Browsing Category

ଦେଶ ବିଦେଶ

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ବଢୁଛି ହିଂସା । ମୁହାଁମୁହିଁ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆରମ୍ଭ ହୋଇଯାଇଛି ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ । ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛି ବିଜେପି । ସେପଟେ ନିଜ ଗଡ ବଂଚାଇବାକୁ ସବୁ ବଳ…
Read More...

ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ…

କନକ ବ୍ୟୁରୋ: ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ । ସର୍ବପୁରାତନ ଦଳକୁ ଦୁର୍ବଳ ହେଉଥିବାର ଦେଖିବାକୁ ଚାହୁଁନାହୁଁ । ଦେଶର ସର୍ବପୁରାତନ ଦଳ କଂଗ୍ରେସର ଭିତରି କନ୍ଦଳ ପୁଣି ପଦାରେ…
Read More...

କୃଷକ ଆନ୍ଦୋଳନକୁ ନେଇ ମୁହିଁ ଖୋଲିଲେ ବାବା ରାମଦେବ୍  । କହିଲେ ଆନ୍ଦୋଳନ ରୋକିବାକୁ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ…

କନକ ବ୍ୟୁରୋ : ନୂତନ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ଚଳାଇଥିବା ଆନ୍ଦୋଳନକୁ ଇତି ମଧ୍ୟରେ ଅନେକ ଦିନ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର ଯୋଗ ଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କୁ ଏକ ନିବେଦନ କରିଛନ୍ତି। ଦେଶର ଶାନ୍ତି ପାଇଁ ଏହି ନୂତନ କୃଷି ଆଇନ୍‌କୁ ମାତ୍ର ୩ ବର୍ଷ…
Read More...

କରୋନା ଟିକାର ଦାମ ନେଇ ସୂଚନା ଦେଲେ କେନ୍ଦ୍ର ସରକାର । ଘରୋଇ ହସ୍ପିଟାଲରେ ୨୫୦ଟଙ୍କାରେ ମିଳିବ ଟିକାର ଗୋଟିଏ ଡୋଜ ।

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ମାର୍ଚ୍ଚ ୧ ତାରିଖରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ…
Read More...

ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକରେ କପିଲ ଶିବଲଙ୍କ ବୟାନ ‘ଦେଶରେ ଦୁର୍ବଳ ହୋଇଯାଇଛି କଂଗ୍ରେସ’

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ଅଧ୍ୟକ୍ଷତାରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକ କୁହାଯାଉଥିବା ବେଳେ ଏହି ବୈଠକରେ କଂଗ୍ରେସର…
Read More...

କାଶ୍ମୀରରୁ କନ୍ୟାକୁମାରୀ । ଆନ୍ଦୋଳନକାରୀ କୃଷକ କରିବେ ସାଇକେଲ ରାଲି । ମାର୍ଚ୍ଚ ୧୨ ରୁ ହେବ ଆରମ୍ଭ

କନକ ବ୍ୟୁରୋ : ଗାଁରେ ଗାଁରେ କୃଷକ ମାନଙ୍କୁ ଆନ୍ଦୋଳନ ବାବଦରେ ସଚେତନ କରାଇବା ଓ ୩ କୃଷି ଆଇନରେ ଥିବା କୃଷକ ମାରଣନୀତିକୁ ବୁଝାଇବାକୁ ଅଭିନବ ପ୍ରୟାସ ଆରମ୍ଭ କରିବେ ଆନ୍ଦୋଳନକାରୀ କୃଷକ । ଏନେଇ ମାର୍ଚ୍ଚ ୧୨ ତାରିଖରୁ ସାଇକେଲ ରାଲି କରିବାକୁ ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି କୃଷକ…
Read More...

ପଶ୍ଚିମବଙ୍ଗ ନିଜର ଝିଅ ଚାହୁଁଛି, ପିଉସୀ ନୁହେଁ; ବିଜେପିିର ଏଭଳି ପୋଷ୍ଟର ପରେ ଜବାବ ରଖିଲା ଟିଏମସି

କନକ ବ୍ୟୁରୋ: ଖରାର ଉତ୍ତାପ ବଢ଼ିବା ସହ ପଶ୍ଚିମବଙ୍ଗରେ ବଢ଼ିବାରେ ଲାଗିଛି ନିର୍ବାଚନ ତାତି। କ୍ଷମତାକୁ ଆସିବା ପାଇଁ ରାଜନୈତିକ ଦଳମାନେ ଆରମ୍ଭ କଲେଣି ନିର୍ବାଚନ ପ୍ରଚାର। ଏ ମଧ୍ୟରେ ବିଜେପି ଓ ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗତ କିଛି ଦିନ ହେଲାଣି ପରସ୍ପରକୁ ଟାର୍ଗେଟ…
Read More...

ଆସନ୍ତା କାଲି ଉପଗ୍ରହ ଆମାଜୋନିଆ-୧ ର କରାଯିବ ଉତକ୍ଷେପଣ । ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରେ…

କନକ ବ୍ୟୁରୋ :  ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟା ସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ ଟି ଉପଗ୍ରହକୁ ଉତକ୍ଷେପଣ କରାଯିବା ନେଇ ସୂଚନା ମିଳିଛି । ଏହା ରବିବାର ୧୦.୨୪ ରେ ଉତକ୍ଷେପଣ ହେବାକୁ ଥିବା ବେଳେ ଏନେଇ ଶନିବାର ୮.୪୫ ରୁ…
Read More...

ଭାରତ-ଇଂଲଣ୍ଡ ଚୁତର୍ଥ ଟେଷ୍ଟ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇକୁ ଲେଖିଲେ…

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଭିତରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରା ନିଜଆଡୁ ଏହି ମ୍ୟାଚ ଖେଳିବେନି ବୋଲି ବିସିସିଆଇକୁ ଚିଠି ଲେଖିଛନ୍ତି । ବିସିସିଆଇ ମଧ୍ୟ ବୁମରାଙ୍କ ଏହି ଚିଠିକୁ ମଞ୍ଜୁର କରିବା ସହିତ…
Read More...

ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ…

କନକ ବ୍ୟୁରୋ : ଦରବୃଦ୍ଧି ଓ ବେରୋଜଗାରକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଆଜି ଏକ ଟ୍ୱିଟ୍ କରି ଶ୍ରୀ ଗାନ୍ଧୀ କହିଛନ୍ତି କି, ମୋଦି ସରକାର ପ୍ରତ୍ୟେକ କ୍ଷେତ୍ରରେ ଜନତାଙ୍କ ଠାରୁ ଲୁଟ୍ କରୁଛନ୍ତି । ଏନେଇ…
Read More...