Browsing Category

ଦେଶ ବିଦେଶ

ସମାଜବାଦୀ ପାର୍ଟିକୁ ବଡ ଝଟକା । ଦଳରୁ ଇସ୍ତଫା ଦେଲେ ଦାରା ସିଂ ଚୌହାନ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା ଲାଗିଛି । ଶନିବାର ଦିନ ଦଳର ବରିଷ୍ଠ ନେତା ଦାରା ସିଂ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଗତବର୍ଷ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ଦାରା ସିଂ ଚୌହାନ ଏବେ ଦିଲ୍ଲୀରେ ଅଛନ୍ତି । ଆକଳନ…
Read More...

 ଗୋଟିଏ ଘରୁ ବାହାରିଲେ ୨୪ ନାଗ ସାପ, ୬୦ ସାପ ଅଣ୍ଡା, ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ

କନକ ବ୍ୟୁରୋ: ବିହାରର ବଗହା ମଧୁବନୀ ଅଞ୍ଚଳର ଏକ ଘରୁ ବାହାରିଲେ ୨୪ ଭୟଙ୍କର ନାଗ ସାପ  ଛୁଆ । ତା’ ସହ ୫୦ରୁ ୬୦ ସାପ ଅଣ୍ଡା । ଏହାକୁ ଦେଖିବା ପରେ ଘର ଲୋକେ ଚିକ୍ରାର କରିଥିଲେ । ପଡୋଶୀ ଦୌଡିଆସି ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବାରୁ ଟିମ୍ ଆସି ପହଞ୍ଚି ସାପ…
Read More...

୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ । ଜାଣନ୍ତୁ କେଉଁ ପାର୍ଟି ଓ କେଉଁ ଆସନରୁ ଲଢିବା ନେଇ ଚାଲିଛି…

କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଆହ୍ଲାବାଦ ସଂସଦୀୟ କ୍ଷେତ୍ର ଚର୍ଚ୍ଚାକୁ ଆସିପାରେ । କାରଣ ସମାଜବାଦୀ ପାର୍ଟି ତରଫରୁ ଏହି ଆସନରୁ ଅଭିଷେକ ବଚ୍ଚନଙ୍କ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ପାର୍ଟିର ନେତାଙ୍କ ଦ୍ୱାରା ଆହ୍ଲାବାଦ ସଂସଦୀୟ କ୍ଷେତ୍ରର…
Read More...

ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି, ଦିଲ୍ଲୀ ବୁଡିବା ପଛରେ ବିଜେପି ଦାୟୀ । ରାଜଧାନୀ ଦିଲ୍ଲୀରେ ବନ୍ୟାସ୍ଥିତି ନେଇ…

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ଏବେ ଯମୁନାର ଜଳ, ରାଜଧାନୀ ଦିଲ୍ଲୀକୁ ଦେଉଛି ଯମ ଯନ୍ତ୍ରଣା । ଚାରିଆଡେ କେବଳ ପାଣି ଆଉ ପାଣି ଥିବାବେଳେ, ଜଳବନ୍ଦ ହେଇ ଜୀବନ କାଟୁଛନ୍ତି ଦିଲ୍ଲୀବାସୀ । ତେବେ ଦିଲ୍ଲୀରେ ଆସିଥିବା ଏହି ବନ୍ୟାକୁ ନେଇ ଏବେ ଆରମ୍ଭ ହେଇଯାଇଛି ଆରୋପ-ପ୍ରତ୍ୟାରୋପର ରାଜନୀତି ।…
Read More...

ରାଫେଲ୍ ଡିଲ୍ ଦେଇଛି ମୋଦୀଙ୍କୁ ବାଷ୍ଟିଲ ଡେ ପରେଡ୍ ଟିକେଟ୍ । ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟୁଇଟରରେ ଟାର୍ଗେଟ କଲେ…

କନକ ବ୍ୟୁରୋ: ଦୁଇଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କର ଏହି ଗସ୍ତରେ ସେ ଫ୍ରାନ୍ସରେ ସହିତ ଏକାଧିକ ଚୁକ୍ତି କରିଥିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥିଲେ । ଏପରିକି ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଇଥିଲେ ଭାରତର ପ୍ରଧାନମନ୍ତ୍ରୀ । ଏହି…
Read More...

ଜୁଲାଇ ୧୮ରେ ଏନଡିଏର ବୈଠକ । ସାମିଲ ହେବାକୁ ଚିରାଗଙ୍କୁ ମିଳିଲା ନଡ୍ଡାଙ୍କ ନିମନ୍ତ୍ରଣ ପତ୍ର । ପୁଣି ଏନଡିଏରେ ସାମିଲ…

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା । ଗୋଟିଏ ପରେ ବିରୋଧୀ କ୍ୟାମ୍ପ ଏକାଠି ହେଇ ବିଜେପି ବିରୋଧରେ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଅନ୍ୟପଟେ ନିଜ ପୁରୁଣା ସାଥୀଙ୍କୁ ପୁଣି ଏକାଠଇ କରିବା ଆରମ୍ଭ କରିଛି ବିଜେପି । ଆସନ୍ତା ୧୮ ତାରିଖରେ ଦିଲ୍ଲୀରେ…
Read More...

ରିଙ୍କୁଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଟିକେଟ । କେକେଆର ଲେଖିଲା, ଭାରତର ନିଜର ପୁଅ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଆଇପିଏଲ ଦମଦାର ପ୍ରଦର୍ଶନ ରିଙ୍କୁଙ୍କୁ ଦେଲା ଟିମ୍ ଇଣ୍ଡିଆର ଟିକେଟ । ଏସିଆନ୍ ଗେମ୍ସ ପାଇଁ ରିଙ୍କୁଙ୍କୁ ୧୫ ଜଣିଆ ଭାରତୀୟ ଟିମରେ ସ୍ଥାନ ମିଳିଛି । ପ୍ରଥମ ଥର ପାଇଁ ରିଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି । ଯାହାକୁ ନେଇ କ୍ରିକେଟ…
Read More...

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ତିଆରି ସୀତାର୍, ତାଙ୍କ ପତ୍ନୀଙ୍କୁ ଶିଲ୍କ ଶାଢୀ ଉପହାର । ପଢନ୍ତୁ,…

କନକ ବ୍ୟୁରୋ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗସ୍ତ ସାରି ଫ୍ରାନ୍ସକୁ ବିଦାୟ ଜଣାଇସାରିଛନ୍ତି । ମୋଦୀ ତାଙ୍କର ଏହି ଫ୍ରାନ୍ସ ଗସ୍ତ ସମୟରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ତାଙ୍କ ପତ୍ନୀ ବ୍ରିଗିଟ୍ ମାକ୍ରନ୍, ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନ ସମେତ…
Read More...

ସମୁଦ୍ରରେ ବଢିବ ଭାରତର ଶକ୍ତି । ନୌସେନାରେ ସାମିଲ ହେବେ ୨୬ ରାଫେଲ, ଗୁରୁତ୍ୱପୂର୍ଣ୍ଣ ଡିଲକୁ ମଞ୍ଜୁରୀ

କନକ ବ୍ୟୁରୋ: ଭାରତୀୟ ନୌସେନାକୁ ନୂଆ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ରାଫେଲ କିଣିବାକୁ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି । ଏହି ଆଧାରରେ ନୌସେନାକୁ ୨୬ଟି ରାଫେଲ ମିଳିବ । ଡସାଲ୍ଟ ଏଭିଏସନର ଅଧ୍ୟକ୍ଷ ଓ ସିଇଓ ଏରିକ୍ ଟ୍ରେପିୟର କହିଛନ୍ତି ଯେ, ତାଙ୍କ ସଂସ୍ଥା ରାଫେଲ ସହ…
Read More...

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ : ୫ ମାସରେ ଗଲା ଅଷ୍ଟମ ଚିତାର ଜୀବନ; ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଦେଶରେ ଚିତା ପ୍ରକଳ୍ପକୁ ପୁଣି ଏକ ଝଟକା ଲାଗିଛି । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ତେଜସର ମୃତ୍ୟୁ ପରେ ପୁଣି ସୂରଜର ମୃତ୍ୟୁ ହୋଇଛି । ଏହାରି ଭିତରେ ୫ ମାସ ମଧ୍ୟରେ ୮ଟି ଚିତାଙ୍କର ମୃତ୍ୟୁ ହେଲାଣି । ତେବେ ପାଟ୍ରୋଲିଂ ଟିମ୍ ଚିତା…
Read More...