Browsing Category

ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ପୂଜାରାଙ୍କ ଶତକୀୟ ଟେଷ୍ଟ ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ : ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଫିରୋଜ ଶାହ କୋଟଲାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ନାଗପୁରରେ ଏକତରଫା ବିଜୟ ପରେ ଦିଲ୍ଲୀରେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ତେବେ ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ…
Read More...

ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ : ସୁସାନ ୱଜସିକିଙ୍କ ଇସ୍ତଫା ପରେ ନିଲ ମୋହନଙ୍କ ନାଁରେ ମୋହର ମାରିଲା…

କନକ ବ୍ୟୁରୋ : ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ । ୯ ବର୍ଷ ଧରି ଏହି ପଦରେ ରହିବା ପରେ ଗତକାଲି ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି । ଏହାପରେ ଗୁଗୁଲ ପକ୍ଷରୁ ନିଲ ମୋହନଙ୍କୁ ନିଯୁକ୍ତି ମିଳିିଛି । ଏହାପୂର୍ବରୁ ନୀଲ ମୋହନ ୨୦୧୫ରୁ ୟୁଟ୍ୟୁବର ଚିଫ ପ୍ରଡକ୍ଚ ଅଫିସର…
Read More...

ପୁଣି ଜଣେ ପୁଟିନଙ୍କ ସହଯୋଗୀଙ୍କ ରହସ୍ୟଜନକ ମୃତ୍ୟୁ : ୧୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲେ ରୁଷ ପ୍ରତିରକ୍ଷା…

କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଉ ଏକ ଘନିଷ୍ଠ ବ୍ୟକ୍ତି କଲେ ଆତ୍ମହତ୍ୟା । ୧୬ ମହଲାରେ ସେ ରହୁଥିବା ଏକ ଝରକାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ମାରିନା ୟାଙ୍କିନା ରୁଷର ପ୍ରତିରକ୍ଷା ବିଭାଗର ଜଣେ ପ୍ରମୁଖ ଅଧିକାରୀ ଥିଲେ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ…
Read More...

ଲିଭ ଇନ୍ ସମ୍ପର୍କର କରୁଣ କାହାଣୀ । ଫ୍ରିଜରେ ପ୍ରେମିକାର ଶବ, ବିବାହ ମଣ୍ଡପରେ ପ୍ରେମିକ

କନକ ବ୍ୟୁରୋ: ଦିନେ ପ୍ରେମିକ ସାହିଲଙ୍କୁ ନେଇ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିଲେ ହତ୍ୟାର ଶିକାର ହୋଇଥିବା ନିକି । ପ୍ରାୟ ୫ବର୍ଷ ପର୍ଯ୍ୟନ୍ତ ଦୁହେଁ ବିଭିନ୍ନ ସ୍ଥାନରେ ବୁଲି ଖୁସି ମନାଇଥିଲେ । ହେଲେ ପ୍ରେମିକରୁ ପିଶାଚ ପାଲଟି ଯାଇଥିବା ସାହିଲ, ସବୁ ସମ୍ପର୍କକୁ ଭୁଲି ଯାଇଥିଲା ।…
Read More...

ବୁଡିଯିବ ମୁମ୍ବାଇ, ବ୍ୟାଙ୍କକ୍, ଲଣ୍ଡନ, ନ୍ୟୁୟର୍କ ଭଳି ୭ ବଡ ସହର, ଜଳବାୟୁ ପରିବର୍ତନ ଉପରେ ଜାତିସଂଘର ରିପୋର୍ଟକୁ…

କନକ ବ୍ୟୁରୋ : ବଢୁଛି ସମୁଦ୍ର ଜଳସ୍ତର । ସମୁଦ୍ର ପାଣିରେ ଲୀନ ହେବ ଉପକୂଳବର୍ତୀ ବିଶ୍ୱର ବଡ ବଡ ସହର । ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ବୈଜ୍ଞାନିକମାନ ଏହି ସୂଚନା ଦେଇଛନ୍ତି । ଜେନେଭାର ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ୱାଲଡ ମେଟ୍ରୋଲୋଜିକାଲ ଅରଗାଇନେଜସ ଏକ ରିପୋର୍ଟ ଜାରି କରିଛି ।…
Read More...

କେନ୍ଦ୍ର କ୍ୟାବିନେଟର ବଡ ଫଇସଲା । ସୀମାବର୍ତୀ ଗାଁ ହେବ ମଜବୁତ, ୫ହଜାର କୋଟି ବଜେଟରେ ୧୯ ଜିଲ୍ଲା ୨୯୬୬ ଗାଁ ହେବ…

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ଫଇସଲା । ଦେଶର ସୀମାକୁ ମଜବୁତ କରିବା ପାଇଁ ଭାଇବ୍ରେଂଟ ଭିଲେଜ ପୋଗ୍ରାମକୁ ମଂଜୁରୀ ମିଳିଛି । ଏହି ଯୋଜନା ଦ୍ୱାରା ସୀମାରେ ଥିବା ଗାଁଗୁଡିକର ଭିତିଭୂମିକୁ ଅଧିକ ମଜବୁତ କରାଯିବ । ଏହା ପାଇଁ ୪୮୦୦କୋଟି ଟଙ୍କାର ବଜେଟ ରହିଛି । ଏହା…
Read More...

ଦକ୍ଷିଣ ଆଫ୍ରିକାରୁ ବାଘଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଲା ବିମାନ ଗ୍ଲୋବମାଷ୍ଟର, ୧୮ ତାରିଖରେ ମଧ୍ୟପ୍ରଦେଶ କୁନୋ…

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଖୁବ ଶୀଘ୍ର ବଢ଼ିବ ଚିତା ସଂଖ୍ୟା । ଆଉ ୧୨ଟି ଚିତାକୁ ସାଉଥ ଆଫ୍ରିକାରୁ ଭାରତକୁ ଅଣାଯାଉଛି । ତେବେ ସାଉଥ ଆଫ୍ରିକାରୁ ଏହି ଚିତାଙ୍କୁ ଅଣାଯିବା ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଉଡାଣ ଭରିଛି । ଆସନ୍ତା ୧୮…
Read More...

ଭୂମିକମ୍ପ ବଦଳାଇଛି ତୁର୍କୀର ଚିତ୍ର, ୪୨ହଜାର ଟପିଲା ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପକୁ ବିତିଗଲାଣି ୧୧ ଦିନ । ହେଲେ ଏବେ ବି ଅନେକଙ୍କ ଜୀବନ ସେ ଭଗ୍ନାବଶେଷ ତଳେ ଫସିରହିଛି । ଦିନ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୪୨ ହଜାରରୁ ଉଦ୍ଧ୍ୱର୍ ଟପିଲାଣି । ଉଦ୍ଧାରକାରୀଦଳ ପ୍ରତିଦିନ ଅନେକ…
Read More...

ପାକିସ୍ତାନରେ ବିଗୁଡୁଛି ସ୍ଥିତି । ଦେଶ ଛାଡୁଛନ୍ତି ଧନୀ ବ୍ୟକ୍ତି, ସେହେବାଜ ସରକାରଙ୍କୁ ମିଳୁନି ଋଣ

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ସେତିକି ବିଗୁଡୁଛି ପାକିସ୍ତାନର ସ୍ଥିତି । ଆର୍ଥିକ ସଙ୍କଟ ଯୋଗୁଁ ପାକିସ୍ତାନର ଦୂରାବସ୍ଥା । ସେପଟେ ଆଇଏମଏଫ ଇଙ୍ଗିତରେ ପରିଚାଳିତ ହେଉଥିବ ପାକିସ୍ତାନ ସରକାର ଏବେ ଜନତାଙ୍କଠୁ ଟିକସ ଆଦାୟ କରିବା ନେଇ ବଡ ଘୋଷଣା କରିଛନ୍ତି । ୬ମାସ ମଧ୍ୟ ୩୭୦ଅରବ ଡଲାର…
Read More...

ଲିଭ ଇନ୍ ରିଲେସନସିପର କରୁଣ କାହାଣୀ, ୫ବର୍ଷର ସମ୍ପର୍କରେ ଧୋକା ଦେଲା ପ୍ରେମିକ

କନକ ବ୍ୟୁରୋ : ନିକି ଓ ସାହିଲଙ୍କ ଫଟୋ ଏବେ ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ନିକି ଓ ସାହିଲଙ୍କର କିଛି ଫଟୋ ଦେଖିବା ପରେ ଅନୁମାନ କରାଯାଉଛି କି ସେମାନେ ବି ନିଜ ସଂପର୍କକୁ ନେଇ ବେଶ୍ ଖୁସିରେ ଥିଲେ । ୫ବର୍ଷର ସମ୍ପର୍କରେ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ । ହୁଏତ ବାହାଘର,…
Read More...