Browsing Category

ଦେଶ ବିଦେଶ

ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋରକୁ ହରାଇ ପ୍ଲେ-ଅଫ୍ସରେ ଦିଲ୍ଲୀ । ସେପଟେ ଆଇପିଏଲ-୧୨ରୁ ବାଦ ପଡିଲା ବିରାଟ ବାହିନୀ ।

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସ ପରେ ଦ୍ୱିତୀୟ ଦଳ ଭାବେ ଆଇପିଏଲ ଦ୍ୱାଦଶ ସଂସ୍କରଣର ପ୍ଲେ-ଅଫରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଜି ଆଇପିଏଲର ୪୬ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ ଓ ବାଙ୍ଗାଲୋର । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସକୁ ୧୬ ରନରେ ପରାସ୍ତ କରି…
Read More...

ପ୍ରଚାର ସମୟରେ କ୍ଷେତରେ ଲାଗିଲା ନିଆଁ ! ହ୍ୟାଣ୍ଡପମ୍ପ ଚଳାଇ ପାଣି ଭରି ନିଆଁ ଲିଭାଇବାରେ ସାହାଯ୍ୟ କଲେ ସ୍ମୃତି ଇରାନୀ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ଅଂଚଳରେ ପ୍ରଚାର ପର୍ବ ଜୋରସୋରରେ ଚାଲିଛି । ସମସ୍ତ ଦଳର ଟାଣୁଆ ନେତାନେତ୍ରୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ମନ ଜିଣିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଏପରିସ୍ଥଳେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବଲିଉଡ଼ ଲୋକପ୍ରିୟ କଳାକାର ସନ୍ନି ଦେଓଲ ! ମୋଦି କହିଲେ, ହିନ୍ଦୁସ୍ତାନ ଜିନ୍ଦାବାଦ…

କନକ ବ୍ୟୁରୋ : ବଲିଉଡ଼ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ନିକଟରେ ବିଜେପିରେ ଯୋଗଦେଇଛନ୍ତି । ଆଉ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ କରିଛନ୍ତି । ସନି ଦେଓଲ ଜଣେ ବିନମ୍ର ତଥା ଦେଶପ୍ରେମୀ ମଣିଷ ବୋଲି…
Read More...

ଶ୍ରେୟସ ଓ ଶିଖରଙ୍କ ଦମଦାର ଅର୍ଦ୍ଧଶତକ । ବିରାଟ ବାହିନୀକୁ ୧୮୮ ରନର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ ।

କନକ ବ୍ୟୁରୋ : ଆଇପିଏଲର ୪୬ ତମ ମ୍ୟାଚରେ ଦିଲ୍ଲୀର ଫିରୋଜ ସାହା କୋଟଲା ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଅଧିନାୟକ ଶ୍ରେୟସ…
Read More...

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସାଂଘାତିକ ଅଭିଯୋଗ ! ନିର୍ବାଚନ ଜିତିବା ପାଇଁ ଟଙ୍କା, ଶାଢ଼ୀ ଓ ଜୋତା…

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ସରଗରମ ମାହୋଲ ଭିତରେ ଆରୋପ ପ୍ରତ୍ୟାରୋପର ପର୍ବ ଲଗାତାର ଜାରି ରହିଛି । ଜାତୀୟ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଆଉ ଏଥି ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକଙ୍କ ସହ…
Read More...

ସୁପର ସଣ୍ଡେର ସୁପର ଫାଇଟ୍ ! କୋଲକାତା ବନାମ ମୁମ୍ବାଇ ହାଇଭୋଲଟେଜ୍ ଲଢେଇ, କିଏ ମାରିବ ବାଜି ?

କନକ ବ୍ୟୁରୋ : ସୁପର ସଣ୍ଡେର ସୁପର ମୁକାବିଲା । ଆଇପିଏଲର ୪୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତାର ଐତିହାସିକ ଇଡେନ୍ ଗାଡେନ୍ ଠାରେ ରାତି ୮ଟାରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବ । ତେବେ ସବୁଠାରୁ ବଡ…
Read More...

ମତ ସାବ୍ୟସ୍ତ କରିବେ କ୍ରିକେଟର କୋହଲି । ଭୋଟର ଆଇଡି ଦେଖାଇଲେ, କହିଲେ ‘ମୁଁ ବି ଭୋଟ୍ ଦେବି’ ।

କନକ ବ୍ୟୁରୋ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଶେଷରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଭୋଟର ଆଇଡିକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀରେ ପୂର୍ଣ୍ଣଛେଦ ପଡ଼ିଛି । ଏନେଇ ବିରାଟ ନିଜ ଇଣ୍ଟାଗ୍ରାମ ଷ୍ଟୋରୀରେ ନିଜର ଭୋଟର ପରିଚୟପତ୍ରକୁ ସେୟାର କରିଛନ୍ତି । ଆଉ କହିଛନ୍ତି କି ଆସନ୍ତା…
Read More...

ମୋଦିଙ୍କ ଜାତିକୁ ନେଇ ରାଜନୀତି ଜୋର୍ ! ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

କନକ ବ୍ୟୁରୋ : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଗୋଟିଏ ପଟେ ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ । ଅନ୍ୟପଟେ ୨୦୧୯ ନିର୍ବାଚନ ଜାତି ଉପରେ ଆସି କେନ୍ଦ୍ରିତ ହୋଇଯାଇଛି । କନୌଜର ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନିଜକୁ ପଛୁଆ ନୁହେଁ, ଅତି ପଛୁଆ ବୋଲି କହିଥିଲେ । ଏହି ବୟାନ…
Read More...

ଭୟରେ ଥରୁଛି ତାମିଲନାଡୁ । ଆସନ୍ତା ୧୨ରୁ ୧୬ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ ସାମୁଦ୍ରିକ ଝଡ଼ ‘ଫାନୀ’, ଦକ୍ଷିଣ…

କନକ ବ୍ୟୁରୋ: ତାମିଲନାଡୁ ପାଇଁ ସତର୍କ ଘଣ୍ଟି । ଆସନ୍ତା ୧୨ରୁ ୧୬ ଘଣ୍ଟା ମଧ୍ୟରେ କରାଳ ରୂପ ନେବ ବାତ୍ୟା ‘ଫାନୀ’ । ତେବେ ଭାରତୀୟ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ସାମୁଦ୍ରିକ ଝଡ଼ ‘ଫାନୀ’ ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଯାହାକି ଆସନ୍ତା ୧୨ରୁ ୧୬ ଘଣ୍ଟା…
Read More...

ସାଧ୍ୱୀ ପ୍ରଜ୍ଞା ମାସୁଦ ଅଜହରକୁ ଯଦି ଅଭିଶାପ ଦେଇଥାନ୍ତେ, ତେବେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ପଡିନଥାନ୍ତା :…

ମଧ୍ୟ ପ୍ରଦେଶରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ନିଜ ପ୍ରତିଦ୍ୱନ୍ଦ୍ୱୀ ଓ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟାର୍ଗେଟ କରି କହିଛନ୍ତି, “ସେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହରକୁ ଅଭିଶାପ ଦେଇଥିଲେ, ସର୍ଜିକାଲ ଷ୍ଟ୍ରାଇକ କରିବାକୁ…
Read More...