Browsing Category

ଦେଶ ବିଦେଶ

ମନ୍ତ୍ରୀ ନକଲେ ମୋ ସ୍ତ୍ରୀ ଆତ୍ମହତ୍ୟା କରିଦେବ? ସିନ୍ଦେଙ୍କୁ କିଛି ଏଭଳି ବ୍ଲାକମେଲ କରିଥିଲେ ବିଧାୟକ, ଜାଣନ୍ତୁ କିଏ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସିନ୍ଦେ ସରକାରର କ୍ୟାବିନେଟ ବିସ୍ତାର ହୋଇନଥିବା ବେଳେ ସିନ୍ଦେ ଗୋଷ୍ଠୀର ଜଣେ ବିଧାୟକ ବଡ ଖୁଲାସା କରିଛନ୍ତି । ସିନ୍ଦେ ଗୋଷ୍ଠୀର ବିଧାୟକ ଭରତସେଠ୍ ଗୋଗାବଲେ କହିଛନ୍ତି, ସିନ୍ଦେ ସରକାରରେ ମନ୍ତ୍ରୀ ହେବାକୁ କିଛି ବିଧାୟକ ଭିନ୍ନ ଉପାୟ ଆପଣାଇଛନ୍ତି । ଏପରିକି…
Read More...

ଏଣିକି ଗୋଟିଏ ଆଇଡିରେ ମିଳିବ କେତୋଟି ସିମ୍ କାର୍ଡ? ଆଜି ବଡ ନିଷ୍ପତ୍ତି ନେଇପାରନ୍ତି ସରକାର ।

କନକ ବ୍ୟୁରୋ : ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିମ କାର୍ଡକୁ ନେଇ ବଡ ଘୋଷଣା କରିପାରନ୍ତି । ଗୋଟିଏ ଆଇଡିରେ ମିଳୁଥିବା ସିମର ଲିମିଟ୍ କମାଇବା ନେଇ ଘୋଷଣା କରିପାରନ୍ତି ଅଶ୍ୱିନୀ । ଏବେ ଗୋଟିଏ ଆଇଡିରେ ୯ଟି ସିମ୍ ମିଳୁଛି । କିନ୍ତୁ ଏହି ସଂଖ୍ୟା ହ୍ରାସ ହୋଇପାରେ । ଏବେ ଗୋଟିଏ…
Read More...

ସଫଳତା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ୩ : ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ; ଟ୍ୱିଟ…

କନକ ବ୍ୟୁରୋ : ସଫଳତା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ୩ । ଆଜି ଦିନ ଗୋଟାଏ ୧୫ମିନିଟରେ ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇ ଯାତ୍ରା ଜାରି ରଖିଛି ଲ୍ୟାଣ୍ଡର ।…
Read More...

ନେହେରୁ ନିଜ ନାଁ ପାଇଁ ନୁହେଁ, କାମ ପାଇଁ ପରିଚିତ ଥିଲେ । କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ?

କନକ ବ୍ୟୁରୋ : ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ନେଇ ରାଜନୀତି ତେଜିଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲଦାଖ ଗସ୍ତ ସମୟରେ ବିମାନବନ୍ଦରରେ ଏନେଇ ଯେତେବେଳେ ପ୍ରଶ୍ନ ପଚରାଯିବାରୁ ରାହୁଲ କହିଛନ୍ତି, ନେହେରୁ ଜୀ ନିଜ ନାଁକୁ ନେଇ ପରିଚିତ ନଥିଲେ ବରଂ କାମକୁ…
Read More...

‘ଇସଲାମ ଧର୍ମ ଠାରୁ ହିନ୍ଦୁ ଧର୍ମ ପୁରୁଣା, ମୁସଲିମ ପୂର୍ବରୁ ହିନ୍ଦୁ ଥିଲେ’, କାହିଁକି ଏମିତି କହିଲେ ଜମ୍ମୁ-କାଶ୍ମୀରର…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରେଟିଭ ପ୍ରୋଗ୍ରେସିଭ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦଙ୍କ ବୟାନ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଗୁଲାମ କହିଛନ୍ତି, ଇସଲାମ ଧର୍ମ ଠାରୁ ହିନ୍ଦୁ ଧର୍ମ ଆହୁରି ପୁରୁଣା । ସମସ୍ତ ମୁସଲିମ…
Read More...

ମଣିପୁରରେ ବର୍ତ୍ତିବେନି ଅଭିଯୁକ୍ତ, ହିଂସାର ଯାଞ୍ଚ କରିବ ସିବିଆଇ, ୫୩ ଅଧିକାରୀ ମୁତୟନ: ୧୭ ଏଫଆଇଆର ହେବ ଯାଞ୍ଚ

କନକ ବ୍ୟୁରୋ: ଏଣିକି ମଣିପୁରରେ ଆଉ ବର୍ତ୍ତିବେନି ଉପଦ୍ରବକାରୀ । କାରଣ ଏଣିକି ମାମଲାର ଯାଞ୍ଚ କରିବ ସିବିଆଇ । ଏଥିପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ୨୯ ମହିଳା ଅଧିକାରୀଙ୍କ ସହ ମୋଟ ୫୩ ଅଧିକାରୀ । ଦାଏର ହୋଇଥିବା ୧୭ରୁ ଅଧିକ ମାମଲାର କରିବ ପୁଙ୍ଖାନୁପୁଙ୍ଖ ଯାଞ୍ଚ । ଅଧିକାରୀଙ୍କ ସୂଚନା…
Read More...

ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ : ୭୧ ଜଣଙ୍କ ମୃତ୍ୟୁ, ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ । ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…
Read More...

ଆଜି ଅଲଗା ହେବ ବିକ୍ରମ ଲ୍ୟାଣ୍ଡର : ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ

କନକ ବ୍ୟୁରୋ : ଆଜି ପରସ୍ପରଠାରୁ ଅଲଗା ହେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ଏହା ପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ । ଚନ୍ଦ୍ରଯାନ-୩ ନେଇ ଭାରତୀୟ ମହାକାଶ ଗବେଷଣା…
Read More...

ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ: ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା  

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ବସିଥିବା ନେଇ ଜୋର ଧରିଛି ଚର୍ଚ୍ଚ । ଦାଦା ଶରଦଙ୍କୁ ପୁତୁରା ଅଜିତ ଏକ ବଡ ଅଫର ଦେଇଥିବା କୁହାଯାଉଛି । ସେପଟେ ମୁମ୍ବାଇରେ…
Read More...

ପ୍ରତିଷ୍ଠିତ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କ ଫଟୋ: ମହାମହିମଙ୍କ ସଂଘର୍ଷ ଓ ସଫଳତା କଥାକୁ…

କନକ ବ୍ୟୁରୋ: ପ୍ରତିଷ୍ଠିତ ତଥା ଲୋକପ୍ରିୟ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ । ଅଗଷ୍ଟମାସ ସଂସ୍କରଣରେ ଏହି ପତ୍ରିକାରେ ଏକ ସ୍ୱତନ୍ତ୍ର ଲେଖା ସ୍ଥାନ ପାଇଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ କଥାକୁ ସ୍ଥାନ ଦିଆଯାଇଛି । ଦେଶର…
Read More...