Browsing Category

ଦେଶ ବିଦେଶ

ଅଡୁଆରେ ତିର୍ତ୍ତୋଲ ବିଧାୟକ । ବିବାହ ଆବେଦନ ଖାରଜ କଲେ କୋର୍ଟ

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଂକର ଦାସଙ୍କୁ ବଡ ଝଟକା ଲାଗିଛି । ବିବାହ କରିବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । କଟକ ସବରେଜିଷ୍ଟ୍ରାର କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି…
Read More...

ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମିଗଜୋମ । ପବନର ବେଗ ୯୦ରୁ ଶହେ କିଲୋମିଟର

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ…
Read More...

ଦିନ ମଜୁରିଆ ହେଲେ ବିଧାୟକ: ୭ଥରର ବିଧାୟକଙ୍କୁ ହରାଇ ଜିତିଲେ ନିର୍ବାଚନ, ଦଙ୍ଗାରେ ପ୍ରାଣ ହରାଇଥିଲା ପୁଅ

କନକ ବ୍ୟୁରୋ: ୪ ରାଜ୍ୟର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଆଉ ସମସ୍ତଙ୍କୁ ବେଶୀ ଆଶ୍ଚର୍ଯ୍ୟ କରିଛି ଛତିଶଗଡ । କେହି ଭାବିନଥିଲେ ଏଠାରେ ଭୂପେଶ ବଘେଲଙ୍କ ଶକ୍ତିଶାଳୀ ସରକାରକୁ ଭାଙ୍ଗି ବିଜେପି ସରକାର ଗଢିବ । ହେଲେ ତାହା ହିଁ ହେଲା ଛତିଶଗଡରେ ବଘେଲ ସରକାରଙ୍କୁ ଓପାଡି ଫୋପାଡିଲା…
Read More...

ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ବର୍ଷରେ ଆଇଆଇଟି ଓ ଆଇଆଇଏମ୍ ଛାଡିଛନ୍ତି ୧୩ ହଜାର ପଛୁଆ ବର୍ଗର ଛାତ୍ର…

କନକ ବ୍ୟୁରୋ : ଗତ ୫ବର୍ଷ ମଧ୍ୟରେ ସଂରକ୍ଷିତ ବର୍ଗର ୧୩ ହଜାର ଛାତ୍ର ଛାତ୍ରୀ ଦେଶର ଆଇଆଇଟି ଓ ଆଇଆଇଏମରୁ ପାଠ ଛାଡି ପଳାଇଯାଇଛନ୍ତି । ସୋମବାର ଦିନ ଲୋକସଭାରେ ଏନେଇ ସୂଚନା ଦିଆଯାଇଛି । ଲୋକସଭାର ବିଏସପି ସାଂସଦ ରିତେଣ ପାଣ୍ଡେଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ…
Read More...

COP28: ଗୁଜୁରାଟର ୨ ଜଣ ମହିଳା ଜଳବାୟୁ ପରିବର୍ତ୍ତନର  ମୁକାବିଲା କରିବା ପାଇଁ ପାରମ୍ପରିକ ପଦ୍ଧତିରେ ସମାଧାନ…

ପାରମ୍ପରିକ ଜ୍ଞାନ ଉପରେ ଆଧାର କରି ନିମ ପତ୍ର ଏବଂ ଗୋମୁତ୍ର ବ୍ୟବହାର କରି ଉଭୟ ମହିଳା ଜୈବିକ ସାର ଏବଂ କୀଟନାଶକ ତିଆରି କରୁଛନ୍ତି, ଯାହା କେବଳ ବର୍ଷ ବର୍ଷ ଧରି ସେମାନଙ୍କ ଫସଲକୁ ବଞ୍ଚାଇ ରଖିବ ନାହିଁ ବରଂ ସାରା ଭାରତରେ ମହିଳା ଚାଷୀଙ୍କୁ ମଧ୍ୟ ଉପକୃତ କରିପାରିବ। ଦୁବାଇ: ଦେଶୀ ପୋଷାକ…
Read More...

ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ମିଗଜୋମ’ । ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର

କନକ ବ୍ୟୁରୋ : ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି । ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ  ପ୍ରବଳ ବର୍ଷା ହୋଇଛି । ବାପଟଲା ସମୁଦ୍ର ତଟ ଦେଇ ବାତ୍ୟା…
Read More...

ରାଜସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡୀଙ୍କୁ ଜୟପୁର ଠାରେ ଗୁଳି କରି ହତ୍ୟା କରାଯାଇଛି । ଶ୍ୟାମନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରେ କିଛି ଅସାମାଜିକ ବ୍ୟକ୍ତି ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ…
Read More...

ଚୀନ୍‌ର ଯୁବବର୍ଗ କାହିଁକି ଯାଉଛନ୍ତି ଥାଇଲ୍ୟାଣ୍ଡ ? ବର୍ଷକ ମଧ୍ୟରେ ୫୦ ଲକ୍ଷ ଯୁବକ ଥାଇଲାଣ୍ଡ ଗଲେଣି ।

ଚାଇନା ଲୋକଙ୍କ ପାଇଁ ଥାଇଲ୍ୟାଣ୍ଡ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ପାଲଟିଛି।  ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଥାଇଲ୍ୟାଣ୍ଡରେ ପ୍ରାୟ ୭.୧ ନିୟୁତ ଚାଇନାର ଲୋକ ବାସ କରୁଛନ୍ତି । ଚାଇନାର ନାଗରିକ ଝାଙ୍ଗ ଚୁଆନାନ ତାଙ୍କ ଦେଶରେ କଠୋର ଶୂନ-କୋଭିଡ ଲକଡାଉନ ସମୟରେ ଚାକିରି ହରାଇଥିଲେ । ସାଂଘାଇର…
Read More...

ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ମାଗଣା ଚିକିତ୍ସା । ୪ ମାସ ମଧ୍ୟରେ ପୂରା ଦେଶରେ ଲାଗୁ କରିବାକୁ…

କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ବଡ ଯୋଜନା କରିଛନ୍ତି । ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାର କହିଛନ୍ତି କି, ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର…
Read More...

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ । ଡିସେମ୍ବର ୭ରେ ନେବେ ଶପଥ

କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ହେବ ମୁଖ୍ୟମନ୍ତ୍ରୀ ଏନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି । କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସେ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏନେଇ …
Read More...