Browsing Category

ଦେଶ ବିଦେଶ

ଦୁଇ ପିଲାଙ୍କ ଯତ୍ନ ନେଲେ ମାସକୁ ମିଳିବ ୮୩ ଲକ୍ଷ ଦରମା । ଶିଳ୍ପପତି ରାମସ୍ୱାମୀଙ୍କ ବିଜ୍ଞାପନ

କନକ ବ୍ୟୁରୋ: ଦୁଇ ପିଲାଙ୍କ ଦେଖାଶୁଣା କରିବା ମହିଳାଙ୍କୁ ମାସକୁ ମିଳିବ ପାଖାପାଖି ୮୩ ଲକ୍ଷ ଟଙ୍କ ଦରମା । ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ବିବେକ ରାମସ୍ୱାମୀ ଦେଇଛନ୍ତି ଏଭଳି ବିଜ୍ଞାପନ । କିନ୍ତୁ ଏଥିପାଇଁ ରଖିଛନ୍ତି କିଛି ସର୍ତ୍ତ । ଯେଉଁମାନେ ସେ ରଖିଥିବା ସର୍ତ୍ତକୁ…
Read More...

ବିଶ୍ୱକପ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତଙ୍କ ବଡ ବୟାନ । ସାଥୀ ଖେଳାଳୀଙ୍କ ପାଇଁ ଦେଲେ ଗୁରୁମନ୍ତ୍ର, କହିଲେ……

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଶ୍ୱକପ ମହାକୁମ୍ଭ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ଫଟୋ ସେସନରେ ଏକାଠି ହୋଇଥିଲେ ୧୦ ଦଳର ଅଧିନାୟକ । ବିଶ୍ୱକପ ଫଟୋ ସେସନ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବଡ ବୟାନ…
Read More...

ସଞ୍ଜୟ ସିଂହଙ୍କ ପରେ ଟାର୍ଗେଟରେ ୩ ଦଳର ଏହି ନେତା । ଗୋଟିଏ ଦିନରେ ଏକାଥରେ ୪ ରାଜ୍ୟରେ ଇଡି ଓ ଆଇଟି ରେଡ୍

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯିବା ପରେ ଏବେ ଇଡି ଓ ଆଇଟି ଟାର୍ଗେଟରେ ୩ ଦଳର ଏକାଧିକ ନେତା । ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁୁ ଗିରଫ କରାଯିବା ପରେ ଅନ୍ୟ ଦଳର ନେତାଙ୍କ ଘରେ ଚଢଉ କରିଛନ୍ତି…
Read More...

ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ । ତୀରନ୍ଦାଜୀରେ ଆଦିତି, ଜ୍ୟୋତି ଓ ପରନୀତ୍ କୌରଙ୍କୁ ସ୍ୱର୍ଣ୍ଣ ,ଏବେ ସୁଦ୍ଧା…

କନକ ବ୍ୟୁରୋ: ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣରେ ଭାରତ ନିଜର ଆଧିପତ୍ୟ ବଜାୟ ରଖିଛି। ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ ମିଳିଛି । ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ମଧ୍ୟ…
Read More...

ମମତା ସରକାରଙ୍କ ମନ୍ତ୍ରୀ ରଥିନ ଘୋଷଙ୍କ ଆବାସ ସହ ୧୩ ସ୍ଥାନରେ ଇଡି ରେଡ୍ । ନଗରପାଳିକା ନିଯୁକ୍ତିରେ ଦୁର୍ନୀତି…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମମତା ସରକାରରେ ମନ୍ତ୍ରୀ ଥିବା ରଥିନ ଘୋଷଙ୍କ ଆବାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ନଗରପାଳିକାରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ କଥିତ ସମ୍ପୃକ୍ତି ନେଇ ହୋଇଛି । ରଥିନଙ୍କ ସରକାରୀ ଆବାସ ସହ ୧୩ଟି ସ୍ଥାନରେ ଚଢଉ…
Read More...

ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଗଲାଣୀ ୧୪ଜଣଙ୍କ ଜୀବନ : ଏବେବି ୨୨ ଯବାନଙ୍କ ସହ ୧୦୨ ଜଣ ନିଖୋଜ

କନକ ବ୍ୟୁରୋ : ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଙ୍ଗୀନ ହୋଇ ପଡିଛି । ଭୟଙ୍କର ବନ୍ୟା ଯୋଗୁ ୧୪ ଜଣଙ୍କ ଜୀବନ ଯାଇଛି । ଏଥିରେ ୨୬ ଜଣ ଆହତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୨ ଜଣ ଯବାନଙ୍କ ସମେତ ୧୦୨…
Read More...

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା : ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ

କନକ ବ୍ୟୁରୋ : ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହା ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ…
Read More...

ଆଜିଠୁ କ୍ରିକେଟ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାକୁମ୍ଭ । ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ଆଜିଠାରୁ ଆରମ୍ଭ ହେବ । ଏଥର ଭାରତ ଏକାକି ବିଶ୍ୱକପର ଆୟୋଜନ କରୁଥିଲେ ମଧ୍ୟ ଉଦଘାଟନୀ ଉତ୍ସବ ପାଳନ ହେବନାହିଁ । ଉଦଘାଟନୀ ମ୍ୟାଚରେ ଗତଥର ଫାଇନାଲକୁ ଯାଇଥିବା ଦୁଇ ଟିମ ଇଂଲଣ୍ଡ ଏବଂ…
Read More...

ଉଦଘାଟନୀ ଉତ୍ସବ ବିନା ଆରମ୍ଭ ହେବ ବିଶ୍ୱକପ । ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ…

କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର ।…
Read More...

ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ଭାସିଗଲେ ଭାରତୀୟ ସେନାର ୨୩ ଜଣ ଯବାନ, ଚାଲିଛି ସର୍ଚ୍ଚ ଅପରେସନ ।

କନକ ବ୍ୟୁରୋ: ସିକ୍କିମରେ ଜଳପ୍ରଳୟ । ଦୁର୍ଦ୍ଦଶା ଆଣିଲା ବାଦଲ ଫଟା ବର୍ଷା । ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଂଗୀନ ହୋଇପଡିଛି । ସେପଟେ ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୩ ଜଣ ଯବାନଙ୍କ ସହ ୩୦ଜଣ…
Read More...