Browsing Category

ଦେଶ ବିଦେଶ

ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ…

କନକ ବ୍ୟୁରୋ: ୨୦୦୮ ମସିହାର ଉତରପ୍ରଦେଶର ବହୁଚର୍ଚ୍ଚିତ ବାମନଖେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ଶବନମଙ୍କୁ ହେବ ଫାଶୀ । ଯେକୌଣସି ମୁହୁର୍ତରେ ତାଙ୍କ ଡେଥ ୱାରେଂଟ ବାହାରିପାରେ । ଏପରି ସମୟରେ ଶବନମଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ୧୨ବର୍ଷୀୟ ପୁଅ । ଫାଶୀ ଆଶଙ୍କା ଭିତରେ…
Read More...

ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।

କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଚୀନ୍ ବିବାଦର ସମାଧାନର ବାଟ ଫିଟିଛି । ଉଭୟ ଦେଶର ବୁଝାମଣା ପରେ ଏବେ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ସେନା ପ୍ରତ୍ୟାହାର ଶେଷ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଜାନୁଆରୀ ୧୪ରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ଉଭୟ…
Read More...

ରାଜସ୍ଥାନରେ ହେଲା ହେଲିନା ମିସାଇଲର ସଫଳ ପରୀକ୍ଷଣ । ଗୋଟିଏ ମିନଟ୍ ରେ କରିବ ଶତ୍ରୁ ସଂହାର

କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା…
Read More...

ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୋଲିସକର୍ମୀ ସହିଦ । ସିସିଟିଭିରେ କଏଦ ହେଲା ଆଖିବୁଜା ଗୁଳିଚାଳନାର ଦୃଶ୍ୟ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଶ୍ରୀନଗର ଠାରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ସୂଚନା ମୁତାବକ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଦ୍ଧତ ଅଞ୍ଚଳରେ ଶୁକ୍ରବାର ଲସ୍କର ଆତଙ୍କବାଦୀ ମାନେ ହମଲା କରିଛନ୍ତି ।…
Read More...

ନାସାର ମିଶନ ମଙ୍ଗଳର ସଫଳତା ପଛରେ ଭାରତୀୟ ବଂଶୋଦ୍ଭବ ମହିଳା । ଯାହାଙ୍କ ବିନା ଲାଲ ଗ୍ରହରେ ଓହ୍ଲାଇ ପାରିନଥାନ୍ତା ରୋଭର…

କନକ ବ୍ୟୁରୋ : ପୃଥିବୀରୁ ମଙ୍ଗଳ ଗ୍ରହକୁ ଯାଇଛି ନୂଆ ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଏହି କ୍ରେଟର…
Read More...

୩ହଜାର ଡାଇନାମାଇଟ୍ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ୩୪ ମହଲା ବିଲ୍ଡିଂ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଲ୍ଡିଂ…

କନକ ବ୍ୟୁରୋ : ମାଟିରେ ମିଶିଲା ଟ୍ରମ୍ପଙ୍କ ପ୍ଲାଜା । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ଲାଜାକୁ ହଜାର ହଜାର ଡାଇନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି । ଆମେରିକାର ଆଣ୍ଟଲାଟିକା ସହର ଉପରେ ସ୍ଥିତ ଏହି ପ୍ଲାଜା କସିନୋ ପାଇଁ ଜଣାଯାଉଥିଲା । କିନ୍ତୁ ଏବେ ଟ୍ରମ୍ପଙ୍କ…
Read More...

ବିହାର ବିଧାନସଭାରେ ବିଚିତ୍ର ଚିତ୍ର । ରୋଷେଇ ଗ୍ୟାସ ଦରବୃଦ୍ଧିକୁ ନେଇ ଅଭିନବ ପ୍ରତିବାଦ । ମାଟି ଚୁଲା ଓ କାଠ ଜାଳେଣି…

କନକ ବ୍ୟୁରୋ : ଲଗାତର ଭାବେ ୧୧ ଦିନ ହେବ ପେଟ୍ରୋଲ, ଡିଜେଲର ଦର ବଢିବା ସହ ରୋଷେଇ ଗ୍ୟାସ ବି ମହଙ୍ଗା ହେବାରେ ଲାଗିଛି   । ଏହାକୁ ନେଇ ସାଧାରଣ ଲୋକ ଏବେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ସ୍ୱରରେ ସ୍ୱର ମିଳାଇବାକୁ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ…
Read More...

ବଲିଉଡ୍ ସୁପରଷ୍ଟାର ବିଗ୍-ବି ଓ ଖିଲାଡି କୁମାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଦୁଇ କଳାକାରଙ୍କ ଫିଲ୍ମ ବନ୍ଦ କରିବାକୁ ଧମକ…

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା‌ ଅଭିନେତାମାନେ ଏବେ ତୈଳ ଦର ବୃଦ୍ଧି ‌ନେଇ ନିରବ ରହିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଶିଳ୍ପନଗରୀରୁ ସେମାନଙ୍କ ସୁଟିଂ ବନ୍ଦ କରିବା ପାଇଁ ଧମକ ଦେଇଛି। ଏପରିକି ଯଦି ସେମାନେ ଅଭିନୟ କରନ୍ତି,…
Read More...

ପୂର୍ବ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ଶବକୁ କାନ୍ଧରେ ବୋହିନେଲେ ରାହୁଲ ଗାନ୍ଧୀ । ଦୁଇଦିନ ପୂର୍ବରୁ ହୋଇଥିଲା ନିଧନ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କର ବୁଧବାର ଦିନ ଗୋଆ ଠାରେ ଦେହାନ୍ତ ହୋଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସତୀଶଙ୍କ କୋକେଇକୁ କାନ୍ଧ ଦେଇଥିବା ଦେଖିବାକୁ…
Read More...

କରୋନାର ନୂଆ ଔଷଧ ଲଞ୍ଚ୍ କଲେ ବାବା ରାମଦେବ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ପାଇଁ ଏକ ଔଷଧ ଲଞ୍ଚ କରିଛନ୍ତି । ଏହି ଲଞ୍ଚ ବେଳେ ପତଞ୍ଜଳି ଦାବି କରିଛି କି ଏହି ଔଷଧ ସ୍ୱାସ୍ଥ୍ୟ ଉପରେ ଆଧାରିତ । ଏହି ଔଷଧ ଲଂଚ ବେଳେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ ।…
Read More...