Browsing Category

ଦେଶ ବିଦେଶ

ନୂଆବର୍ଷ ପୂର୍ବ ସନ୍ଧ୍ୟାରେ କିଭରେ ଋଷିଆର ପ୍ରଚଣ୍ଡ ଆକ୍ରମଣ । ୨୦ରୁ ଅଧିକ କ୍ଷେପଣାସ୍ତ୍ର ମାଡରେ ବ୍ୟାପକ କ୍ଷୟକ୍ଷତି

କନକ ବ୍ୟୁରୋ : ନୂଆବର୍ଷ ପୂର୍ବ ସଂଧ୍ୟାରେ ୟୁକ୍ରେନ୍ ରାଜଧାନୀ କିଭରେ ପ୍ରଚଣ୍ଡ ଆକ୍ରମଣ । ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଲୋକେ ଏକାଠି ହୋଇଥିବା ବେଳେ ରୁଷ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ୨୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରି କିଭରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ରୁଷ୍ ।…
Read More...

ନୂଆ ବର୍ଷରୁ ବିଦେଶାଗତଙ୍କ ପାଇଁ କଟକଣା । ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ…

କନକ ବ୍ୟୁରୋ : ଭାରତରେ ଓମିକ୍ରନର ନୂଆ ଭାରିଏଂଟ ଏକ୍ସବିବି ୱାନ ପଏଂଟ ଫାଇଭ୍ ଚିହ୍ନଟ ହୋଇଛି । ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ପାଖରେ ଏହି ଭୂତାଣୁ ଠାବ କରାଯାଇଛି । ଏନେଇ ଇନସାକଗ୍ ସୂଚନା ଦେଇଛି । ଏକ୍ସବିବି ୱାନ ପଏଂଟ ଫାଇଭ୍ ଭାରିଏଂଟ ଯୋଗୁଁ ଆମେରିକାର ନ୍ୟୁୟର୍କରେ କରୋନା କେସ୍ ବଢ଼ୁଛି ।…
Read More...

ବିଦାନ ନେଲା ୨୦୨୨, ଆରମ୍ଭ ହୋଇଛି ନୂଆ ସକାଳ । ଓଡ଼ିଶା ସମେତ ୨୦୨୩କୁ ସ୍ୱାଗତ କଲା ସାରା ବିଶ୍ୱ, ସେଲିବ୍ରେସନରେ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ନୂଆ ସକାଳ । ନୂଆ ଆଶା ଓ ଉଦ୍ଦୀପନା ନେଇ ପାଦ ଥାପିଛି ୨୦୨୩ । ଦୁଇବର୍ଷ ଧରି କରୋନା ଭଳି ମହାମାରୀକୁ ସାମ୍ନା କରିବା ପରେ ୨୦୨୨ରେ ଜନଜୀବନ ସ୍ୱାଭାବିତ ହୋଇଥିଲା । ୨୦୨୩ ମଧ୍ୟ ଠିକ୍ ସେହିପରି ହେବା ନେଇ ଆଶା ବାନ୍ଧିଛନ୍ତି ଛୋଟଠୁ ବଡ଼ । ରାଜନୀତି ଠାରୁ ଆରମ୍ଭ…
Read More...

ରିଷଭ ପନ୍ତଙ୍କ ଆସିଲା ଏମଆରଆଇ ରିପୋର୍ଟ । ସୁସ୍ଥ ଅଛି ମସ୍ତିଷ୍କ ଓ ମେରୁଦଣ୍ଡ

କନକ ବ୍ୟୁରୋ : କାର ଦୁର୍ଘଟଣାର ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ମସ୍ତିକ ଏବଂ ମେରୁଦଣ୍ଡର ଏଆଆରଆଇ ରିପୋର୍ଟ ସାମ୍ନାକୁ ଆସିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ହୋଇଥିବା ଏମଆରଆଇ ରିପୋର୍ଟ ନର୍ମାଲ ଅଛି । ଉଭୟ ମସ୍ତିସ୍କ ଏବଂ ମେରୁଦଣ୍ଡ ସାଧାରଣ ଅବସ୍ଥାକୁ ଫେରିଆସିଥିବା ହସ୍ପିଟାଲ…
Read More...

କେମିତି ହେଲା ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ । ବ୍ୟବଛେଦ ରିପୋର୍ଟରୁ ସାମନାକୁ ଆସିଲା ମୃତ୍ୟୁର କାରଣ, ଉଠିଲା ପ୍ରଶ୍ନ…

କନକ ବ୍ୟୁରୋ : ରାୟଗଡା ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ରହସ୍ୟ ଘେରରେ । ଏହାରି ଭିତରେ ଦୁଇ ମୃତକଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ରୁଷ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଶବ ବ୍ୟବଛେଦ ରିପୋର୍ଟକୁ ନେଇ ବହୁ ଫରେନସିକ…
Read More...

ଗାନ୍ଧୀ ପରିବାର ପାଇଁ ନୂଆବର୍ଷରେ ମିଳିପାରେ ନୂଆ ଉପହାର, ବରୁଣ ଗାନ୍ଧୀ କଂଗ୍ରେସରେ ଯୋଗଦେବା ନେଇ ଜୋରଧରିଲା ଚର୍ଚ୍ଚା

କନକ ବ୍ୟୁରୋ : ରାତି ପାହିଲେ ନୂଆ ବର୍ଷ । ସମସ୍ତେ ନୂଆ ଆଶା ନେଇ ଆଜି ପୁରୁଣା ବର୍ଷକୁ ବିଦାୟ ଦେଉଥିବା ବେଳେ ଆସନ୍ତା କାଲି ଠାରୁ ପୁଣିଏକ ବର୍ଷର ଆରମ୍ଭ ହେବାକୁ ଯାଉଛି । ହେଲେ ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ୱାଗତ କରିବା ଭିତରେ ଗାନ୍ଧୀ ପରିବାର ପାଇଁ ନୂଆ ଖବର ଆସିବା ନେଇ…
Read More...

ନିଦ ପାଇଁ ନୁହେଁ ବରଂ ଏହି କାରଣରୁ ହୋଇଥିଲା ଋଷଭଙ୍କ କାର ଦୁର୍ଘଟଣା! ହସ୍ପିଟାଲ ବେଡରେ ଦୁର୍ଘଟଣାର କାରଣ କହିଲେ ପନ୍ତ…

କନକ ବ୍ୟୁରୋ : ଭାରତୀୟ ବ୍ୟାଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣା ହେବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ପାହାନ୍ତିଆ ପ୍ରହରରୁ ଟିକିଏ ଆଖି ଲାଖି ଯିବାରୁ ଋଷଭଙ୍କ ଗାଡି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିଲା । କିନ୍ତୁ ଏବେ ଋଷଭଙ୍କ…
Read More...

ବିଶ୍ୱକୁ ଛୁଇଁଲା ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ, ଓସେନିଆରେ ପ୍ରଥମେ ପାଳନ ହେଲା ନୂଆବର୍ଷ

କନକ ବ୍ୟୁରୋ : ନୂଆବର୍ଷ ପାଇଁ ସାରା ବିଶ୍ୱ ହୋଇଛି ଉତ୍ସବ ମୁଖର । କିଛି ଘଣ୍ଟା ପରେ ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରାଯିବ । ଆଜି ରାତି ୧୨ ଟାରୁ ସାରା ବିଶ୍ୱରେ ନୂଆ ବର୍ଷକୁ ସ୍ୱାଗତ କରାଯିବ । ହେଲେ ଆଶ୍ଚର୍ଯ୍ୟର କଥା କି ବିଶ୍ୱର ପ୍ରତିଟି ଦେଶରେ ନୂଆ ବର୍ଷ ପାଳନ କରିବାର ସମୟ…
Read More...

କାଶ୍ମୀରରେ ଚଳିତ ବର୍ଷ ୯୩ ଏନକାଉଁଣ୍ଟର । ସୁରକ୍ଷାବଳଙ୍କ ଗୁଳିରେ ୧୭୨ ଆତଙ୍କବାଦୀ ମୃତ, ୨୯ ନାଗରିକଙ୍କର ଯାଇଛି ଜୀବନ

କନକ ବ୍ୟୁରୋ : ଆତଙ୍କବାଦ ବିରୋଧରେ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରରେ ଜାରି ରହିଛି ଅପରେଶନ । କାଶ୍ମୀର ଏଡିଜିପି କହିଛନ୍ତି କି କେବଳ କାଶ୍ମୀର ଜୋନରେ ଚଳିତ ବର୍ଷ ମୋଟ ୯୩ ଟି ସଫଳ ଏନକାଉଁଣ୍ଟର ହୋଇଛି । ଏହି ଏନକାଉଁଣ୍ଟରରେ ୧୭୨ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଟଣାରେ ୪୨ ଜଣ…
Read More...

ଅଫିସ୍ ସାରି ଫେରୁଥିଲେ ୨ ସାଙ୍ଗ । ବାଟରେ ଦଳିଦେଲା ଟ୍ରକ୍ ।

କନକ ବ୍ୟୁରୋ: ଶିବମ୍ ଓ ଉକ୍ରର୍ଷ ଦୁଇ ଅନ୍ତରଙ୍ଗ ସାଙ୍ଗ । ଗୋଟିଏ ବ୍ୟାଙ୍କରେ ୨ଜଣ ଚାକିରୀ କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଅଫିସ ସାରି ଦୁହେଁ ଗୋଟିଏ ବାଇକରେ ଫେରୁଥିଲେ । ଘଟିଲା ଅଘଟଣ, ଦଳିଦେଇ ଚାଲିଗଲା ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ଦୁହିଁଙ୍କ ଜୀବନ । ସାଙ୍ଗ ହୋଇ ଆରପାରିକୁ…
Read More...