Browsing Category

ଦେଶ ବିଦେଶ

ଚୀନର ଚକ୍ରାନ୍ତ ! ୱାଟର ବମ ସାହାଯ୍ୟରେ ଭାରତକୁ ଜଳମଗ୍ନ କରିବାକୁ ଯୋଜନା

କନକ ବ୍ୟୁରୋ : ଚୀନର ପୁଣି ଏକ ନୂଆ ଚକ୍ରାନ୍ତ । ଏଥର ୱାଟର ବମ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଚୀନ୍ । ଡୋକଲାମ ବିବାଦକୁ ନେଇ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘ ୨ ମାସ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି । ତେବେ ଏସବୁ ଭିତରେ ଏକ ସାଂଘାତିକ ତଥ୍ୟ…
Read More...

ରାଜସ୍ଥାନରେ ନୂଆ ରେକର୍ଡ ! ଗୋଟିଏ ଦିନରେ ୯୫୦୦ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆଗାମୀ ୨୯ ତାରିଖ ଦିନ ରାଜସ୍ଥାନ ସରକାର ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଏହିଦିନ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ରାଜପଥ ସମେତ ମୋଟ୍‌ ୯ହଜାର ୫ଶହ ପ୍ରକଳ୍ପର ଶୁଭାରମ୍ଭ କରିବେ । ୯ହଜାର ୫ଶହ ପ୍ରକଳ୍ପ ପାଇଁ ରାଜସ୍ଥାନ ସରକାର ୨୭ ହଜାର କୋଟି ଟଙ୍କାର…
Read More...

ଏପର୍ଯ୍ୟନ୍ତ ଜିଏସଟିରୁ ମିଳିଲାଣି ୪୨ ହଜାର କୋଟି !

କନକ ବ୍ୟୁରୋ : ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଫାଇଲିଂରୁ ସରକାର ଏ ପର୍ଯ୍ୟନ୍ତ ୪୨ ହଜାର କୋଟି ଟଙ୍କାର ଟିକସ ପାଇଲେଣି । ସେଥି ମଧ୍ୟରୁ ୧୫ ହଜାର କୋଟି ଟଙ୍କା ସମନ୍ଵିତ ଜିଏସଟି (ଆଇଜିଏସଟି) ଆକାରରେ ମିଳିଥିବା ବେଳେ ୫୦୦୦ କୋଟି ଟଙ୍କା ଡିମେରିଟ୍‌ ସାମଗ୍ରୀ ଉପରେ ଲଗାଯାଇଥିବା ସେସ୍‌…
Read More...

ବମ୍ବେ ଷ୍ଟକ ଏକ୍ସଚେଞ୍ଜରୁ ବିଦା ହେବେ ୨୦୦ କମ୍ପାନି !

କନକ ବ୍ୟୁରୋ : ବମ୍ବେ ଷ୍ଟକ ଏକ୍ସଚେଞ୍ଜରୁ ତଡା ଖାଇବେ ୨୦୦ କମ୍ପାନୀ । ଚଳିତ ମାସ ୨୩ ତାରିଖରେ ୨୦୦ଟି କଂପାନିକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଡିଲିଷ୍ଟ୍ (ତାଲିକାରୁ ବାଦ ଦେବା) କରାଯିବ। ଏନେଇ ସୋମବାର ଘୋଷଣା କରିଛି ବିଏସଇ । ଯାହାଫଳରେ ଏହିସବୁ କଂପାନିଗୁଡ଼ିକର ସେୟାର କାରବାର ବନ୍ଦ…
Read More...

ତିନି ତଲାକ ମାମଲାରେ ଆଜି ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ !

କନକ ବ୍ୟୁରୋ : ବହୁଚର୍ଚ୍ଚିତ ତିନି ତଲାକ ମାମଲାରେ ସୁପ୍ରିମ୍ କୋର୍ଟ ରାୟ ଆଜି ପ୍ରକାଶ ପାଇବ। ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍ ଖେହରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏହି ରାୟ ଶୁଣାଇବେ । ଏହି ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ପୂର୍ବାହ୍ନ ସାଢ଼େ ୧୦ଟା…
Read More...

ଚୀନ୍ ସେନାର ଯୁଦ୍ଧାଭ୍ୟାସ ! ଶକ୍ତି ପ୍ରଦର୍ଶନ କଲା ପିପୁଲ୍ସ ଲିବରେସନ୍ ଆର୍ମି

କନକ ବ୍ୟୁରୋ : ସମରାଭ୍ୟାସ ନାଁରେ ଚୀନ୍ କଲା ଶକ୍ତି ପ୍ରଦର୍ଶନ । ଭାରତୀୟ ସୀମା ନିକଟରେ ଯୁଦ୍ଧାଭ୍ୟାସ କରିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ଯେଉଁଥିରେ ବଡ ବଡ ଯୁଦ୍ଧ ଟ୍ୟାଙ୍କ ସହ ସାମିଲ ହୋଇଛି ପିଏଲଏ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ୧୦ଟି ୟୁନିଟ୍ । ବଡ ବଡ ଯୁଦ୍ଧ ଟ୍ୟାଙ୍କ୍ ସହ ଆଂଟି…
Read More...

ଏସବିଆଇର ବଡ ଘୋଷଣା ! ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫିସ୍ ଛାଡ

କନକ ବ୍ୟୁରୋ : ନିଜ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫିସ୍ ଛାଡ ଘୋଷଣା କରିଛି ଏସବିଆଇ । ଖୁଚୁରା ଋଣ ପ୍ରଦାନ କାରବାରକୁ ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ନେଇଛି ଏସବିଆଇ । ଏସବିଆଇ ଜାରି କରିଥିବା ରିପୋର୍ଟ…
Read More...

ସିସିଟିଭିରେ ଶଶୀକଳା ! କଏଦ୍ ହେଲା ଜେଲ୍ ବାହାରକୁ ଯିବାର ଚିତ୍ର . . କଣ ଆଇପିଏସ୍ ଡି. ରୂପା ସତ କହିଥିଲେ

କନକ ବ୍ୟୁରୋ : ଜେଲରେ ସଜା କାଟୁଛନ୍ତି ଶଶୀକଳା, ହେଲେ ଜିଉଁଛନ୍ତି ସାଧାରଣ ଜୀବନ । ଜେଲ୍ ବାହାରକୁ ଅନାୟାସରେ ଆସି ସପିଂ କରୁଛନ୍ତି । ଯାହାର ଚିତ୍ର କଏଦ୍ ହୋଇଛି ସିସିଟିଭି କ୍ୟାମେରାରେ । ଜେଲ ଭିତରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇଁ ୨ କୋଟି ଟଙ୍କା ଲାଂଚ ଅଭିଯୋଗ ଆସିବା ପରେ ଏବେ ଜେଲ…
Read More...

ତାମିଲନାଡୁ ରାଜନୀତିରେ ବହିଲା ପରିବର୍ତ୍ତନର ପବନ ! ପନୀରସେଲଭମ୍ ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ , ଏକାଠି ହେଲେ ଦୁଇ…

କନକ ବ୍ୟୁରୋ : ପୁଣି ତାମିଲନାଡୁ ରାଜନୀତିରେ ବହିଲା ପରିବର୍ତ୍ତନର ପବନ । ଦୀର୍ଘଦିନ ଧରି ଚାଲିଥିବା ବିବାଦରେ ପଡିଲା ପୂର୍ଣ୍ଣଛେଦ । ଏକାଠି ହେଲେ ଦୁଇ ବିରୋଧୀ ଗୋଷ୍ଠୀ ଇପିଏସ୍ ଏବଂ ଓପିଏସ୍ । ଆଉ ‘ଗୋଟିଏ ମା’, ଗୋଟିଏ ପାର୍ଟି ଏବଂ ଗୋଟିଏ ପରିବାର ନାରା ଦେଇ ହାତ ମିଳାଇଲେ ପନୀରସେଲଭାମ୍…
Read More...

ଗୋରଖପୁରର ଭୁଲ ରାୟପୁରରେ ! ଅକ୍ସିଜେନ ଅଭାବରୁ ଗଲା ତିନି ଶିଶୁଙ୍କ ଜୀବନ

କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଚାଲିଗଲା ପୁଣି ତିନି ଶିଶୁଙ୍କ ଜୀବନ । ଦିନର ଆଲୁଅ ଦେଖିବା ପୂର୍ବରୁ ଆଖି ବୁଜିଦେଲେ ତିନି ଶିଶୁ । ଗୋରଖପୁର ଘଟଣାର ପୁନରାବୃତ୍ତି ଘଟିଛି ରାୟପୁରରେ । ଗୋରଖପୁରର ଜଖମ ମନରୁ ଲିଭି ନଥିବା ବେଳେ ରାୟପୁରର ଘଟଣା ଦେଶର ବିଭିନ୍ନ ହସ୍ପିଟାଲ ଉପରେ ପ୍ରଶ୍ନବାଚୀ…
Read More...