Browsing Category

ଦେଶ ବିଦେଶ

ଦିଲ୍ଲୀର ସବୁଠାରୁ ବଡ ଗହଣା ଲୁଟର ହେଲା ପଦ୍ଦାଫାସ, ଜାଣନ୍ତୁ କେମିତି ଯୋଜନାବଦ୍ଧଭାବେ ଲୁଟି ନେଇଥିଲେ ୨୫ କୋଟି ମୂଲ୍ୟର…

କନକ ବ୍ୟୁରୋ : ଦିଲ୍ଲୀର ଏକ ଗହଣା ଦୋକାନରୁ କିଛିଦିନ ତଳେ ହୋଇଥିବା ଲୁଟର ପଦ୍ଦାଫାସ ହୋଇଛି । ଏହି ଲୁଟରେ ସାମିଲ ଥିବା ୩ ଅପରାଧୀଙ୍କୁ ଛତିଶଗଡରୁ ଗିରଫ କରାଯାଇଛି । ଲୁଟ ହୋଇଥିବା ସୁନାକୁ ଉଦ୍ଧାର କରିବାକୁ ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଧରାପଡିଥିବା ଅପରାଧୀଙ୍କ…
Read More...

ପାକିସ୍ତାନ ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ଜଣେ ଡିଏସପିଙ୍କ ସମେତ ୨୫ ମୃତ, ଅନେକ ଗୁରୁତର

କନକ ବ୍ୟୁରୋ : ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ଜଣେ ଡିଏସପିଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୭୦ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣ ବେଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଲ-ଫଲାହ ମସଜିଦ ନିକଟରେ…
Read More...

ଦୁନିଆର ସବୁଠାରୁ ଉଚ୍ଚା ବିଲଡିଙ୍ଗ ନିର୍ମାଣ କରୁଛି ସାଉଦି

ଦୁବାଇର ବୁର୍ଜ ଖଲିଫା ଦୁନିଆର ସବୁଠାରୁ ଉଚ୍ଚତମ କୋଠା ଅଟେ । ଏହାର ଉଚ୍ଚତା ୮୨୮ ମିଟର । ସାଉଦି ଏବେ ଏକ ବିଲଡିଙ୍ଗ ତିଆରି କରୁଛି ଯାହା  ବୁର୍ଜ ଖଲିଫା ଠାରୁ ଉଚ୍ଚା ହେବାକୁ ଯାଉଛି । ଏହାର ନାମ ଜେଦ୍ଦା ଟାୱାର ।  କୌଣସି କାରଣ ବଶତଃ ଏହାର କାମ ବନ୍ଦ ରହିଥିଲା ଏବେ ପୁଣି ଥରେ ଏହା ଆରମ୍ଭ…
Read More...

ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ : ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଲକ ଆଣିଲେ ସୁନା

କନକ ବ୍ୟୁରୋ : ଏସିଆନ ଗେମ୍ସରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଆଣିଲା ଭାରତ । ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି । ସେହିପରି ସମାନ ବର୍ଗରେ ଇଶା ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ଟେନିସ୍ ଡବଲ୍ସରେ ଭାରତକୁ ରୌପ୍ୟ ମିଳିଛି ।…
Read More...

ଶାଢୀ ନୁହେଁ… ଏବେ ନୂଆ ୟୁନିଫର୍ମରେ ନଜର ଆସିବେ ଏୟାର ଇଣ୍ଡିଆ ଷ୍ଟାଫ୍, ମନୀଷ ମହ୍ଲୋତ୍ରା କରିବେ ଡିଜାଇନ୍ ।

କନକ ବ୍ୟୁରୋ: ଏୟାର ଇଣ୍ଡିଆ କମ୍ପାନୀ ଟାଟା କମ୍ପାନୀ ହାତକୁ ଆସିବା ପରେ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୂନିଫର୍ମ ବଦଳିବ । ଏବେଯାଏଁ ଏୟାର ଇଣ୍ଡିଆର ମହିଳା କ୍ର୍ୟୁମେମ୍ବର୍ସଙ୍କୁ ଶାଢୀ ପିନ୍ଧୁଥିଲେ । କିନ୍ତୁ ଏଣିକି ତାଙ୍କ ପାଇଁ…
Read More...

ବିବାହର ୨ ସପ୍ତାହରେ ସ୍ୱାମୀ ଛାଡି ଚାଲିଗଲେ । ବାପାଙ୍କର କେଇପଦ କଥାରେ ନିଜକୁ ପ୍ରସ୍ତୁତ କଲେ । ବନିଲେ IRS ଅଫିସର ।

କନକ ବ୍ୟୁରୋ: ଗ୍ରାଜୁଏସନ୍ ପରେ ଭଲ ପ୍ରସ୍ତାବ ମିଳିଲା । ଜ୍ୱାଇଁଥିଲେ ନ୍ୟୁଜିଲ୍ୟାଣ୍ଡରେ ଜଣେ ଅଧିକାରୀ । ତେଣୁ ଝିଅକୁ ସେଠାରେ ବାହା କରିଦେଲେ ତା’ର ଭବିଷ୍ୟତ ଉଜ୍ୱଳ ହୋଇଯିବ ଭାବି ବାପା, ମା’ ବାହା କରିଦେଲେ । ହେଲେ ବାହାଘର ପରେ ସବୁ ତ ଓଲଟପାଲଟ ହୋଇଗଲା । ଗାଉଁଲି ଝିଅ ଭାବି ସ୍ୱାମୀ…
Read More...

୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର: ଜନ୍ମଦିନରେ ଆସିଲା ଆଗାମୀ ସିନେମା ‘ଆନିମଲ’ର ପ୍ରଥମ ଟ୍ରେଲର

କନକ ବ୍ୟୁରୋ: ୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର । ତାଙ୍କ ଜନ୍ମଦିନରେ ମୁକ୍ତିଲାଭ କରିଛି ତାଙ୍କ ଆଗାମୀ ଫିଲ୍ମ ଆନିମଲର ପ୍ରଥମ ଟ୍ରେଲର । ଟି ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ରଣବିର କପୁରଙ୍କୁ ଜବରଦସ୍ତ ଆକ୍ସନ୍ ଭୂମିକାରେ ଦେଖିବାକୁ ମିଳିବ । ଏହି…
Read More...

ଅଷ୍ଟ୍ରେଲିଆ ସହିତ ଜବରଦସ୍ତ ପ୍ରଦର୍ଶନ ପରେ ବିଶ୍ୱକପ ଟିମରେ ସାମିଲ ହୋଇପାରନ୍ତି ଆର ଅଶ୍ୱୀନ: ଅକ୍ଷର ପଟେଲଙ୍କ…

କନକ ବ୍ୟୁରୋ: ଏସିଆ କପରୁ ଆହତ ହୋଇଥିବା ଟିମ୍ ଇଣ୍ଡିଆର ସ୍ପିନର ଅକ୍ଷର ପଟେଲ ବିଶ୍ୱକପରେ ସାମିଲ ହୋଇପାରିବେ କି ନାହିଁ ଜାରି ରହିଛି ସସପେନ୍ସ । କୋଚ ରାହୁଲ ଦ୍ରାବିଡ କିମ୍ବା ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କ ଫିଟନେସ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ…
Read More...

ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ୍ ଟିମ୍: ଗେରୁଆ ଉତରୀୟ ଦେଇ କରାଗଲା ଭବ୍ୟ ସ୍ୱାଗତ

କନକ ବ୍ୟୁରୋ: ଦୀର୍ଘ ୭ ବର୍ଷ ପରେ ପାକିସ୍ତାନ କ୍ରିକେଟ ଟିମ୍ ଭାରତ ଆସିଛି । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଂଚିଛି । ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଗେରୁଆ ଉତରୀୟ ଦେଇ ଭାରତ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି…
Read More...

ଯୁବ ଭାରତ ହେଉଛି କି ବୟସ୍କ? ଚିନ୍ତା ବଢ଼ାଇଲା ୟୁଏନଏଫପିଏ ରିପୋର୍ଟ

କନକ ବ୍ୟୁରୋ: ଦେଶର ଭବିଷ୍ୟତ ନିର୍ଭର କରେ ଯୁବ ବର୍ଗଙ୍କ ଉପରେ । ମୋଟ୍ ଆର୍ଥିକ ବୋଝର ଗୋଟିଏ ବଡ ଅଂଶ ଯୁବ ବର୍ଗଙ୍କ କାନ୍ଧରେ ଥାଏ । ତେଣୁ ଦେଶ ଯୁବ ବର୍ଗଙ୍କୁ ଅଧିକ ଗୁରୁତ୍ୱ ଦେଉଛି । ଯୁବ ବର୍ଗଙ୍କୁ ନେଇ ବିଶ୍ୱରେ ନିଜର ପତିଆରା ଜାହିର କରିବାକୁ ଚେଷ୍ଟା କରୁଛି ନ୍ୟୁ ଇଣ୍ଡିଆ । ଆଉ…
Read More...