Browsing Category

ଦେଶ ବିଦେଶ

“ବିଜେପି ଓ ଆରଏସଏସ ମୋ ଗୁରୁ” : ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ରାହୁଲ ଗାନ୍ଧୀ କହିଛନ୍ତି କି ଦେଶରେ ବଢୁଥିବା ଘୃଣା ଓ ହିଂସା ବିରୋଧରେ ଏହି ଭାରତ ଯୋଡ ଯାତ୍ରା । ଏହା ଦେଶବାସୀଙ୍କ ସ୍ୱର, ଏହି କ୍ରମରେ ଆଜି ସେ ବିଜେପି ଓ ସଂଘ ପରିବାରର ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ବିଜେପି ଓ ସଂଘ ପରିବାର ମୋ ଉପରେ ଯେତେ…
Read More...

ରାଜନୀତିରେ ପାଦ ଦେବେ କି ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର, ଜାଣନ୍ତୁ କ’ଣ ରଖିଲେ ଉତ୍ତର ?

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମପାଳିରେ ରଘୁରାମ ରାଜନଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ ୮ବର୍ଷ ପରେ ପୁଣିଥରେ ରଘୁରାମ ରାଜନ ଚର୍ଚ୍ଚାକୁ ଫେରିଛନ୍ତି । କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରାରେ ରଘୁରାମ ରାଜନ ଯୋଗଦେବା ପରେ…
Read More...

ଆହୁରି ବଢିପାରେ ମୋବାଇଲ ରିଚାର୍ଜ ଦର । ଜାଣନ୍ତୁ କେଉଁ କମ୍ପାନୀ ବଢାଇବେ ମୂଲ୍ୟ

କନକ ବ୍ୟୁରୋ: ଆଉ କିଛି ମାସ ପରେ ଦେଶର ଚାରିଆଡେ ଉପଲବ୍ଧ ହେବ ୫-ଜି ସେବା । ହେଲେ ଏହାସହ ମହଙ୍ଗା ହୋଇଯିବ ମୋବାଇଲ ରିଚାର୍ଜ ଦର । ୨୦୨୩ ଗ୍ରା‌ହକମାନଙ୍କ ପକେଟ୍‌କୁ ମଧ୍ୟ ଅଧିକ ଫାଙ୍କା କରିବ। ଏହିବର୍ଷ କଂପାନିଗୁଡ଼ିକ ପୁଣି ଥରେ ରିଚାର୍ଜ ମୂଲ୍ୟ ବଢ଼ାଇବେ ବୋଲି କୁହାଯାଉଛି। ୨୦୨୩ରେ…
Read More...

ବସ୍ ଫର୍ଚୁନର ମୁହାମୁହିଁ ଧକ୍କା । ଘଟଣାସ୍ଥଳରେ ୯ ମୃତ, ୨୮ ଆହତ । ଦୁର୍ଘଟଣା ପରେ ବସ୍ ଡ୍ରାଇଭରଙ୍କୁ ହୃଦଘାତ

କନକ ବ୍ୟୁରୋ: ଗୁଜୁରାଟ ନବସାରୀ ଜିଲ୍ଲାରେ ଆଜି ଭୋର ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିପରୀତ ଦିଗରୁ ଆସୁଥିବା ଏକ ବସ୍ ସହ ଫର୍ଚୁନର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର…
Read More...

ପନ୍ତଙ୍କ ପରିବାର ଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା…

କନକ ବ୍ୟୁରୋ : ଦୁର୍ଘଟଣାରେ ଗୁରୁତର ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ମସ୍ତିକ ଏବଂ ମେରୁଦଣ୍ଡର ଏଆଆରଆଇ ରିପୋର୍ଟ ସାମ୍ନାକୁ ଆସିଛି । ଡେରାଡୁନର ମାସ୍କ ହସ୍ପିଟାଲରେ ହୋଇଥିବା ଏମଆରଆଇ ରିପୋର୍ଟ ନର୍ମାଲ ଅଛି । ଉଭୟ ମସ୍ତିସ୍କ ଏବଂ ମେରୁଦଣ୍ଡ ସାଧାରଣ ଅବସ୍ଥାକୁ ଫେରିଆସିଥିବା ହସ୍ପିଟାଲ…
Read More...

କ୍ରିକେଟର ଋଷଭ ପନ୍ତଙ୍କର ହେଲା ପ୍ଲାଷ୍ଟିକ୍ ସର୍ଜରୀ । ଆସିଲା ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ

କନକ ବ୍ୟୁରୋ: ଡେରାଡୁନ୍ ମ୍ୟାକ୍ସ ହସ୍ପିଟାଲରେ କ୍ରିକେଟର ଋଷଭ ପନ୍ତଙ୍କର ପ୍ଲାଷ୍ଟିକ୍ ସର୍ଜରୀ ହୋଇଛି । ଏହାସହ ତାଙ୍କ ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ ମଧ୍ୟ ଆସିଛି । ଏହି ରିପୋର୍ଟ ଆସିବା ପରେ ପନ୍ତଙ୍କ ପ୍ରଶଂସକ ଆଶ୍ୱସ୍ତ ହୋଇଛନ୍ତି । କାରଣ ରିପୋର୍ଟରେ ସବୁକିଛି ନର୍ମାଲ ଥିବା…
Read More...

‘ଜୟ ଶ୍ରୀରାମ’ ନାରା ଶୁଣି ରାଗିଗଲେ ମମତା : ମଞ୍ଚ ଛାଡି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ହାୱଡାରେ ବନ୍ଦେ ଭାରତ ଏକ୍ସପ୍ରେସ ଲଞ୍ଚ ଉତ୍ସବ ବେଳେ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି କର୍ମୀ ‘ଜୟ ଶ୍ରୀ ରାମ’ ନାରା ଲଗାଇବାରୁ ରାଗିଗଲେ ମମତା ବାନାର୍ଜୀ । ପ୍ରଥମେ ମଞ୍ଚ ଛାଡି ଚାଲିଯାଇଥିଲେ ମମତା ବାନାର୍ଜି ପରେ ପୁଣି ମଞ୍ଚ ଉପରକୁ ଆସି ଭାଷଣ ଦେଇଥିଲେ ।…
Read More...

କଂଗ୍ରେସ ସାଂସଦଙ୍କ ସୁରକ୍ଷା ପ୍ରସଙ୍ଗ : ଗୃହ ମନ୍ତ୍ରାଳୟକୁ ରିର୍ପୋଟ ଦେଲା ଦିଲ୍ଲୀ ପୁଲିସ; ରାହୁଲ ନିଜେ ଭାଙ୍ଗୁଛନ୍ତି…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା ।  ଗୃହ ମନ୍ତ୍ରାଳୟକୁ ରିର୍ପୋଟ ଦେଇଛି ଦିଲ୍ଲୀ ପୁଲିସ ରିପୋର୍ଟରେ ଦିଲ୍ଲୀ ପୁଲିସ କହିଛି ଯେ ରାହୁଲ ସୁରକ୍ଷା ପ୍ରୋଟୋକଲକୁ ନିଜେ ଭାଙ୍ଗୁଛନ୍ତି । ଭାରତ ଯୋଡ ଯାତ୍ରା ସମୟରେ ରାହୁଲଙ୍କ ପାଇଁ ଉପଯୁକ୍ତି ସୁରକ୍ଷା…
Read More...

ଚୀନରେ ସଂକ୍ରମଣ ଏତେ ଦ୍ରୁତି ଗତିରେ କାହିଁକି ବ୍ୟାପୁଛି ? ପ୍ରକୃତରେ କେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ?

କନକ ବ୍ୟୁରୋ : ଆଗକୁ ଆହୁରି ଅଧିକ ବିଗିିଡିବ ଚୀନରେ କରୋନା ସ୍ଥିତି । ଚୀନର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ସପ୍ତହାରୁ ଚୀନର ପ୍ରତ୍ୟେକ ଦିନ ଭାରି ପଡିପାରେ । କାରଣ ପ୍ରତ୍ୟେକ ଦିିନ ୩କୋଟି ୭୦ଲକ୍ଷ ଲୋକ ସଂକ୍ରମିତ ହେବା ଆଶଙ୍କା ରହିଛି । ଗୁରୁବାର ଚୀନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର…
Read More...

ନୂଆବର୍ଷରେ ବଦଳିବ ମୋଦୀଙ୍କ ମନ୍ତ୍ରିମଣ୍ଡଳ : ବିଦାହେବେ ବିବାଦୀୟ ମନ୍ତ୍ରୀ , ନୂଆଙ୍କୁ ମିଳିପାରେ ସୁଯୋଗ

କନକ ବ୍ୟୁରୋ : ନୂଆବର୍ଷରେ ବଦଳିବ ମନ୍ତ୍ରିମଣ୍ଡଳ । ବିଦାହେବେ ବିବାଦୀୟ ମନ୍ତ୍ରୀ , ନୂଆଙ୍କୁ ମିଳିବ ସୁଯୋଗ । ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତି ପରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆସନ୍ତା ବର୍ଷ ୯ଟି ରାଜ୍ୟରେ…
Read More...