Browsing Category

ଦେଶ ବିଦେଶ

ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ ।

କନକ ବ୍ୟୁରୋ: ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମିଳିଛି ମଞ୍ଜୁରୀ । ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରର ଏହି ନୂଆ ଯୋଜନାରେ ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ । ଏହା ଦ୍ୱାରା ହିତାଧିକାରୀଙ୍କୁ ୧ଲକ୍ଷ ଯାଏଁ ଋଣ…
Read More...

ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ । ଅହମ୍ମଦାବାଦରେ ଲକ୍ଷାଧିକ ଟଙ୍କାରେ ବୁକ୍ ହେଉଛି ହୋଟେଲ, ବିମାନ ଯାତ୍ରା ଦର ୨ରୁ ୩…

କନକ ବ୍ୟୁରୋ : ଭାରତରେ ହେବାକୁ ଥିବା କ୍ରିକେଟ ବିଶ୍ୱକପ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଲାଣି । ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଯ୍ୟସୂଚୀ ମଧ୍ୟ ଆଇସିସି ପକ୍ଷରୁ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୫ ତାରିଖରେ ବିଶ୍ୱକପ୍…
Read More...

ଆସନ୍ତା ବର୍ଷ ପାଇଁ ନାସାର ସତର୍କବାଣୀ । ଏବେଠାରୁ ପ୍ରସ୍ତୁତ ରହିବାକୁ ସାରା ବିଶ୍ୱକୁ ଚେତାବନୀ

କନକ ବ୍ୟୁରୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆସନ୍ତା ବର୍ଷ ପାଇଁ ଦେଇଛନ୍ତି ସତର୍କବାଣୀ । ୧୮୮୦ ପରେ ଚଳିତ ବର୍ଷ ସବୁଠୁ ଉତପ୍ତ ବର୍ଷ ଥିବାବେଳେ ଆସନ୍ତା ବର୍ଷ ଏହି ସମସ୍ୟା ଆହୁରି ଉକ୍ରଟ ହେବ ବୋଲି ସାରା ବିଶ୍ୱକୁ ଚେତାଇଛି ନାସା । ଏଭଳି ହେଲେ ଅନେକ ଧନଜୀବନ ହାନି ଘଟିବ ବୋଲି…
Read More...

ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଦଳର ଷ୍ଟାର ଖେଳାଳୀ ।

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ୱହାବ ରିଆଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ୱହାବ ଏବେ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବାକୁ ମନସ୍ଥିର କରିଛନ୍ତି । ଦୀର୍ଘ ୧୫ ବର୍ଷ…
Read More...

ହରିୟାଣାର ନୂଆ ଡିଜିପି ନିଯୁକ୍ତ। ୧୯୯୦ ବ୍ୟାଚ୍ ଆଇପିଏସ ଶତ୍ରୁଜିତ କପୁର ହେଲେ ପୁଲିସ ମୁଖିଆ

କନକ ବ୍ୟୁରୋ: ହରିୟାଣା ସରକାର ପ୍ରଦେଶର ନୂଆ ପୁଲିସ ମୁଖିଆଙ୍କୁ ନିଯୁକ୍ତି ଦେଇଛନ୍ତି । ହରିୟାଣାର ଆଇପିଏସ ଅଫିସର ଶତ୍ରୁଜିତ କପୁରଙ୍କୁ ନୂଆ ପୁଲିସ ମୁଖ୍ୟଭାବେ ଦାୟିତ୍ୱ ଦିଆଯାଇଛି । ୟୁପିଏସସିର ୩ ଜଣିଆ ପ୍ୟାନେଲ ତାଙ୍କ ନାଁ ଏହି ପଦ ପାଇଁ ସୁପାରିଶ କରିଥିଲେ । ଏନେଇ ବିଜ୍ଞପ୍ତି ମଧ୍ୟ…
Read More...

କ୍ରିକେଟ ମ୍ୟାଚରେ ଆସିପାରେ ଫୁଟବଲ ଭଳି ନିୟମ, ଖେଳାଳୀ କଲେ ଭୁଲ, ଅସୁବିଧାରେ ପଡିବ ଟିମ୍ । 

କନକ ବ୍ୟୁରୋ : ଦିନକୁ ଦିନ କମୁଛି କ୍ରିକେଟର କ୍ରେଜ । ଯେଉଁଥିପାଇଁ କ୍ରିକେଟର ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣୁଛି ଆଇସିସି । କିଛି ନୂଆ ନିୟମ ସହ କିଛି ନିୟମକୁ ସଂଶୋଧିତ କରୁଛି ଆଇସିସି । ଯାହାଦ୍ୱାରା ଦର୍ଶକଙ୍କୁ କ୍ରିକେଟ ସହିତ ଯୋଡି ରଖାଯାଇପାରିବ । ଏହାପୂର୍ବରୁ ଗତ ଆଇପିଏଲରେ…
Read More...

ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ, କିନ୍ତୁ ଉଦ୍ଧାର କରିବା ବଦଳରେ ଭିଡିଓ ବନାଉଥିଲ ଲୋକେ, ପାଣିରେ ବୁଡିଗଲେ ୩ ସାଙ୍ଗ

କନକ ବ୍ୟୁରୋ: ମସ୍ତିମଜାକ କରୁ କରୁ ଗଭୀର ପାଣିକୁ ଚାଲିଯାଇଥିଲେ ୩ ସାଙ୍ଗ । ହେଲେ ପାଣିରେ ଆଉ ଥଳକୂଳ ପାଇନଥିଲେ । ବଞ୍ଚାଇବାକୁ ଚିତ୍କାର କରିଥିଲେ କିନ୍ତୁ ଉଦ୍ଧାର ପାଇଁ କେହି ଆସିନଥିଲେ । ଫଳରେ ଲୋକଙ୍କ ଆଗରେ ପାଣିରେ ବୁଡିଯାଇ ପ୍ରାଣ ହରାଇଲେ ୩ ସାଙ୍ଗ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ…
Read More...

ସୁଉଚ୍ଚ ପାହାଡରେ ଝୁଲୁଛି ଦୋକାନ । ଚା’, ପାଣି ପିଇବାକୁ ଦଉଡି ଚଢି ଯାଆନ୍ତି ଗ୍ରାହକ

କନକ ବ୍ୟୁରୋ: ଏମିତି ଏକ ଷ୍ଟୋର ଯାହା ସୁଉଚ୍ଚ ପାହାଡରେ ଝୁଲୁଛି । ଏଠିକି ଚା’, ପାଣି ପିଇବାକୁ ଦଉଡିରେ ଚଢି ଯାଆନ୍ତି ଗ୍ରାହକ । ଚା’ ପିଇ ସେମାନଙ୍କ ଥକ୍କାପଣ ଦୂରେଇ ଯାଏ ବୋଲି କୁଅନ୍ତି । ଏଭଳି ଏକ ଷ୍ଟୋର ରହିଛି ଚୀନର ହୁନାନରେ । ହୁନାନ ଅଞ୍ଚଳର ଶିନିଉଝାଇ ନ୍ୟାସନାଲ ଜିଓଲୋଜିକାଲ…
Read More...

ଭାରତର ‘ଟୟଲେଟ୍ ମ୍ୟାନ’ଙ୍କ ପରଲୋକ । ନବବଧୂର କାନ୍ଦ ଶୁଣି ଆରମ୍ଭ କରିଥିଲେ ‘ସୁଲଭ ଆନ୍ଦୋଳନ’

କନକ ବ୍ୟୁରୋ: ଭାରତରେ ଟୟଲେଟ୍ କ୍ରାନ୍ତିର ଜନକ ତଥା ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ପାଠକ ମଙ୍ଗଳବାର ସ୍ୱାଧୀନତା ଦିବସ ଉପଲେକ୍ଷେ ନିଜ କାର୍ଯ୍ୟାଳୟ ପରିସରରେ ତ୍ରିରଙ୍ଗା ଉତ୍ତୋଳନ…
Read More...

ମୋରାରୀ ବାପୁଙ୍କ ‘ରାମକଥା’ ଶୁଣିବାକୁ ପହଞ୍ଚିଲେ ବ୍ରିିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ‘ଜୟ ସିୟାରାମ’ ନାରା ଦେଲେ

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ୍ ମଙ୍ଗଳବାର କେମ୍ବ୍ରିଜ ୟୁନିଭର୍ସିଟିରେ ଆୟୋଜିତ ‘ରାମକଥା’ ଶୁଣିବାକୁ ପହଞ୍ଚିଥିଲେ । ସେଠାରେ ଆଧ୍ୟାତ୍ମିକ କଥାବାଚକ ମୋରାରୀ ବାପୁଙ୍କୁ ପ୍ରଣାମ କରି ରାମକଥା ଶୁଣିବା ସହ ଜୟ ସିୟାରାମ ବୋଲି ନାରା ଦେଇଥିଲେ । ଏବଂ ଶେଷରେ ପୁଷ୍ପାଞ୍ଜଳି…
Read More...