Browsing Category

ଦେଶ ବିଦେଶ

ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା : ମାସେ ଧରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ…

କନକ ବ୍ୟୁରୋ : ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା । ମାସେ ଧରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ କ୍ୱାରେଣ୍ଟାଇନରେ ରହିବେ । ଗ୍ୱାଲିୟରରୁ ତିନୋଟି ହେଲିକପ୍ଟର ଯୋଗେ ୧୨ ଚିତାକୁ କୁନୋ ପାର୍କ ନିଆଯିବ । ହେଲିକପ୍ଟର ଅବତରଣ ପାଇଁ ୫ଟି ହେଲିପ୍ୟାଡ୍ ତିଆରି…
Read More...

ବିବିିସିର ଟିକସ ଅନିୟମିତତା : ପାଖାପାଖି ୬୦ ଘଣ୍ଟାର ରେଡ୍, ଅନେକ ପ୍ରମାଣ ଏକାଠି କରିଥିବା ଆୟକର ଟିମ୍ ଦାବି

କନକ ବ୍ୟୁରୋ : ଟିକସ ଅନିୟମିତତା କରିଛି ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା ବିବିିସି । ଆୟ କମ୍ ଦେଖାଇ ଟିକସ ଫାଙ୍କିଛି ବ୍ରିଟେନର ଏହି ମିଡିଆ କମ୍ପାନୀ । ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ତିନି ଦିନ ଧରି ସର୍ଭେ କରିବା ପରେ ଆୟକର ବିଭାଗ ଏଭଳି କହିଛି । ଆୟକର ବିଭାଗ ଆଇନର ଧାରା ୧୩୩-ଏ…
Read More...

ପୋଲିସ ମୁଖ୍ୟାଳୟରେ ଆତଙ୍କୀ ହମଲା : ୫ ଆତଙ୍କୀ ସହିତ ୪ ପୋଲିସ କର୍ମୀଙ୍କ ମୃତ୍ୟୁ

କନକ ବୁରୋ : ଆତଙ୍କୀ ହମଲାରେ ଦୋହଲିଲା ପାକିସ୍ତାନ । ପାକିସ୍ତାନର ଜନବହୁଳ ସହର କରାଚିରେ ଶୁକ୍ରବାର କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୋଲିସ ମୁଖ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି । ଯାହା ପରେ ଅର୍ଦ୍ଧସାମରିକ ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଥିଲା ।…
Read More...

ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଶିବସେନା ଦଳର ନାଁ : ଉଦ୍ଧବ ଠାକରେ କହିଲେ, ନିର୍ବାଚନ କମିସନଙ୍କ ନିଷ୍ପତ୍ତି,…

କନକ ବ୍ୟୁରୋ : ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ଶିବସେନା ଦଳର ନାମ ଓ ଚିହ୍ନ । ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଧନୁ-ତୀର ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପରେ ଠାକରେ ପରିବାର…
Read More...

ସୁନ୍ଦର ତ୍ୱଚା ପାଇଁ ଉଜ୍ଜଳକାରୀ ସାମଗ୍ରୀ କରୁଛନ୍ତି କି ବ୍ୟବହାର? ସାବଧାନ ! ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା…

କନକ ବ୍ୟୁରୋ: ସୁନ୍ଦର ଦେଖାଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ୍ ଲାଇଟନିଂ ପ୍ରଡକ୍ଟ ବା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀର ଚାହିଦା ବଢ଼ୁଛି । ବିଶେଷ କରି ଆଫ୍ରିକା, ଏସିଆ ଏବଂ କାରବିଆନ୍ ଦେଶଗୁଡ଼ିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାଗମ୍ରୀ ଉପରେ ନିର୍ଭର କରନ୍ତି…
Read More...

ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନରେ ୨୬୩ ରନ କରି ଭ୍ରମଣକାରୀ ଦଳ ଅଲଆଉଟ୍, ପିଟର ହାଣ୍ଡସକମ୍ବ ଓ ପାଟ…

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ । ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୨୬୩ ରନ କରି ଅଲଆଉଟ ହୋଇଛି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଛି ଏହି ମ୍ୟାଚ । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି । ଦଳର ଦୁଇ ଓପନର ଡେଭିଡ୍ ୱାର୍ନର ଓ ଉସମାନ ଖ୍ୱାଜାଙ୍କୁ ମଧ୍ୟରୁ…
Read More...

ଧନୁତୀରର ଦାବିଦାର ହେଲେ ଏକନାଥ ସିନ୍ଧେ ଗୋଷ୍ଠୀ । ଘୋଷଣା କଲେ ନିର୍ବାଚନ ଆୟୋଗ ।

କନକ ବ୍ୟୁରୋ: ଶିବସେନାର ଦଳୀୟ ଚିହ୍ନ ଧନୁତୀରର ଦାବିଦାର ହେଲେ ଏକନାଥ ସିନ୍ଧେ ଗୋଷ୍ଠୀ । ନିର୍ବାଚନ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି । ଶିବସେନାରେ କନ୍ଦଳ ପରେ ଦୁଇଟି ଗୋଷ୍ଠୀ ହୋଇଥିଲା । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେଙ୍କ ମଧ୍ୟର ଦଳୀୟ ଚିହ୍ନକୁ ନେଇ…
Read More...

୩୦ ମିନିଟରେ ପଥ ଅତିକ୍ରାନ୍ତ କଲା ନୂତନ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍, ସଡକପଥରେ ଯାଇଥିଲେ ଲାଗିଥାନ୍ତା ୨ ଘଂଟା

କନକ ବ୍ୟୁରୋ : ରୋଗୀଙ୍କ ପାଖେ ଔଷଧ ପହଂଚାଇଲା ଡ୍ରୋନ୍ । ଉତରାଖଣ୍ଡ ଗଢୱାଲର ଏକ ଦୁର୍ଗମ ଅଂଚଳର ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ୍ ମାଧ୍ୟମରେ ଗଲା ଔଷଧ । ଯକ୍ଷ୍ମା ରୋଗୀଙ୍କ ପାଇଁ ଋଷିକେଶ ଏମ୍ସରୁ ତେହରିକୁ ଔଷଧ ପଠାଯାଇଛି । ଋଷିକେଶରୁ ତେହରି ୪୦ କିଲୋମିଟର ଥିବା ବେଳେ ଡ୍ରୋନକୁ ଏଥିପାଇଁ ୩୦…
Read More...

ତୁର୍କୀରୁ ଫେରିଲେ ଏନଡିଆରଏଫ ବୀର, ଦେଶରେ ହେଲା ଜୋରଦାର ସ୍ୱାଗତ

କନକ ବ୍ୟୁରୋ : ପ୍ରଳୟଙ୍କାରି ଭୁକମ୍ପରେ ତୁର୍କୀକୁ ସାହାଯ୍ୟ କରିବା ପରେ ଭାରତ ଫେରିଛନ୍ତି ଏନଡିଆରଏଫ ଟିମ୍ । ୪୭ ଜଣିଆ ଏନଏଡିଆରଏଫର ଏହି ଟିମ୍ ତୁର୍କୀରେ ପ୍ରଂଶସନୀୟ କାମ କରିବାର ୧୦ ଦିନ ପରେ ଦେଶକୁ ଫେରିଛନ୍ତି । ଫେରିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ଦିନରାତି ଲାଗିପଡି…
Read More...

ଆଦାନୀ-ହିଣ୍ଡେନବର୍ଗ ବିବାଦ ପ୍ରସଙ୍ଗ, ସରକାର ବାଛିବେନି କମିଟି ସଦସ୍ୟ

କନକ ବ୍ୟୁରୋ : ବନ୍ଦ ଲଫାଫାରେ କମିଟି ସଦସ୍ୟ ଏବଂ ବିଶେଷଜ୍ଞଙ୍କ ନାମ ଦେଲେ ଗ୍ରହଣ କରିବେ ନାହିଁ ସୁପ୍ରିମକୋର୍ଟ । ଆଦାନୀ- ହିଣ୍ଡେନବର୍ଗ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ ଏହା କହିଛନ୍ତି । ଯଦି ସରକାର ଦେଇଥିବା ସଦସ୍ୟଙ୍କ ନାମକୁ ସାମ୍ବିଧାନିକ…
Read More...