Browsing Category

ଦେଶ ବିଦେଶ

ଭୟଙ୍କର ହେଉଛି ଯୁଦ୍ଧ : ଇସ୍ରାଏଲ ଓ ପାଲେଷ୍ଟାଇନ ସ୍ଥିତି ଗମ୍ଭୀର, ୧୧୦୦ରୁ ଅଧିକ ନିହତ; ପରିସ୍ଥିତି ନିୟନ୍ତ୍ରଣରେ…

କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ଯୁଦ୍ଧରେ ଦୁଇ ଦେଶର ହଜାରେରୁ ଅଧିକ ପ୍ରାଣ ହରାଇଛନ୍ତି । ଶନିବାର ସକାଳଠୁ ହମାସ ପ୍ରଥମେ ରକେଟ୍ ମାଡ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ହମାସ ଆକ୍ରମଣରେ ଇସ୍ରାଏଲର ୭୦୦ ଜଣ ଲୋକ…
Read More...

ବିଜୟ ସତ୍ତ୍ୱେ ଲଜ୍ଜାଜନକ ରେକର୍ଡ ଦୋହରାଇଲେ ଓପନିଂ ଯୋଡି : ରୋହିତ ଓ ଇଷାନ ଯୋଡି ଶୂନରେ ଆଉଟ୍ ହୋଇ ଦୋହରାଇଲେ ୪୦…

କନକ ବ୍ୟୁରୋ : ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନାମରେ ଏକ ଲଜ୍ଜାଜନକ ରେକର୍ଡ ହୋଇଛି । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଭାରତୀୟ ଓପନର୍ କୌଣସି ରନ୍ କରିନପାରି ଆଉଟ୍ ହୋଇ ଥିଲେ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ…
Read More...

ପ୍ରଥମ ମ୍ୟାଚରେ ଭାରତର କଙ୍ଗାରୁ ଶିକାର । ବିଜୟ ଭେଟିଦେଲେ କୋହଲି- କେ ଏଲ ଯୋଡି ।

କନକ ବ୍ୟୁରୋ: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ । ପ୍ରଥମ ମ୍ୟାଚରେ କଲା କଙ୍ଗାରୁ ଶିକାର । ଆଜି ଚେନ୍ନାଇରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଛି ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନିଜର ପ୍ରଥମ ମ୍ୟାଚରେ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଆଜି…
Read More...

ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ: ଆରମ୍ଭ ହେଲା ‘ପ୍ରତିଶୋଧର ମହାଯୁଦ୍ଧ’

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଆଉ ଏହାକୁ ନେଇ ବିଜେଡି ବିଜେପି ବୟାନବାଜି ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି…
Read More...

ବିଶ୍ୱକପ ଆରମ୍ଭରୁ ଜଲୱା ଦେଖାଇଲେ ଭାରତୀୟ ବୋଲର: ୧୯୯ରେ ଅଷ୍ଟ୍ରେଲିଆ ଅଲଆଉଟ୍, ଭାରତକୁ ୨୦୦ ରନ ଟାର୍ଗେଟ 

କନକ ବ୍ୟୁରୋ: ଆଜି ବିଶ୍ୱକପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଭାରତ । ଏହି ମ୍ୟାଚରେ ଭାରତୀୟ ବୋଲର ନିଜ ଜଲୱା ଦେଖାଇଛନ୍ତି । ୫ ଥର ଚାମ୍ପିୟନ ଅଷ୍ଟ୍ରେଲିଆ ଦଳକୁ ମାତ୍ର ୧୯୯ ରନରେ ଅଟକାଇଛନ୍ତି ଭାରତୀୟ ବୋଲର । ଏବେ ଭାରତ ଆଗରେ ୨୦୦ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତି…
Read More...

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯ । ଚିଡିଗଲେ କୋହଲି, ଆଙ୍ଗୁଠି ଦେଖାଇ ଫେରି ଯିବାକୁ…

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ପୁଣି ଦେଖିବାକୁ ମିଳିଲା ଜ୍ରାଭୋ ଜଲୱା । ମ୍ୟାଚ୍ ଅଧାରେ ପୁଣିଥରେ ମୈଦାନକୁ ଏଣ୍ଟ୍ରି ମାରିଲେ ଜ୍ରାଭୋ ୬୯ । ସୁରକ୍ଷାବାହିନୀକୁ ଚକମା ଦେଇ ମ୍ୟାଚ୍ ଚାଲିଥିବା ବେଳେ ପଡିଆରେ ପଶିଥିଲେ ଜ୍ରାଭୋ । କିନ୍ତୁ ଖେଳାଳୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ…
Read More...

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ବିବାଦ ଏବେ ଭିନ୍ନ ରୂପରେ ସାମ୍ନାକୁ ଆସିଛି । ଯେତେବେଳେ ଆତଙ୍କବାଦୀ ସଂଗଠନ ହମାସ, ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼ କରୁଛି । ଏହାର ଜବାବରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ସହ ହମାସର ଠିକଣା ଉପରେ ବୋମା ଓ ମିସାଇଲ…
Read More...

କୋହଲିଙ୍କୁ ନେଇ ସେହୱାଗ କହିଲେ ବଡ କଥା । ୨୦୧୧ ବିଶ୍ୱକପର କଥା ମନେ ପକାଇଲେ, ଆଉ କହିଲେ… ।

କନକ ବ୍ୟୁରୋ : ବିଶ୍ୱକପକୁ ନେଇ ପୂର୍ବତନ ଭାରତୀୟ ବିସ୍ପୋରକ ବ୍ୟାଟର ବୀରେନ୍ଦ୍ର ସେହୱାଗ ବଡ ବୟାନ ଦେଇଛନ୍ତି । ଖାସକରି ଟିମ୍ ଇଣ୍ଡିଆର ପ୍ରଦର୍ଶନ ଓ ଭରସାଯୋଗ୍ୟ ବ୍ୟାଟର ବିରାଟ କୋହଲିଙ୍କୁ ନେଇ ସେହୱାଗ ଦେଇଛନ୍ତି ମନ ଜିଣିଲା ଭଳି ବୟାନ । ସେହୱାଗ କହିଛନ୍ତି, ୨୦୧୧ରେ ଯେତେବେଳେ ଭାରତ…
Read More...

ଚେନ୍ନାଇରେ ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି ।

କନକ ବ୍ୟୁରୋ: ବିଶ୍ୱକପ୍ ପାଇଁ ଆଜି ଚେନ୍ନାଇରେ ମୁହାଁମୁହିଁ ହେଉଛନ୍ତି ଭାରତ- ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ସୂଚନା ମୁତାବକ, ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଆଜିର ମ୍ୟାଚରେ ଖେଳିବେନି ଶୁଭମନ୍ ଗିଲ୍ । ତାଙ୍କ ସ୍ଥାନରେ…
Read More...

ଯୁବତୀଙ୍କ ସହ ହମାସ୍ ଆତଙ୍କବାଦୀଙ୍କ ବର୍ବରତା । ଭିଡିଓ ଦେଖି ଥରିଉଠିଲା ସାରା ବିଶ୍ୱର ଛାତି

କନକ ବ୍ୟୁରୋ : ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଗତ ଶନିବାର ଇସ୍ରାଏଲରେ ଯେଉଁ ପ୍ରକାର ଆକ୍ରମଣ ହେଲା, ତାହା ଦେଖି ସାରା ବିଶ୍ୱ ଚକ୍କିତ ହୋଇଯାଇଛି । ହମାସର ଆତଙ୍କବାଦୀମାନେ ମାତ୍ର କିଛି ମିନିଟ୍ ମଧ୍ୟରେ ୫୦୦୦…
Read More...