Browsing Category

ଦେଶ ବିଦେଶ

ହତ୍ୟା ଧମକ ଭିତରେ ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି । ଜାଣନ୍ତୁ କିଏ ଏହି ୨ ବ୍ୟକ୍ତି ?

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତାଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ମଧ୍ୟ ପ୍ରଦାନ କରାଯାଇଛି । ଏସବୁ ଭିତରେ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି ।…
Read More...

‘ଫାଡା’ ଜାରିକଲା ରିପୋର୍ଟ । ଡିସେମ୍ବର ମାସରେ ୨୧ ପ୍ରତିଶତ ବୃଦ୍ଧି ପାଇଛି ଅଟୋମୋବାଇଲ ସେକ୍ଟରରେ ବିକ୍ରି

କନକ ବ୍ୟୁରୋ : ଫାଡା ବା ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ଜାରି କରିଥିବା ରିପୋର୍ଟ ମୁତାବକ ଡିସେମ୍ବର ମାସରେ ଅଟୋମୋବାଇଲ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ସମସ୍ତ ସେଗମେଣ୍ଟରେ ମଜବୁତ୍ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷ କରି ୨ ଚକିଆ ଯାନ ବିକ୍ରି ଡିସେମ୍ବର…
Read More...

“ଆମେ କ୍ଷମା ମାଗୁଛୁ , ଭାରତ ବିନା ଆମେ ଆଗକୁ ବଢି ପାରିବୁ ନାହିଁ : ମୋଦୀ ହେଉଛନ୍ତି ୱାର୍ଲ୍ଡ ଲିଡର” । ଏମିତି କହିଲେ…

ଭାରତ ଏବଂ ମାଲଦ୍ୱୀପ ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଡିବ ଭାରତର ଏକ ମେଡ଼ିଆ ସହିତ ଏକ ବିଶେଷ ବାର୍ତ୍ତାଳାପରେ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, 'ଆମେ କ୍ଷମା ପ୍ରାର୍ଥନା କରୁଛୁ । ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ ।…
Read More...

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୧ ଅଭିଯୁକ୍ତଙ୍କୁ ପୁଣି ମିଳିବ ଜେଲ ଦଣ୍ଡ, ମିଳିବନି ମୁକ୍ତି ।

କନକ ବ୍ୟୁରୋ: ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏବେ ଦୋଷୀମାନଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ହେବ । ସମସ୍ତ ଦୋଷୀଙ୍କୁ ପୁଣି ଜେଲରେ ରହିବାକୁ ପଡିବ । ବିଲକିସ୍ ବାନୋ ଗଣ ଦୁଷ୍କର୍ମ ମାମଲାରେ…
Read More...

ବିଦେଶରେ ପ୍ରସାରିତ ହେବ ରାମ ମନ୍ଦିର ପ୍ରତିଷ୍ଠାର ସିଧା ପ୍ରସାରଣ । ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଲୋକେ ଦେଖିବେ…

କନକ ବ୍ୟୁରୋ: ଭାରତ ସହ ସାରା ବିଶ୍ୱ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ । ନ୍ୟୁୟର୍କର ବ୍ୟସ୍ତବହୁଳ ତଥା ସମୃଦ୍ଧ ଛକ ଟାଇମ୍ସ ସ୍କୋୟାରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିହେବ । ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ମଧ୍ୟ ଏହାର…
Read More...

ମନ୍ତ୍ରୀ ଭାବେ ୧୦ ଦିନ ପୂର୍ବରୁ ନେଇଥିଲେ ଶପଥ, ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହାରିଲେ । ରାଜସ୍ଥାନରେ ଶାସକ…

କନକ ବ୍ୟୁରୋ : ୧୦ ଦିନ ପୂର୍ବରୁ ନେଇଥିଲେ ମନ୍ତ୍ରୀ ଭାବେ ଶପଥ । ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହେଲେ ପରାଜିତ । ରାଜସ୍ଥାନରୁ ଆସିଛି ଏଭଳି ଏକ ଘଟଣା । ଯେଉଁଠି ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ଟିଟି ଉପ-ନିର୍ବାଚନରେ ପରାଜିତ ହୋଇଛନ୍ତି…
Read More...

ହିଜବୁଲ୍ଲା ଗଡ଼ରେ ପଶି ଭୁଲ କରିଦେଲା କି ଇସ୍ରାଏଲ  ?

ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଲେବାନନ୍ ଆଡ଼କୁ ମାଡି ଗଲାଣି । ଲେବାନନରୁ ହିଜବୁଲ୍ଲା ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଇସ୍ରାଏଲ ପାଇଁ ସମସ୍ୟା ବଢାଇବାରେ ଲାଗିଛି । ଗୁରୁବାର ଦିନ ଇସ୍ରାଏଲର ଏୟାର ଟ୍ରାଫିକ କଣ୍ଟ୍ରୋଲ ବେସ ଉପରେ ହୋଇଥିବା ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ…
Read More...

୨୩ ବର୍ଷ ହେବ ଖାଲି ପାଦରେ ଚାଲୁଛନ୍ତି; ରାମ ମନ୍ଦିର ପ୍ରତିଷ୍ଠା ପ‌ରେ ଚପଲ ପିନ୍ଧିବେ ବୋଲି କରିଛନ୍ତି ପ୍ରତିଜ୍ଞା ।

କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ସମଗ୍ର ଦେଶରେ ଶ୍ରୀ ରାମ ମନ୍ଦିର ପାଇଁ ଉତ୍ସାହ ଦେଖିବାକୁ ମିଳୁଛି ଦେଶରେ ସେହିଦିଦ ଦୀପାବଳି ପାଳନ ପାଇଁ ବି କିଛି ଲୋକ ମନସ୍ତ କରିଛନ୍ତି। ଯଦିଓ ଏହି ଦେଶରେ ଅନେକ ରାମ ଭକ୍ତ ଅଛନ୍ତି,…
Read More...

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ । ମାଳଦ୍ୱୀପ ନେତାଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ କ୍ରିକେଟର ।

କନକ ବ୍ୟୁରୋ : ଲାକ୍ଷାଦ୍ୱୀପ ଗସ୍ତ କରି ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ । ମାଳଦ୍ୱୀପରୁ ଆସିଲା ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇଛନ୍ତି । ହେଲେ ଏହାପରେ ବି…
Read More...

ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ । ମହମ୍ମଦ ମୁଇଜୁ ସରକାରକୁ ସମାଲୋଚନା । ବାତିଲ ହେଉଛି…

କନକ ବ୍ୟୁରୋ: ବଢୁଛି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ । ଭାରତ ବିରୋଧୀ ମନ୍ତବ୍ୟ ପରେ ଏବେ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ…
Read More...