Browsing Category

ଦେଶ ବିଦେଶ

ଜିଓର ଦମଦାର ଅଫର । ଏତିକି ଟଙ୍କାର ରିଚାର୍ଜ ଉପରେ ୨ ବର୍ଷ ପର୍ଯ୍ୟନ୍ତ ମିଳିବ ସମସ୍ତ ସୁବିଧା

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ପାଇଁ ମୋବାଇଲ ନେଟୱର୍କ କମ୍ପାନୀ ଜିଓର ବ୍ୟବସାୟ ମାନ୍ଦା ହୋଇଛି । ଏହି ମାନ୍ଦାବସ୍ଥାରୁ ବାହାରିବାକୁ ଜିଓ ଏବେ ତା’ର ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରିଛି । ଏହି କ୍ରମରେ ଜିଓ ଏବେ ଗ୍ରାହକ ମାନଙ୍କ ପାଇଁ ଏକ ଦମଦାର ଅଫର ଲଞ୍ଚ…
Read More...

ସ୍ୱଦେଶୀ ଖେଳନା ମେଳାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।  କହିଲେ ସ୍ୱଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଅତ୍ମନିର୍ଭର ।…

କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ପାଇଁ ସ୍ୱଦେଶୀ ଖେଳନା ନିର୍ମାଣ ଏକ ବଡ ଭୂମିକା ନିଭାଇବାକୁ ଯାଉଛି । ଏହାଦ୍ୱାରା ଦେଶର ହଜାର ହଜାର ବେକାରୀ ରୋଜଗାର ପାଇପାରିବେ । ଖେଳନା ମେଳା-୨୦୨୧ କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ…
Read More...

କୁକୁର ପାଇଁ ପୁରଷ୍କାର ରାସି । ଖୋଜିଆଣିଲେ ମିଳିବ ୩ କୋଟି, ଲେଡି ଗାଗାଙ୍କ ଏହି ୱେବସାଇଟରେ ଦିଅନ୍ତୁ ସୂଚନା 

ଲେଡି ଗାଗା... ନାଁତ ଆପଣ ନିଶ୍ଚୟ ଶୁଣିଥିବେ । ହଲିଉଡ୍ ଆକ୍ଟର ଏବଂ ପ୍ରସିଦ୍ଧ ସିଙ୍ଗର ଭାବେ ବେଶ୍ ଲୋକପ୍ରିୟ ଲେଡି ଗାଗା । ତାଙ୍କର ଗୀତ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଜେତିକି ଲୋକପ୍ରିୟ, ତାଙ୍କ ଜୀବନ ପ୍ରତି ମଧ୍ୟ ସେତିକି ବିପଦ ରହିଥାଏ । ଆଉ ଏବେ ସେହିଭଳି ଏକ ଘଟଣା…
Read More...

କୃଷକ ଆନ୍ଦୋଳନ ପ୍ରସଙ୍ଗ: ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ରକ୍ତରେ ଚିଠି ଲେଖିଲେ ଚାଷୀ

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ୩ ମାସରୁ ଉର୍ଦ୍ଧ ହେବ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନ ଉପରେ ସରକାରଙ୍କ ଧ୍ୟାନ ଆକର୍ଶଣ କରିବାକୁ କୃଷକ ମାନେ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ଏହି…
Read More...

ପୁଣି ଡରାଇଲାଣି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ । ୩୧ ମାର୍ଚ୍ଚ ଯାଏ…

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ପ୍ରତିବନ୍ଧକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରିଛନ୍ତି ଡିଜିସିଏ । ଡିଜିସିଏ ଟ୍ୱିଟର ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ…
Read More...

ଚର୍ଚ୍ଚାରେ ରାହୁଲଙ୍କ ଏହି ଆବ୍ସ ଏବଂ ବାଇସେପ୍ସ ଫଟୋ । ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଅନେକ ନେତା-ମନ୍ତ୍ରୀ…

ଗତ କିଛିଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ସମୁଦ୍ରରେ ମତ୍ସ୍ୟଜୀବିଙ୍କ ସହ ପହଁରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଆଉ ଏବେ ରାହୁଲ ଗାନ୍ଧିଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ରାହୁଲଙ୍କ ବାଇସେପ୍ସ…
Read More...

ନାଇଜେରିଆରେ ୩ଶହ ସ୍କୁଲ ଝିଅ ନିଖୋଜ୍ । କୁହାଯାଉଛି, କିଛି ବନ୍ଧୁକଧାରୀ କରିନେଇଛନ୍ତି ଅପହରଣ

ଶୁକ୍ରବାର ବଡ଼ି ଭୋର୍‌ ସମୟରେ ଉତ୍ତର ନାଇଜେରିଆସ୍ଥିତ ଏକ ବିଦ୍ୟାଳୟରେ ବନ୍ଧୁକଧାରୀଙ୍କର ଗୋଟାଏ ବଡ଼ ଦଳ ଚଢ଼ାଉ କରିବା ପରେ ଅନେକ ବାଳିକା ନିଖୋଜ ହୋଇଥିବା କଥା ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି । ପ୍ରାପ୍ତ ତଥ୍ୟାନୁସାରେ, ଉତ୍ତର ନାଇଜେରିଆର ଜାମ୍ଫାରା ରାଜ୍ୟରେ ଥିବା ‘ଗଭର୍ଣ୍ଣମେଣ୍ଟ୍‌…
Read More...

ଚୀନ୍ ନୁହେଁ ଭାରତ ଟିକା ନେବେ ଶ୍ରୀଲଙ୍କାବାସୀ । ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ପାଉନି ଶ୍ରୀଲଙ୍କାର ଭରସା

ଚୀନ କରୋନା ଟିକା ବଦଳରେ ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଚୀନ କମ୍ପାନି ସିନୋଫାର୍ମ ଦ୍ବାରା ପ୍ରସ୍ତୁତ କରୋନା ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଂପୂର୍ଣ୍ଣ ହୋଇନଥିବାରୁ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା ସରକାରଙ୍କ…
Read More...

୧୦ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍ । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୨୫ ଲକ୍ଷ

ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନିକଟରେ କେବଳ ୬ଟି ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି…
Read More...

୧୭ଟି ଦେଶକୁ ୫୬ ଲକ୍ଷ କୋଭିଡ୍ ଟିକା ପଠାଇଛି ଭାରତ । ମୋଦୀ କହିଲେ, ଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ…

କନକ ବ୍ୟୁରୋ: ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର କରୋନା ଟିକା । ଅନେକ ରାଷ୍ଟ୍ରରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବି ଏହି ଟିକା ପାଇବା ପାଇବା ପାଇଁ ବିଶ୍ୱବାସୀ ଚାହିଁ ରହିଛନ୍ତି । କାରଣ, ଏପର୍ଯ୍ୟନ୍ତ ମାତ୍ର କିଛି ଅଂଶ ଲୋକଙ୍କୁ ଦିଆଯାଇଛି ଟିକା । ଏସବୁ ଭିତରେ…
Read More...