Browsing Category

ଦେଶ ବିଦେଶ

ଡୋକାଲମ ବିବାଦ ମଧ୍ୟରେ ଚୀନକୁ ପରୋକ୍ଷରେ ଚେତାବନୀ ଦେଲେ ଗୃହମନ୍ତ୍ରୀ ରାଜନାଥ ସିଂ ! କହିଲେ, ଭାରତକୁ ଆଖି ଉଠାଇ…

କନକ ବ୍ୟୁରୋ : ଖୁବ ଶୀଘ୍ର ହେବ ଡୋକଲାମ ବିବାଦର ସମାଧାନ । ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଏହାସହ ଭାରତ ପଡୋଶୀ ରାଷ୍ଟ୍ର ସହ ସୁସମ୍ପର୍କ ଚାହେଁ ଏବଂ କୌଣସି ପ୍ରକାରର ମୁକାବିଲା ଚାହେଁ ନାହିଁ ବୋଲି କହିଛନ୍ତି ରାଜନାଥ । ଡୋକଲାମ ବିବାଦର ସମାଧାନ ହେବ ଏବଂ ସେ ପଡୋଶୀ…
Read More...

ଟ୍ୟାଙ୍କ ଓ ହେଲିକପ୍ଟରକୁ ନେଇ ସୀମାରେ ଯୁଦ୍ଧାଭ୍ୟାସ କଲା ଡ୍ରାଗନବାହିନୀ ! ଚୀନ୍ ଗଣମାଧ୍ୟମରେ ପ୍ରକାଶ ପାଇଲା…

କନକ ବ୍ୟୁରୋ : ଭାରତ ଓ ଚୀନ୍ ଆକାଶରେ ଏବେ ଯୁଦ୍ଧର କଳାବାଦଲ ଘୂରି ବୁଲୁଛି । ଭାରତ ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ଡୋକଲାମ ବିବାଦ ଥମିବାର ନାଁ ନେଉନଥିବା ବେଳେ ଚୀନର ଆଉ ଏକ ଚାଲାକି ସାମ୍ନାକୁ ଆସିଛି । ଚୀନ୍ ମିଡିଆ ରିପୋର୍ଟ ଅନୁଯାୟୀ, ଡ୍ରାଗନବାହିନୀ ବର୍ଡର ଠାରୁ କିଛି ଦୂରରେ ଟ୍ୟାଙ୍କ…
Read More...

ପୁଣି ଚର୍ଚ୍ଚାରେ ତାମିଲନାଡୁ ରାଜନୀତି ! ଆଜି ହୋଇପାରେ ଏଆଇଏଡିଏମକେର ଦୁଇ ଗୋଷ୍ଠୀର ମିଶ୍ରଣ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ତାମିଲନାଡୁ ରାଜନୀତି । ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଏବେ ପୁଣି ଥରେ ଏକାଠି ହେବେ ଏଆଇଏଡିଏମକେର ଦୁଇ ଗୋଷ୍ଠୀ । ତାମିଲନାଡୁର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇ. ପଲାନୀସ୍ୱାମୀ ଓ ଜୟଲଳିତାଙ୍କ ଏକାନ୍ତ ଅନୁଗତ ପନ୍ନିରସେଲଭମଙ୍କ…
Read More...

ମାଲେଗାଓଁ ବିସ୍ଫୋରଣ ମାମଲା ! ଲେଫ୍ଟନାଂଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

କନକ ବ୍ୟୁରୋ: ମାଲେଗାଓଁ ବିସ୍ଫୋରଣ ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଏହି ମାମଲାର ଅଭିଯୁକ୍ତ ଥିବା ଲେଫ୍ଟନାଂଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ତାଙ୍କ ଜାମିନ ଆବେଦନ ରବ୍ଦ କରିବା ଅପିଲକୁ କୋର୍ଟ ଆଗ୍ରାହ୍ୟ କରି ଏହି ରାୟ ଶୁଣାଇଛନ୍ତି ।…
Read More...

ଡୋକାଲମ ବିବାଦ ମଧ୍ୟରେ ପଦାକୁ ଆସିଲା ନୂଆ ତଥ୍ୟ ! ୧୫ବର୍ଷ ହେଲା ସୀମାରେ ୭୩ଟି ରାସ୍ତା ତିଆରି କରୁଛି ଭାରତ, ସରିଛି…

କନକ ବ୍ୟୁରୋ : ସୀମାରେ ଡୋକଲାମକୁ ନେଇ ଚୀନ ଓ ଭାରତ ମଧ୍ୟରେ ଲାଗି ରହିଛି ବିବାଦ । ଏହା ଭିତରେ ସାମନାକୁ ଆସିଛି ନୂଆ ତଥ୍ୟ । ଚୀନ ସୀମାବର୍ତ୍ତୀ ଅଂଚଳରେ ଭାରତ ପକ୍ଷରୁ ଗତ ୧୫ବର୍ଷ ହେଲାଣି ୭୩ଟି ରାସ୍ତା ନିର୍ମାଣ ଚାଲିଛି । କିନ୍ତୁ ସେଥିରୁ ଏପର୍ଯ୍ୟନ୍ତ ମାତ୍ର ୨୭ଟିର କାମ ଶେଷ ହୋଇଥିବା…
Read More...

ବଡ଼ ଖବର : ଭାରତୀୟଙ୍କ ଛାଡ଼ପତ୍ର ଉପରେ ବିଦେଶୀ କୋର୍ଟ ନେଇପାରିବେ ନାହିଁ ନିଷ୍ପତ୍ତି

ଭାରତୀୟ ସଂଖ୍ୟାଲଘୁ ଯୋଡ଼ିଙ୍କ ଦୁବାଇର ଏକ ଅଦାଲତରେ ମଞ୍ଜୁରୀ ଛାଡ଼ପତ୍ରକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କୌଣସି ବିଦେଶୀ କୋର୍ଟ ଭାରତୀୟ ପତି-ପତ୍ନୀଙ୍କ ଛାଡ଼ପତ୍ର ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ । ଯଦିଓ ବିବାଦ ଯୋଗୁଁ ଭାରତୀୟ ଅନ୍ୟ କୌଣସି ଦେଶରେ ଥାଆନ୍ତୁ କିନ୍ତୁ ସେଠାକାର…
Read More...

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ! ୨୪ ଘଣ୍ଟାରେ ଗଲାଣି ୪୯ ଜୀବନ, ମୋଟ ୨୫୩ ମୃତ

କନକ ବ୍ୟୁରୋ : ବନ୍ୟା ସାଜିଛି ବିହାରବାସୀଙ୍କ ପାଇଁ ମୃତ୍ୟୁର ଦୂତ । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଭୟଙ୍କର ବନ୍ୟା । ମାତ୍ର ୨୪ ଘଂଟା ଭିତରେ ୪୯ଜଣଙ୍କର ଜୀବନ ଯିବା ପରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୫୩ ଛୁଇଁଛି । ବିହାରର ଆରାରିଆ ଜିଲ୍ଲାରେ ସର୍ବାଧିକ ୫୭ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ…
Read More...

ଆଜି ଲଦାଖ୍ ଯିବେ ରାଷ୍ଟ୍ରପତି !

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଆଜି ଲେହ ଓ ଲଦାଖ ଗସ୍ତରେ ଯିବେ ।  ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଯିବେ ରାମନାଥ । ସେ ଲେହର ବାୟୁସେନାର ଷ୍ଟେସନରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ଲଦାଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଲେଖନୀୟ…
Read More...

କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା: ସାହସିକତାର ପରିଚୟ ଦେଲେ ୫ ଓଡ଼ିଆ ରେଳ କର୍ମଚାରୀ, ରକ୍ଷା ପାଇଗଲା ୨୬ ନିରୀହ…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଖତୌଲି ଠାରେ ଶନିବାର ଅପରାହ୍ନରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁରୀ- ହରିଦ୍ୱାର ଉତ୍କଳ ଏକ୍ସପ୍ରେସର ଆହତ ଯାତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରୁ ସଫଳତାର ସହ ଉଦ୍ଧାର କରିବା କ୍ଷେତ୍ରରେ ୫ ଜଣ ଓଡ଼ିଆ ରେଳ କର୍ମଚାରୀଙ୍କ ସାହସିକ ଓ…
Read More...

ନଷ୍ଟ କରାଯାଇନି ଗୋଟିଏ ବି ଅଚଳ ନୋଟ୍

କନକ ବ୍ୟୁରୋ: ବିମୁଦ୍ରାକରଣ ଘୋଷଣାକୁ ପ୍ରାୟ ୧୦ ମାସ ପୂରିବାକୁ ବସିଲାଣି । ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖଣ୍ଡେ ହେଲେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ନଷ୍ଟ କରାଯାଇନାହିଁ । ଦେଶର ୪୦୭୫ଟି କରେନ୍ସି ଚେଷ୍ଟରେ ଏଗୁଡ଼ିକୁ ମହଜୁଦ କରି ରଖାଯାଇଛି । ନୋଟ୍ ଗଣତି ଏବଂ ନକଲି ନୋଟ୍…
Read More...