Browsing Category

ଦେଶ ବିଦେଶ

ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାଳଦ୍ୱୀପରୁ ପ୍ରଂଶସା । ମୋଦୀଙ୍କ ସପକ୍ଷରେ ବାହାରିଲା ମାଳଦ୍ୱୀପ ଶିଳ୍ପ ସଂଘ, କହିଲା ବିପଦ…

କନକ ବ୍ୟୁରୋ : ଘନଉଛି ଭାରତ-ମାଳଦ୍ୱୀପ ବିବାଦ । ମୋଦୀ ବିରୋଧୀ ମନ୍ତବ୍ୟ ଦେବା ପରେ ଏବେ ଚାରିଆଡୁ ମାଳଦ୍ୱୀପକୁ ନିନ୍ଦା କରାଯାଉଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ବାହାରିଛି ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ । ଘଟଣାକୁ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ ନିନ୍ଦା କରିଛି…
Read More...

ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ…

କନକ ବ୍ୟୁରୋ : ବିବାହ କରିବେ ଦକ୍ଷିଣ ଭାରତ ସିନେମାର ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧ ନେଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ସେଲିବ୍ରେଟି ଘୋଷଣା କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ ତେଲୁଗୁ ରିପୋର୍ଟ କରିଛି । କିନ୍ତୁ…
Read More...

ବିଲକିସ ବାନୋ ମାମଲାରେ ସୁପ୍ରିମ ରାୟ । ପୁଣି ଥରେ ଜେଲକୁ ଫେରିବେ ମୁକୁଥିବା ୧୧ ଦୋଷୀ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁର୍ଷ୍କମ ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ମିଳିବା ଉଚିତ ନୁହେଁ କହି ପୀଡିତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କ ରାୟ ଆସିବା ପରେ ମୁକୁଳିଥିବା ୧୧ଜଣ ଦୋଷୀ ପୁଣି…
Read More...

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପକରେ ନିଜ ପୁସ୍ତକରେ…

କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପର୍କରେ ନିଜ ପୁସ୍ତକ ‘ଆଙ୍ଗର ମ୍ୟାନଜେମେଂଟ’ରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ । ସେତେବେଳେ ପାକିସ୍ତାନରେ ଭାରତର ରାଷ୍ଟଦୂତ ଭାବେ ନିୟୋଜିତ ଥିଲେ…
Read More...

ସଲମାନ ଖାନଙ୍କ ଫାର୍ମହାସରେ ସୁରକ୍ଷା ତ୍ରୁଟି । ନକଲି ପରିଚୟପତ୍ର ସହ ପାଚେରୀ ଡେଇଁ ପଶିଲେ ଦୁଇ ଦୁବୁର୍ତ

କନକ ବ୍ୟୁରୋ : ସଲମାନ ଖାନଙ୍କ ଫାର୍ମହାଉସରେ ପଶିଲେ ଦୁଇ ଦୁବୁର୍ତ୍ତ । ମିଳିଲା ନକଲି ପରିଚୟପତ୍ର । ଦୁବୁର୍ତଙ୍କୁ ତୁରନ୍ତ ଗିରଫ କଲେ ସଲମାନଙ୍କ ସୁରକ୍ଷାକର୍ମୀ । ସୋମବାର ଅଭିନେତାଙ୍କ ପନଭେଲ ଫାର୍ମହାଉସରେ ସେତିକିବେଳେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ଦୁଇ ଦୁବୁର୍ତଙ୍କୁ ଅନୁପ୍ରବେଶ…
Read More...

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ । ଆସନ ଭାଗବଂଟାକୁ ନେଇ ଦିଲ୍ଲୀରେ ଆପ-କଂଗ୍ରେସ ବୈଠକ

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆ ମେଂଟ ଜୋରସୋରରେ କାମ ଆରମ୍ଭ କରିଛି । ସୋମବାର ଆମ ଆଦମୀ ପାର୍ଟି ସହ ଆଲୋଚନା କରିଛି କଂଗ୍ରେସ । ବୈଠକ ପରେ କଂଗ୍ରେସ ନେତା ମୁକୁଲ ବାସନି କହିଛନ୍ତି ଆଲୋଚନା ସକରାତ୍ମକ ରହିଛି ।…
Read More...

ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟୋ ମାରି ପସ୍ତଉଛି ମାଳଦ୍ୱୀପ । ଟିକେଟ,ହୋଟେଲ ବୁକିଂ ରଦ୍ଦ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରେ…

କନକ ବ୍ୟୁରୋ : ସମୁଦ୍ର କୂଳରେ ବୁଲିବା, ଥଣ୍ଡା ପବନ ସହ ହାତରେ ଗରମ ଚାହା କପ୍ ଆଉ ଏକାନ୍ତରେ ସମୟ କାଟିବା । ଏହାସହ କିଛି ଭିନ୍ନ ଅନୁଭୂତି ପାଇଁ ସମୁଦ୍ରରେ ବୁଡିବା । ଜାନୁଆରୀ ୩ ଓ ୪ ତାରିଖ ଲାକ୍ଷାଦ୍ୱୀପକୁ ଦୁଇ ଦିନିଆ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ଏହି ଗସ୍ତ…
Read More...

ତେଜୁଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ସମନ ପରେ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରଦୂତ ହାଜର, ମୋଦୀ ବିରୋଧୀ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଳଦ୍ୱୀପ ସରକାରଙ୍କ ଯେଉଁ ୩ଜଣ ମନ୍ତ୍ରୀ ଆପତିଜନକ ଟିପ୍ପଣୀ ଦେଇଥିଲେ ସେମାନେ ହୁଏତ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ ରାତାରାତି କିଭଳି ସମସ୍ୟାରେ ପଡିବ ଦେଶ । ସବୁଠି ଏବେ ମାଳଦ୍ୱୀପ ବିରୋଧରେ ସ୍ୱର ଉତୋଳନ ଆରମ୍ଭ ହୋଇଛି । ସୋସିଆଲ…
Read More...

ପାକିସ୍ତାନର ମେଡ଼ିକାଲ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୬ ଜଣଙ୍କ ମୃତ୍ୟୁ

ଆଜି ପାକିସ୍ତାନରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି । ଏଥର ଆକ୍ରମଣ କିନ୍ତୁ ସମ୍ପୂର୍ଣ ଭିନ୍ନ ଅଟେ । ଏଥର ଆତଙ୍କବାଦୀ ମାନେ ଏକ ମେଡ଼ିକାଲ ଟିମ ସୁରକ୍ଷା ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି  ଏବଂ ୨୨ ଜଣ ଆହତ ହୋଇଛନ୍ତି ।…
Read More...

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଅହଂକାରୀ ବିଜେପି…

କନକ ବ୍ୟୁରୋ : ବିଲକିସ୍ ବାନୋ ବଳତ୍କାର ମାମଲାରେ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ପୁଣି ଜେଲ ଯିବାକୁ ପଡିବ । ଏନେଇ ସୁପ୍ରିମକୋର୍ଟ ସୋମବାର ଦିନ ରାୟ ଶୁଣାଇଛନ୍ତି । ଏହି ରାୟ ଆସିବା ପରେ ବିଲକିସ୍ ବାନୋଙ୍କ ପରିବାରରେ ଖୁସିର ମାହୋଲ । ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କେନ୍ଦ୍ର…
Read More...