Browsing Category

ଦେଶ ବିଦେଶ

ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ : ୭୧ ଜଣଙ୍କ ମୃତ୍ୟୁ, ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ । ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…
Read More...

ଆଜି ଅଲଗା ହେବ ବିକ୍ରମ ଲ୍ୟାଣ୍ଡର : ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ

କନକ ବ୍ୟୁରୋ : ଆଜି ପରସ୍ପରଠାରୁ ଅଲଗା ହେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ଏହା ପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ । ଚନ୍ଦ୍ରଯାନ-୩ ନେଇ ଭାରତୀୟ ମହାକାଶ ଗବେଷଣା…
Read More...

ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ: ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା  

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ବସିଥିବା ନେଇ ଜୋର ଧରିଛି ଚର୍ଚ୍ଚ । ଦାଦା ଶରଦଙ୍କୁ ପୁତୁରା ଅଜିତ ଏକ ବଡ ଅଫର ଦେଇଥିବା କୁହାଯାଉଛି । ସେପଟେ ମୁମ୍ବାଇରେ…
Read More...

ପ୍ରତିଷ୍ଠିତ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କ ଫଟୋ: ମହାମହିମଙ୍କ ସଂଘର୍ଷ ଓ ସଫଳତା କଥାକୁ…

କନକ ବ୍ୟୁରୋ: ପ୍ରତିଷ୍ଠିତ ତଥା ଲୋକପ୍ରିୟ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ । ଅଗଷ୍ଟମାସ ସଂସ୍କରଣରେ ଏହି ପତ୍ରିକାରେ ଏକ ସ୍ୱତନ୍ତ୍ର ଲେଖା ସ୍ଥାନ ପାଇଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ କଥାକୁ ସ୍ଥାନ ଦିଆଯାଇଛି । ଦେଶର…
Read More...

ଚନ୍ଦ୍ର ଆଡକୁ ଆଉ ପାଦେ ବଢ଼ିଲା ଭାରତ: ଶେଷ କକ୍ଷପଥରେ ପହଁଚିଲା ‘ଚନ୍ଦ୍ରଯାନ ଥ୍ରୀ’

କନକ ବ୍ୟୁରୋ: ଚନ୍ଦ୍ରର ଆହୁରି ନିକଟତର ହେଉଛି ଚନ୍ଦ୍ରଯାନ-ଥ୍ରୀ । ନିଜ ଶେଷ କକ୍ଷପଥ ଚନ୍ଦ୍ରଚାରିପଟେ ଏବେ ଘୁରୁଛି ଚନ୍ଦ୍ରଯାନ । ବର୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୫୩ କିମି ଓ ସବୁଠୁ ଅଧିକ ୧୬୩ କିମି ଦୂରରେ ଅଣ୍ଡାକାର ପଥରେ ଘରୁଛି ଚନ୍ଦ୍ରଯାନ ଥ୍ରୀ । ଆସନ୍ତକାଲି…
Read More...

ନିଆଁ ପିଣ୍ଡୁଳା ସାଜିଛି ହାୱାଇ ଦ୍ୱୀପ: ଜଳୁଛି ଜଙ୍ଗଲ, ଚାଲି ଯାଉଛି ଜୀବନ

କନକ ବ୍ୟୁରୋ: ହୁହୁ ହୋଇ ଜଳୁଛି ନିଆଁ । ନିଆଁରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ସବୁ କିଛି । ଜଙ୍ଗଲ ଜଳିଛି, ଜନବସତି ଜଳିଛି । ଭୟଙ୍କର ଅଗ୍ନିକାଣ୍ଡର ଭୟାନକ୍ ଚିତ୍ର ଆସିଛି, ହାୱାଇ ଦ୍ୱୀପରୁ । ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଭିତରେ ଥିବା ଏହି ଦ୍ୱୀପରେ ଭୟଙ୍କର ନିଆଁ ଲାଗିଛି ।…
Read More...

ହିମାଚଳରେ ପ୍ରକୃତିର ତାଣ୍ଡବ: ଲଗାତର ବର୍ଷା, ବନ୍ୟା ଓ ଭୂସ୍ଖଳନ । ଭାଙ୍ଗୁଛି ଘର, ବଢ଼ୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ: ପାହାଡ଼ିଆ ଅଂଚଳରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଲଗାତର ଭାବେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଛି । ଚାହୁଁ ଚାହୁଁ ଭାଙ୍ଗିଯାଉଛି ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା । ଏହି ପ୍ରକୃତିର କରାଳ ରୂପ ଯୋଗୁଁ ଦୁଇ ଦିନରେ ବହୁ ଲୋକଙ୍କ ଜୀବନ…
Read More...

ବଦଳିଲା ନାଁ, ବଢ଼ିଲା ବିବାଦ: ନେହେରୁ ମେମୋରିଆଲ ଏବେ ପିଏମ ସଂଗ୍ରହାଳୟ

କନକ ବ୍ୟୁରୋ: ବଦଳିଲା ନେହେରୁ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ । ଏଣିକି ଏହା ଜଣାଯିବ ପିଏମ ସଂଗ୍ରହାଳୟ ଓ ଲାଇବ୍ରେରୀ ନାଁରେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ତେଜିଛି । କଂଗ୍ରେସ କହିଛ ନେହେରୁଙ୍କ ସ୍ମୃତି ନଷ୍ଟ କରିବାକୁ ବିଜେପି…
Read More...

ଆମେରିକାର ହାୱାଇ ଦ୍ୱୀପରେ ଭୟଙ୍କର ଅଗ୍ନିକାଣ୍ଡ: ସପ୍ତାହ ପରେ ବି ଆୟତକୁ ଆସିନି ନିଆଁ ଓ ଧୂଆଁ, ୧୦୦ରୁ ଅଧିକ ଲୋକ ମୃତ

କନକ ବ୍ୟୁରୋ: ହୁହୁ ହୋଇ ଜଳୁଛି ନିଆଁ । ନିଆଁରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ସବୁ କିଛି । ଜଙ୍ଗଲ ଜଳିଛି, ଜନବସତି ଜଳିଛି । ଭୟଙ୍କର ଅଗ୍ନିକାଣ୍ଡର ଭୟାନକ୍ ଚିତ୍ର ଆସିଛି, ହାୱାଇ ଦ୍ୱୀପରୁ । ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଭିତରେ ଥିବା ଏହି ଦ୍ୱୀପରେ ଭୟଙ୍କର ନିଆଁ ଲାଗିଛି ।…
Read More...

ଦେଶରେ ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍: ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

କନକ ବ୍ୟୁରୋ: ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଇ-ବସ୍ ସେବା । ଶହେ ଟି ସହରରେ ଚାଲିବ ଦଶହଜାର ଇ-ବସ୍ । ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍ରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଥିପାଇଁ ୫୭ହଜାର ୬୧୩ କୋଟି ଟଙ୍କା ବୟଅଟକଳ ହୋଇଛି । ଇଲେକ୍ଟ୍ରୋନିକ୍ ବସ୍ ସେବା ନେଇ କ୍ୟାବିନେଟ୍ରେ ମଂଜୁରୀ…
Read More...