Browsing Category

ଦେଶ ବିଦେଶ

ସ୍ୱାମୀ କୈଳାଶନନ୍ଦଙ୍କ ସମେତ ଅନେକ ସନ୍ଥଙ୍କୁ ବିଷ ଦେଇ ହତ୍ୟା ଯୋଜନା, ଜଣେ ଗିରଫ

କନକ ବ୍ୟୁରୋ : ନିରଞ୍ଜନୀ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶନନ୍ଦଙ୍କ ସମେତ କିଛି ସନ୍ଥଙ୍କୁ ବିଷ ଦେଇ ହତ୍ୟା କରାଯିବାର ଯୋଜନା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଏହି ଯୋଜନାକୁ ପଣ୍ଡ କରିଛନ୍ତି ପ୍ରୟାଗରାଜ ପୋଲିସ ସହ ଏସଟିଏଫ ଟିମ୍ । ଏହି ଯୋଜନାରେ…
Read More...

ବର୍ଷର ଶେଷ ‘ମନ କି ବାତ୍’ରେ ପ୍ରଧାନମନ୍ତ୍ରୀ ବଖାଣିଲେ ସଫଳତାର କାହାଣୀ । କରୋନା ପାଇଁ ଆୟୁର୍ବେଦର ସାହାଯ୍ୟ ନେବାକୁ…

କନକ ବ୍ୟୁରୋ: ଦୈନନ୍ଦିନ ଜୀବନରେ ଆୟୁର୍ବେଦ ବ୍ୟବହାର କରନ୍ତୁ ବୋଲି ଆଜି ମାସିକ ବେତାର କାର୍ୟ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୯୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୁମ୍ବାଇର ‘ଟାଟା ମେମୋରିଆଲ୍‌ ସେଣ୍ଟର୍‌’ର ଗବେଷଣା କେନ୍ଦ୍ର ବିଷୟରେ କହିବାକୁ ଯାଇ…
Read More...

ବାଂଲାଦେଶ ହାତରୁ ମ୍ୟାଚ ଛଡାଇଆଣିଲେ ଅଶ୍ୱିନୀ, ମୀରପୁର ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ

କନକ ବ୍ୟୁରୋ: ବାଂଲାଦେଶ ବିରୋଧରେ ଭାରତ ମୀରପୁର ଟେଷ୍ଟରେ ୩ ୱିକେଟରେ ବିଜୟୀ ହୋଇଛି । ରବିବାର ଭାରତ ଏହି ମ୍ୟାଚ ସହ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜରେ ବିଜୟୀ ହୋଇଛି । ଗୋଟିଏ ସମୟ ଏହିଭଳି ଥିଲା ଯେତେବଳେ ଭାରତ ହାତରୁ ମ୍ୟାଚ ଏକପ୍ରକାର ଖସିଯାଉଥିଲା । ଭାରତ ଉପରେ ପରାଜୟର ବିପଦ…
Read More...

ଗୋଟିଏ ଝଟକାରେ ବଦଳିଲା ଭାଗ୍ୟ। ଡ୍ରାଇଭରରୁ ୩୩ କୋଟିର ମାଲିକ ହୋଇଗଲେ ଭାରତୀୟ ବଂଶୋଦ୍ଭବ।

କନକ ବ୍ୟୁରୋ: କୁହାଯାଏ ଭାଗ୍ୟ ବଦଳିବାକୁ ମାତ୍ର ଗୋଟିଏ ମୁହୂର୍ତ୍ତ ଦରକାର । ଆଉ କିଛି ଏଭଳି ଘଟିଛି ଭାରତୀୟ ବଂଶୋଦ୍ଭବ ଡ୍ରାଇଭର ଅଜୟ ଓଗୁଲାଙ୍କ ସହ । ଦୁବାଇରେ ରହୁଥିବା ୩୧ ବର୍ଷୀୟ ଅଜୟ ରାତାରାତି କୋଟିପତି ହୋଇଯାଇଛନ୍ତି । ସେ ଏମିରେଟ୍ସ ଲକି ଡ୍ରରେ ୩୩ କୋଟିର ପୁରସ୍କାର ଜିତିଛନ୍ତି ।…
Read More...

ପିଶାଚ ପ୍ରେମିକ : ପ୍ରେମିକାକୁ ତଳେ ପକାଇ ମାରିଚାଲିଲା ଗୋଇଠା ପରେ ଗୋଇଠା

କନକ ବ୍ୟୁରୋ : ପିଶାଚ ପ୍ରେମିକର ନାରକୀୟ କାଣ୍ଡ । ପ୍ରେମିକାକୁ ଟେକି ତଳେ କଚାଡିଦେଇ ମାରିଚାଲିଲା ଗୋଇଠା ଉପରେ ଗୋଇଠା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡିଓ ଅନେକ ଲୋକ ସେୟାର କରିବା ସହ ଏପରି ଘଟଣାକୁ ନିନ୍ଦା କରିଛନ୍ତି । ମଧ୍ୟପ୍ରଦେଶ ରିୱା…
Read More...

ଗ୍ୟାଙ୍ଗ କରି ପୁଲିସ କରୁଥିଲା କିଡନାପ୍ । ବ୍ୟବସାୟୀଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ୨ଗିରଫ, ଅନ୍ୟ ୨ଜଣ ଫେରାର

କନକ ବ୍ୟୁରୋ: ରକ୍ଷକ ସାଜୁଥିଲା ଭକ୍ଷକ । ଖୋଦ୍ ପୁଲିସ କରୁଥିଲା ଅପହରଣ । ପୋଲିସ ହାତରେ ଜଣେ ପୋଲିସ ଅଧିକାରୀ ଧରାପଡିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । କାନପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ଏହି ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ସମେତ ୨ ଜଣଙ୍କୁ ଶନିବାର ଗିରଫ କରାଯାଇଛି…
Read More...

ଆମେରିକାରେ ରେକର୍ଡ ଭାଙ୍ଗିଛି ଥଣ୍ଡା :ତାପମାତ୍ରା -୪୫ ଡିଗ୍ରୀ । ଗଲାଣି ୧୮ ଜୀବନ ,୨୦କୋଟି ଲୋକ ପ୍ରଭାବିତ

କନକ ବ୍ୟୁରୋ: ଆମେରିକାରେ ବରଫ ଝଡ଼ ଯୋଗୁ ସବୁ ରେକର୍ଡ ଭାଙ୍ଗିଛି ଥଣ୍ଡା । ପ୍ରାୟ ୨୦ କୋଟି ଲୋକ ଝଡ଼ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମୋଂଟାନାରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ବରଫ ଝଡ଼ ଯୋଗୁ ୧୮ ଜଣଙ୍କ ଜୀବନ ଗଲାଣି । ୧୫ ଲକ୍ଷ ଲୋକଙ୍କ ଘରେ ବିଦ୍ୟୁତ୍…
Read More...

ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ସାରା ଦେଶ । ‘ସଦୈବ ଅଟଳ’ ସ୍ଥଳରେ ଶ୍ରଦ୍ଧାଞ୍ଜଳି ସମାରୋହ…

କନକ ବ୍ୟୁରୋ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ‘ସଦୈବ ଅଟଳ’ ସ୍ଥଳରେ ଅଟଳଜୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅପଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଦିଲ୍ଲୀ-ଏନସିଆରରେ ଦୁଇ ଦିନ ପାଇଁ ଆଲର୍ଟ।

କନକ ବ୍ୟୁରୋ: ପାହାଡିଆ ଅଞ୍ଚଳରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ୟୁପିରେ ଶନିବାର ସନ୍ଧ୍ୟାରେ ଥଣ୍ଡା ପବନ ବହିଥିଲା । ସକାଳୁ କୁହୁଡି କାରଣରୁ ଲୋକେ ବେସ ପ୍ରଭାବିତ ହେଉଛନ୍ତି । ରାଜଧାନୀରେ ଭିଜିବିଲିଟି ୧୦୦ ମିଟର ରହିଥିଲା…
Read More...

ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା । କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କଲା ମୁମ୍ବାଇ ପୋଲିସ ।

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତନୁଶ୍ରୀ ନିଜ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ସୂଚନା ଅନୁସାରେ ନଏଗାଓଁରେ…
Read More...