Browsing Category

ଦେଶ ବିଦେଶ

ବ୍ରିଟେନରେ ରାହୁଲଙ୍କ ବୟାନକୁ ନେଇ ସଂସଦରେ ଘେରିଲା ବିଜେପି : ଦେଶବାସୀଙ୍କୁ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କଲେ…

କନକ ବ୍ୟୁରୋ : ବ୍ରିଟେନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଆଜି ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି । ବିଦେଶ ମାଟିରେ ଭାରତର ଛବି ଖରାପ କରିବାକୁ ବିରୋଧ ଦଳର ନେତା ଏଭଳି ବୟାନ ଦେଇଥିବା ବିଜେପି ଅଭିଯୋଗ ଆଣିଛି । ରାଜ୍ୟସଭାରେ ପିୟୁଷ ଗୋୟଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶଦ୍ରୋହ…
Read More...

ଅହମଦାବାଦ ଟେଷ୍ଟର ଆଜି ଶେଷ ଦିନ : ଏବେ ବି ୮୮ ରନ୍ ଆଗରେ ଭାରତ; ଅଶ୍ୱିନୀ, ଜାଡେଜା ଓ ଅକ୍ଷରଙ୍କ ଉପରେ ନଜର

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅହମଦାବାଦରେ ଚାଲିଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ । ଭାରତ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୯୧ ରନ ଲିଡ ଦେଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ ହରାଇ ୩ ରନ କରିଛି । ଆଜି ପିଚରେ ଯଦି ବଲ…
Read More...

କମାଲ କଲା ଭାରତୀୟ ଫିଲ୍ମ : RRR ଫିଲ୍ମର ‘ନାଟୁ ନାଟୁ’ ଗୀତ ଓ ‘ଦ ଏଲିଫ୍ୟାଣ୍ଟ…

କନକ ବ୍ୟୁରୋ : ଓସ୍କାଲ ଆୱାର୍ଡ ୨୦୨୩ରେ ଏଥର କମାଲ କରିଛି ଭାରତୀୟ ଫିଲ୍ମ । ୯୫ ତମ ଓସ୍କାର ଆୱାର୍ଡରେ ଦୁଇ ଦୁଇଟି ବିଭାଗରେ ଭାରତୀୟ ଫିଲ୍ମ ବାଜିମାରି ନେବା ସିନେମା ପ୍ରେମୀଙ୍କୁ ଉତ୍ସାହିତ କରିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି । ବେଷ୍ଟ…
Read More...

ବିଶ୍ୱ ସେୟାର ବଜାରରେ ପଡୁଛି ପ୍ରଭାବ : ଛାନିଆ ଷ୍ଟାଟଅପ ଜଗତ; କାହିଁକି ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ ?

କନକ ବ୍ୟୁରୋ : ବଡ ବଡ ଟେକ୍ନୋଲୋଜି ଷ୍ଟାଟଅପ୍ଗୁଡିକୁ ଋଣ ପ୍ରଦାନ କରି ଚର୍ଚ୍ଚାକୁ ଆସିଥିବା ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡିଯିବା ପରେ ସାରା ବିଶ୍ୱ ସେୟାର ବଜାର ପ୍ରଭାବିତ ହୋଇଛି । ଭାରତ, ଆମେରିକା, ଚୀନ ସମେତ ବ୍ରିିଟେନ, କାନାଡା,ସିଙ୍ଗାପୁରର ଷ୍ଟାଟଅପ କମ୍ପାନୀଗୁଡିକ ଛାନିଆ…
Read More...

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ହୁବଲି ଷ୍ଟେସନ : ୧୫୦୭ ମିଟର ଲମ୍ବା ଏହିି ପ୍ଲାଟଫର୍ମକୁ ଉଦଘାଟନ କରିଥିଲେ…

କନକ ବୁରୋ : ବିଶ୍ୱର ଦୀଘତମ ରେଳ ପ୍ଲାଟଫର୍ମ ଭାବେ କର୍ଣ୍ଣାଟକର ହୁବଲି ରେଳ ଷ୍ଟେସନ ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ଲାଟଫର୍ମର ଉଦାଘାଟନ କରିଥିଲେ ।…
Read More...

ସମଲିଙ୍ଗୀ ବିବାହ ମାମଲା : ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ; ଆଇନ ମାନ୍ୟତା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ : ସମଲିଙ୍ଗୀ ବିବାହ ମାମଲାର ଆଜି ଶୁଣାଣି କରିବେ କେନ୍ଦ୍ର ସରକାର । କିନ୍ତୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ…
Read More...

କୋହଲିଙ୍କ ଉପରେ ମହାକାଳଙ୍କ କୃପା! ୪୦ ମାସ ପରେ କୋହଲି ମାରିଲେ ‘ବିରାଟ’ ଶତକ

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷର ଲମ୍ବା ବ୍ୟବଧାନ ପରେ ବିରାଟଙ୍କ ବ୍ୟାଟରୁ ସେଞ୍ଜୁରୀ ଦେଖିବାକୁ ମିଳିଛି । ଟେଷ୍ଟରେ ବିରାଟ ବାରମ୍ବାର ବିଫଳ ହୋଇ ଫ୍ୟାନଙ୍କୁ ନିରାଶ କରି ଆସୁଥିଲେ । ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ନିଜ କମାଲ ଦେଖାଇଛନ୍ତି କୋହଲି । ସଫଳ ଶତକ ସହ କୋହଲି ଏହି…
Read More...

ରାହୁଲଙ୍କୁ ମୋଦୀଙ୍କ ଟାର୍ଗେଟ । କହିଲେ ବିଦେଶରୁ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ କରୁଥିବା ଲୋକ ଦେଶର ମୂଲ୍ୟବୋଧ ପ୍ରତି…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ବିଦେଶରୁ କଡ଼ା ଟାର୍ଗେଟ କରିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ଲଜ୍ଜାର ବିଷୟ ଯେ, କିଛି ଲୋକ ଲଣ୍ଡନରୁ ଭାରତର…
Read More...

ସାମ୍ନାକୁ ଆସିଲା ସତୀଶ କୌଶିକଙ୍କ ଶେଷକଥା । ମ୍ୟାନେଜରଙ୍କୁ କହିଥିଲେ, ମରିବାକୁ ଚାହାଁନ୍ତି ନାହିଁ, ଝିଅ ପାଇଁ…

କନକ ବ୍ୟୁରୋ: ବିଶିଷ୍ଟ ବଲିଉଡ୍ ଅଭିନେତା ସତୀଶ କୌଶିକଙ୍କ ପରଲୋକକୁ ନେଇ ବଲିଉଡ ଶୋକର ଛାୟାରେ ବୁଡି଼ଯାଇଥିବା ବେଳେ ସାମ୍ନାକୁ ଆସିଛି ସତୀଶଙ୍କ ଶେଷକଥା । ଅନ୍ତିମ ମୁହୂର୍ତ୍ତରେ ସେ ମ୍ୟାନେଜରଙ୍କୁ କହିଥିଲେ, ମରିବାକୁ ଚାହୁଁନି, ବରଂ ଝିଅ ପାଇଁ ବଞ୍ଚିବାକୁ ଚାହେଁ । ସେହି ମୃତ୍ୟୁର ରାତିରେ…
Read More...

ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ ।…

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ କେନ୍ଦ୍ରର ନା’ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର । ଏଥିସହିତ…
Read More...