Browsing Category

ଦେଶ ବିଦେଶ

ଲୋକସଭାରେ ଜମ୍ମୁ-କାଶ୍ମୀରକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ । କହିଲେ ଧାରା ୩୭୦ ପାଇଁ ଯାଇଛି ୪୫ ହଜାର…

କନକ ବ୍ୟୁରୋ : ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଜମ୍ମୁ-କାଶ୍ମୀରୁ ଧାରା ୩୭୦ ହଟିବା କିଛି ଲୋକଙ୍କୁ ଝଟକା ଦେଇଛି । ଜମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩ ଓ ଜମ୍ମୁ-କାଶ୍ମୀର ପୁନଃଗଠନ ସଂଶୋଧନ ବିଧେୟକ ୨୦୨୩ , ୧୭ ବର୍ଷ ଧରି ଯାହା ଉପରେ ଅନ୍ୟାୟ ହେଉଥିଲା…
Read More...

ପାକିସ୍ତାନରେ ଆଉ ଏକ ଭାରତର ଶତ୍ରୁକୁ ହତ୍ୟା । କରାଚିରେ ଲଶ୍କରର ଅଦନାନ୍ କୁ ଗୁଳି,  CRPF ଗାଡି ଉପରେ ହୋଇଥିବା…

ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଅଦନାନ୍ ଅହମ୍ମଦକୁ  କରାଚିରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ୨୦୧୬ ରେ  ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥଲା ଅଦନାନ ଅହମ୍ମଦ । ଭାରତର…
Read More...

ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି । ବିଶ୍ୱକପ ହିରୋ ଦେଲେ ବଡ ବୟାନ । 

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ ନିଲାମୀ ହୋଇପାରେ । ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଥିବା ବେଳେ ଭରସାଯୋଗ୍ୟ ଖେଳାଳୀଙ୍କୁ ରିଟେନ କରି ରଖିଛନ୍ତି । ଆସନ୍ତାବର୍ଷ ଆଇପିଏଲ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ବିଶ୍ୱକପରେ…
Read More...

ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ ।

କନକ ବ୍ୟୁରୋ: ପ୍ରଥମେ ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କଲେପରେ ନିଜେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ଏଭଳି ଘଟଣା ଘଟାଇଥିବା ବ୍ୟକ୍ତି ହେଉଛନ୍ତି ଡାକ୍ତର ଅରୁଣ ସିଂ । ପୋଲିସ ପହଞ୍ଚି ସମସ୍ତ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ…
Read More...

ବିଶ୍ୱ ଶକ୍ତିଶାଳୀ ମହିଳା ତାଲିକାରେ ଚମକିଲେ ୪ ଭାରତୀୟ । ନିର୍ମଳା ସୀତାରମଣଙ୍କ ସମେତ ଏହି ତିନି ମହିଳା ସାମିଲ

କନକ ବ୍ୟୁରୋ : ଫୋବର୍ସ ତରଫରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ସାମିଲ ହୋଇଛି । ଏହାସହ ଅନ୍ୟ ୩ ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଯେଉଁମାନେ ବ୍ୟବସାୟ କ୍ଷେତ୍ରରେ…
Read More...

ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ସତର୍କ…

କନକ ବ୍ୟୁରୋ: ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ, ସଂସଦ ଉପରେ ଆକ୍ରମଣ ପାଇଁ ଖଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ । ଆମେରିକାରେ ରହୁଥିବା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଭିଡିଓ ଜାରି କରି ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣ ତାରିଖ ଡିସେମ୍ବର…
Read More...

ହମାସକୁ ଖତମ କରିବାକୁ ଇସ୍ରାଏଲର ନୂଆ ପ୍ଲାନ । ପାଣିରେ ବୁଡେଇ ମାରିବେ ଆତଙ୍କବାଦୀଙ୍କୁ  

ଆଜ୍ଞା ହଁ , ଠିକ ଶୁଣିଛନ୍ତି । ହମାସ ଆତଙ୍କବାଦୀମାନଙ୍କୁ ପାଣିରେ ବୁଡେଇ ବୁଡେଇ ମାରିବାର ପ୍ଲାନ ତିଆରି କରୁଛି ଇସ୍ରାଏଲ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଇଗଲାଣି । ବଡ଼ ବଡ଼ ପାଣି ପମ୍ପ ସବୁ ଗାଜା ପାଖରେ ଗଦେଇ ଚାଲିଛି ଇସ୍ରାଏଲ ସେନା । ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ୍ ଏକ…
Read More...

ପରାଜୟ ପାଇଁ ଇଭିଏମକୁ ଦାୟୀ କଲେ କଂଗ୍ରେସ ନେତା । କହିଲେ, ନିଜ ଅଞ୍ଚଳରେ ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ପାଇବା…

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଛି । ବିଧାନସଭା ନିର୍ବାଚନରେ ହାରିବା ପରେ ଇଭିଏମ୍ ମେସିନକୁ ଦାୟୀ କରିଛି କଂଗ୍ରେସ । ପ୍ରଥମେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ପରେ କମଲନାଥ ପରାଜୟ ପାଇଁ ଇଭିଏମ୍ ମେସିନକୁ ଦାୟୀ କରିଛନ୍ତି । ପ୍ରଥମେ…
Read More...

ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଚୁଛି ବର୍ଷା । ପଟ୍ଟାଙ୍ଗୀରେ…

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ପରିଣତ ହୋଇ ଏବେ ତେଲେଙ୍ଗାନାରେ କେନ୍ଦ୍ରୀଭୁତ ହୋଇଛି । ଉତର ଦିଗରେ ଘଂଟାପ୍ରତି ୧୧ କିମି ବେଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି ଗଭୀର ଅବପାତ ।…
Read More...

ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ । ଟିଭି ଆଙ୍କର୍‌ ଚାକିରି ଛାଡି ଲଢିଥିଲେ ନିର୍ବାଚନ ।

କନକ ବ୍ୟୁରୋ: ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ହୋଇଛନ୍ତି ବେରିଲ୍‌ ବନ୍ନେଇସାଙ୍ଗୀ । ସେ ଏକ ଗଣମାଧ୍ୟମରେ ଆଙ୍କରିଙ୍ଗ କରୁଥିଲେ । କିନ୍ତୁ ନିର୍ବାଚନ ଲଢିବାକୁ ଚାକିରି ଛାଡିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି । ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’…
Read More...