Browsing Category

ଦେଶ ବିଦେଶ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।

କନକ ବ୍ୟୁରୋ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଭାରତ ମିତ୍ର ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦେଉଛି । ଏହି ପରିପ୍ରେକ୍ଷୀରେ କାନାଡାକୁ ମଧ୍ୟ କୋଭିଡ ଟିକା ଯୋଗାଇବ ଭାରତ । ତେବେ ଏହା ଏକ ବ୍ୟବସାୟିକ ବିକ୍ରୟ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ କାନାଡା…
Read More...

ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି ଜୟ ଶ୍ରୀରାମ ନାରା । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି…
Read More...

ଚୀନ୍ ଓ ଭାରତ ସୀମା ବିବାଦରେ ବଡ ସଫଳତା । ବିବାଦୀୟ ପେଙ୍ଗଙ୍ଗ ହ୍ରଦରୁ ପଛକୁ ହଟିବା ପାଇଁ ରାଜି ହେଲେ ଉଭୟ ଦେଶର ସେନା…

କନକ ବ୍ୟୁରୋ: ଭାରତ ସୀମା ଭିତରକୁ ଜୋରଜବରଦସ୍ତ ପସି ଆସିଥିବା ଚୀନ୍ ଶେଷରେ ପଛକୁ ଫେରିଛି । ଭାରତ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ ଆଡକୁ ଗତି କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣା ପରେ ଗୁରୁବାର ଦିନ ଭାରତ ଓ ଚୀନର ଟ୍ୟାଙ୍କର ବିବାଦୀୟ ଅଂଚଳରୁ ପଛକୁ ଫେରିଛନ୍ତି । ଗତ…
Read More...

ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ କଡା ଚେତାବନୀ । ଭାରତରେ ରହି ବ୍ୟବସାୟ କଲେ ଭାରତୀୟ ନିୟମ ମାନିବାକୁ ପଡିବ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆମେରିକାର କ୍ୟାପିଟଲ ହିଲ ଆକ୍ରମଣ ଘଟଣାରେ ଟ୍ୱିଟର…
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ ।

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ । ଗୁରୁବାର ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ଏହି ବଡ ଘୋଷଣା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
Read More...

ଚଳନ୍ତା ଟ୍ରେନରେ ଚଢୁଥିବାବେଳେ ଖସିପଡୁଥିଲେ ଯାତ୍ରୀ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ମହିଳା ଆରପିଏଫ୍ ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଜଣେ ମହିଳା ଆରପିଏଫଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଏହି ମହିଳା ଆରପିଏଫ ଜଣକ ଏପରି କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି। ଏହି ଭିଡିଓ ବିଶାଖାପାଟନମ୍ ରେଳ ଷ୍ଟେସନରୁ ଆସିଛି। ଯେଉଁଥିରେ ଚଳନ୍ତା…
Read More...

ଏଲଏସିରୁ ପଛକୁ ହଟିଲା ଚୀନ ସେନା । ପିଙ୍ଗର ୮ ଅଞ୍ଚଳକୁ ଫେରିଲେ ପିଏଲଏ ଆର୍ମି, ସୀମାରେ ଫେରୁଛି ଶାନ୍ତି ।

କନକ ବ୍ୟୁରୋ: ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ଏଲଏସିରୁ ପଛକୁ ହଟୁଛନ୍ତି ଚୀନ ସୈନ୍ୟ । ଗୁରୁବାର ପିଙ୍ଗର ୮ ଅଞ୍ଚଳକୁ ଚୀନ୍ ସୈନ୍ୟ ଫେରୁଥିବା ଦେଖିବାକୁ ମିଳିଛି । ଚୀନ ସୈନ୍ୟ ସହିତ ଭାରତୀୟ ଯବାନ ମଧ୍ୟ ପଛକୁ ହଟୁଛନ୍ତି, ଯାହାର ଭିଡିଓକୁୁ ଜାରି କରିଛି ଭାରତ । ଦୀର୍ଘ ମାସ ଧରି ଦୁଇ ଦେଶ…
Read More...

ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତା ମାନଙ୍କୁ ମମତାଙ୍କ କଟାକ୍ଷ । କହିଲେ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା,…

କନକ ବ୍ୟୁରୋ : ଆଜି ପଶ୍ଚିମବଙ୍ଗରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ପରିବର୍ତ୍ତନ ରାଲି କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ କଟାକ୍ଷ କରି କଡା ସମାଲୋଚନା କରିବା ସହ ଜୋରଦାର କଟାକ୍ଷ କରିଛନ୍ତି ।…
Read More...

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କବିତା ସେୟାର କଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଭିଡିଓ…

କନକ ବ୍ୟୁରୋ : ୭୭ ଦିନ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶ ବିଦେଶରୁ ସମର୍ଥନର ସୁଅ ଛୁଟିବାରେ ଲାଗିଛି । କେତେବେଳେ ଖେଳାଳୀ, ରାଜନେତା ଓ କଳାକାର ମାନଙ୍କର ସମର୍ଥନ ଆନ୍ଦୋଳନକୁ ମିଳୁଥିବା ବେଳେ କେତେବେଳେ ବିଦେଶୀ କଳାକାର ଓ ଅନ୍ୟ ବୃତ୍ତିରେ ଥିବା ଲୋକମାନେ ସେମାନଙ୍କର ସମର୍ଥନ…
Read More...

ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ, ପରିବାର ଲୋକ ଏପରି ଏକାଠି କରୁଛନ୍ତି ଟଙ୍କା

କନକ ବ୍ୟୁରୋ: ପାଞ୍ଚ ମାସର ଜଣେ ଶିଶୁ ମୁମ୍ବାଇ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଇନଜେକସନ ଦିଆଯିବ। ତୀରା କାମତ ନାମକ ଶିଶୁକୁ ଏସଏମଏ-ଟାଇପ ୧ ରୋଗ ହୋଇଛି। ଏହି ରୋଗର ଚିକିତ୍ସା ପାଇଁ ଆମେରିକାରୁ ଆସୁଥିବା ଇନଜେକସନ…
Read More...