Browsing Category

ଦେଶ ବିଦେଶ

ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ଖଡଗେ, କଂଗ୍ରେସ ସ୍ପଷ୍ଟ କଲା କାରଣ

କନକ ବ୍ୟୁରୋ: ଦିଲ୍ଲୀ ଲାଲକିଲ୍ଲାରେ ସ୍ୱାଧୀନତା ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ଏଥିରେ ସାମିଲ ହୋଇଥିଲେ । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସମାରୋହରେ ସାମିଲ ହୋଇନଥିଲେ । ପରେ କଂଗ୍ରେସ ତରଫରୁ ଏନେଇ…
Read More...

ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା, ଟ୍ୱିଟ କରି ଲେଖିଲେ, ହୃଦୟ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ

କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେ ଭାରତର ନାଗରିକତା ପାଇଥିବା ନେଇ ଘୋଷଣା କରିଛନ୍ତି । ଅକ୍ଷୟ କୁମାରଙ୍କୁ ଭାରତର ପାସପୋର୍ଟ ମିଳିଛି । ସେ ଟ୍ୱିଟ କରି ଲେଖିଛନ୍ତି ମୋର ହୃଦୟ ଏବଂ ନାଗରିକତା ଉଭୟ…
Read More...

୭୭ତମ ସ୍ୱାଧୀନତା ଦିବସ : ନବୀନଙ୍କ ଫାଇଭ-ଟି ବନାମ ମୋଦୀଙ୍କ ଥ୍ରୀ-ଡି

କନକ ବ୍ୟୁରୋ : ନବୀନଙ୍କ ଫାଇଭ-ଟି ବନାମ ମୋଦୀଙ୍କ ଥ୍ରୀ-ଡି । ୭୭ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାରୁ ଥ୍ରୀ-ଡିର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତିଥର ସ୍ୱାଧୀନତା ଦିବସ ଅଭିଭାଷଣରେ କିଛି ନୂଆ କଥା କହିବା ମୋଦୀଙ୍କ ବାକଚାତୁରୀ । ୨୦୧୪ରେ ମୋଦୀ କ୍ଷମତାକୁ…
Read More...

ଆଞ୍ଚଳିକ ଖବରକାଗଜରେ ରାହୁଲ ଗାନ୍ଧୀଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଗୋଟିଏ ପଟେ ଦେଶବାସୀ ଶୁଣୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । ସେପଟେ ଦେଶର ଅନେକ ଆଞ୍ଚଳିକ ଖବର କାଗଜରେ ପ୍ରକାଶ ପାଇଛି ରାହୁଲ ଗାନ୍ଧୀଙ୍କ ସମ୍ପାଦକୀୟ । ଅନାସ୍ଥା ଆଲୋଚନାବେଳେ ସଂସଦରେ ରାହୁଲ ରଖିଥିବା ବକ୍ତବ୍ୟର ଅନୁବାଦ ସମ୍ପାଦକୀୟ ଭାବେ ବିଭିନ୍ନ…
Read More...

୭୭ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଥ୍ରୀ-ଡି ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ; କହିଲେ..

କନକ ବ୍ୟୁରୋ : ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଅଭିଭାଷଣରେ ୧୦ ବର୍ଷର ମୋଦୀ ସରକାଙ୍କ ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଥ୍ରୀ – ଡି…
Read More...

ଲାଲକିଲ୍ଲାରୁ ‘ବିଶ୍ୱକର୍ମା ଯୋଜନା’ର ଘୋଷଣା କଲେ ମୋଦୀ । କେଉଁମାନେ ହେବେ ଉପକୃତ?

କନକ ବ୍ୟୁରୋ: ଆଜି ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି । ନିଜର କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଓ ସେଗୁଡିକର ସୁଫଳ କହିବା ପରେ ‘ବିଶ୍ୱକର୍ମ…
Read More...

୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ  । ପରିଦର୍ଶନ ସମୟ ସକାଳ ୧୦ରୁ ସନ୍ଧ୍ୟା ୫ଟା 

କନକ ବ୍ୟୁରୋ: ଉଦ୍ୟାନ ଉତ୍ସବ-୨କୁ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ  ଗୋଟିଏ ମାସ ପର୍ୟ୍ୟନ୍ତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ।‌ ଅମୃତ…
Read More...

‘ଆସନ୍ତା ବର୍ଷ ମୁଁ ପୁଣିଥରେ ଆସିବି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା

କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ୧୦ମ ଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୯୦ ମିନିଟର ଭାଷଣରେ , ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦୀ । କେବଳ ଏତିକି ନୁହେଁ ଆହୁରି…
Read More...

‘ବିଶେଷଜ୍ଞ କହୁଛନ୍ତି, ଭାରତ ଆଉ ଅଟକିବ ନାହିଁ’ । ଦେଶର ଯୁବଶକ୍ତି ଉପରେ ମୋଦୀଙ୍କ ଗୁରୁତ୍ୱ

କନକ ବ୍ୟୁରୋ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଦେଶର ଯୁବ ଶକ୍ତି ପାଖରେ ସାମର୍ଥ୍ୟ ଅଛି । ଏବେ ଦୁନିଆ ପ୍ରଯୁକ୍ତିରେ ଆଗକୁ ବଢୁଛି । ଭାରତ ପ୍ରଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶ ଆଶା , ଆକାକ୍ଷାର ସହ…
Read More...

‘ଏବେ ଭାରତ ବିଶ୍ୱର ୫ମ ଅର୍ଥଶକ୍ତି ହୋଇଛି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

କନକ ବ୍ୟୁରୋ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଏବେ ଭାରତ ବିଶ୍ୱର ୫ମ ଅର୍ଥଶକ୍ତି ହୋଇଛି । ଆଗାମୀ ୫ ବର୍ଷରେ ୩ୟ ଆର୍ଥିକ ମହାଶକ୍ତିରେ ପରିଣତ ହେବ । ଗତ ୫ ବର୍ଷରେ ୧୩ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି । ଏହାସହ ଗ୍ରାମୀଣ…
Read More...