ଟ…
Read More...

ଭୂକମ୍ପ ପୀଡିତଙ୍କ ପାଇଁ ଭାରତୀୟ ଖୋଲିଦେଲେ ହୋଟେଲର ଉଭୟ ଦ୍ୱାର, ମାଗଣା ଖାଦ୍ୟ ସହ ୨୪ ଘଣ୍ଟିଆ ସେବା

କନକ ବ୍ୟୁରୋ : ତୁର୍କୀ ଓ ସିରିଆରେ ଘଟିଥିବା ଭୂକମ୍ପ କାରଣରୁ ୨୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି । ଉଭୟ ଦେଶର ଏଭଳି ସଂକଟ ସମୟରେ ସାରା ବିଶ୍ୱ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଆଗଭର ହୋଇଛି । ଭାରତ ସରକାର ମଧ୍ୟ ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି । ଏନଡିଆରଏଫ ଟିମ୍ ଭାରତ…
Read More...

ବୋଲିଂ ପରେ ବ୍ୟାଟିଂରେ ଜାଡେଜାଙ୍କ ଜଲୱା: ୫ୱିକେଟ ପରେ ହାସଲ କଲେ ଅର୍ଦ୍ଧଶତକ

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ଜଲୱା ଦେଖିବାକୁ ମିଳିଛି । ସେ ଏହି ମ୍ୟାଚରେ ପ୍ରଥମେ ବୋଲିଂରେ ଯାଦୁ ଦେଖାଇଥିଲେ । ଚମତ୍କାର ବୋଲିଂ କରି ସେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ନେଇଥିଲେ । ଆଉ ଏବେ ବ୍ୟାଟିଂରେ ବି ନିଜ ଜଲୱା ଦେଖାଉଛନ୍ତି ।…
Read More...

ରାଜସ୍ଥାନ ସରକାରଙ୍କ ବଡ ଘୋଷଣା, କରୋନାରେ ପିତାମାତାଙ୍କ ହରାଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଅନେକଗୁଡିଏ ଲୋକହିତକର ଯୋଜନା ଘୋଷଣା କରିବା ସହ କରୋନାରେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଏକ ଭଲ ଘୋଷଣା କରିଛନ୍ତି । ସେ କହିଛନ୍ତି କି…
Read More...

ଚାଷୀଙ୍କୁ ୨୦୦୦ ୟୁନିଟ ଯାଏଁ ମାଗଣା ବିଜୁଳି, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର: ରାଜସ୍ଥାନ ବଜେଟରେ ଗେହଲଟଙ୍କ ବଡ ଘୋଷଣା

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେବେ ଗେହଲଟ୍ ପ୍ରଥମ ୮ ମିନିଟ ଯାଏଁ ଗତ ବର୍ଷର ପୁରୁଣା ବଜେଟ୍ ପଢିବା ପରେ ବିଧାନସଭାରେ ହଟ୍ଟଗୋଳ…
Read More...

ସାର, ଆପଣ କେତେ ଥର ଭଲ ପାଇଛନ୍ତି? ରାଜ୍ୟସଭା ସଭାପତିଙ୍କୁ ପ୍ରଶ୍ନ କଲେ ଏହି ସାଂସଦ…

କନକ ବ୍ୟୁରୋ: କଡା ଶବ୍ଦର ବ୍ୟବହାର... ସାଂସଦଙ୍କ ମଧ୍ୟରେ ବିବାଦ ଦେଶର ସଂସଦରେ ଅନେକ ସମୟରେ ଏଭଳି ଚିତ୍ର ଦେଖିବାକୁ ମିଳିଥାଏ । ଅନେକ ଥର କଥା ମାରପିଟ ଯାଏ ମଧ୍ୟ ଆସିଯାଏ । ତେବେ ଭାଲେଣ୍ଟାଇନ ସପ୍ତାହ କାରଣରୁ ସଂସଦରେ ମାହୋଲ ମଧ୍ୟ ଟିକେ ଅଲଗା ରହିଛି । ଲୋକତନ୍ତ୍ରର ମନ୍ଦିରରେ ପାଣିପାଗ…
Read More...

ଭାରତରେ ବିବିସିକୁ ବ୍ୟାନ କରିବାକୁ ହିନ୍ଦୁସେନାର ଆବେଦନ,ସୁପ୍ରିମକୋର୍ଟରେ ଖାରଜ

କନକ ବ୍ୟୁରୋ : ଗୁଜରାଟ ଦଙ୍ଗା ଉପରେ ବିବିସି ତରଫରୁ ପ୍ରସ୍ତୁତ କରାଯାଇଥିବା ଡକ୍ୟୁମେଣ୍ଟାରୀ ସହ ଭାରତରେ ବିବିସିର କାର୍ଯ୍ୟକ୍ରମକୁ ବନ୍ଦ କରିବା ନେଇ ହିନ୍ଦୁସେନା ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ଏହି ଆବେଦନ ଭୁଲ ଓ ଏହା…
Read More...