Browsing Category

ସ୍ପେଶାଲ୍ ରିପୋର୍ଟ

ଖୁବଶୀଘ୍ର ୯.୫ ଲକ୍ଷ ପଦବୀ ପାଇଁ ବାହାରିବ ନିଯୁକ୍ତି । ତେବେ ଜାଣନ୍ତୁ ନିଯୁକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା

କନକ ବ୍ୟୁରୋ : ସାରା ଦେଶରେ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଚାକିରୀ । ତେଣୁ ଅନେକ ସମୟରେ ଅନେକ ସ୍ଥାନରେ ନିଯୁକ୍ତି ବାହାରୁଥିଲେ ମଧ୍ୟ ତାହାର ସମସ୍ତ ତଥ୍ୟ ପିଲାମାନଙ୍କ ପାଖରେ ପହଞ୍ଚୁନଥିବାରୁ ସେମାନେ ସଠିକ ଭାବରେ ଆବେଦନ କରିପାରୁନାହାନ୍ତି । ତେବେ…
Read More...

ପ୍ରଥମେ ମନ୍ଦିରରେ ମୁଣ୍ଡିଆ ମାରିଲେ ପରେ ମସଜିଦରେ ନମାଜ୍ ପାଠ କଲେ! ଭାଇଚାରାର ଉଦାହରଣ ଦେଲେ ନାହନବାସୀ ।

ସର୍ବଧର୍ମକୁ ସମ୍ମାନ ଦେଉଥିବା ଦେଶ ହେଉଛି ଭାରତ । ହିନ୍ଦୁ-ମୁସଲିମ୍ ଭାଇ ଭାଇ ନାରା ଯେଉଁଠାର ପ୍ରାଣବିନ୍ଦୁ । ବେଳେବେଳେ ଭାରତର କିଛି ସ୍ଥାନରେ ଏଭଳି କିଛି ଘଟଣା ଘଟେ ଯେଉଁଥିରେ ପ୍ରତିଥର ଏହି କଥାର ସତ୍ୟତା ଦେଖିବାକୁ ମିଳେ । ଏଭଳି ଏକ ଘଟଣା ଘଟିଛି ଦେବଭୂମି ହିମାଚଳର ନାହନ ସହରରେ ।…
Read More...

୨୫ ସେପ୍ଟେମ୍ବରରୁ ଆରମ୍ଭ ହେବ ମୋଦିଙ୍କ ମାଗଣା ହେଲଥକେୟାର ପ୍ରୋଗ୍ରାମ : ଜାଣନ୍ତୁ ଆପଣଙ୍କୁ ଏଥିରୁ କ’ଣ ମିଳିବ ଫାଇଦା

ପ୍ରଧାନମନ୍ତ୍ରୀ ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଆରମ୍ଭ ୨୫ ସେପ୍ଟେମ୍ବରରୁ ହେବ । ଏହି ଯୋଜନାକୁ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଆରମ୍ଭ ହେବ । ଦେଶର ୧୫ ହଜାର ସରକାରୀ ଓ ଘରୋଇ ହସପିଟାଲ ଏହି ଯୋଜନାରେ ଭାଗିଦାରୀ ନେବାର ଇଚ୍ଛା ପ୍ରକାଶ…
Read More...

ଫରେନ ଡାକ୍ତରଙ୍କ ଦୃଢୋକ୍ତି । ପୁଣି ଆସିପାରେ ଏକ ଭୟଙ୍କର ମହାମାରୀ ଯେଉଁଥିରେ କୋଟି କୋଟି ଲୋକଙ୍କର ଚାଲିଯାଇପାରେ…

କନକ ବ୍ୟୁରୋ : ଆଜିଠୁ ପ୍ରାୟ ଅନେକ ବର୍ଷ ତଳେ ଏକ ମହାମାରୀ ଦେଖାଯାଇଥିଲା । ତେବେ ଏହି ରୋଗ ଦୁନିଆର ପ୍ରାୟ ୫ କୋଟି ଲୋକଙ୍କୁ ଗ୍ରାସ କରିଥିଲା । କେବଳ ଏତିକି ନୁହେଁ ଏହି ମହାମାରୀରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ । ତେବେ ସେହି ରୋଗ ବିଷୟରେ ଜଣେ ଡାକ୍ତର ଯେଉଁ କଥା କହିଛନ୍ତି ତାହା…
Read More...

ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଆପଣଙ୍କ ଡେବିଟ୍ –କ୍ରେଡିଟ୍ କାର୍ଡ ! ଡେଡଲାଇନ୍ ଜାରି କଲା ଆରବିଆଇ ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ)ର ସୂଚନାନୁସାରେ ଖୁବଶୀଘ୍ର ଡେବିଟ୍ –କ୍ରେଡିଟ୍ କାର୍ଡ ବନ୍ଦ ହେବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ଜାରୀ କରାଯାଇଥିବା ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବା ଦରକାର । ବ୍ୟାଙ୍କ ତରଫରୁ ମଧ୍ୟ ଲୋକଙ୍କ ମୋବାଇଲକୁ ମେସେଜ୍ ଜରିଆରେ ଜଲଦି କାର୍ଡ…
Read More...

ନବବଧୂ ରୁପେ ସଜେଇ ହେଲାଣି ଝାରସୁଗୁଡା ବିମାନ ବନ୍ଦର ! ଆଜି ହେବ ଉଦ୍ ଘାଟନ ।

ସଜେଇ ହେଲାଣି ଝାରସୁଗୁଡା ବିମାନବନ୍ଦର । ଝାରସୁଗୁଡା ପଶ୍ଚିମ ଓଡିଶାର ଏକ ପ୍ରମୁଖ ସହର ହୋଇଥିବା ବେଳେ ଖୁବ ଶିଘ୍ର ଏଠାରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଉଦଘାଟନ୍ କରିବେ । ‘ଉଡାଣ’ ଯୋଜନାରେ ବିମାନ ସେବା ଆରମ୍ଭ କରିବା…
Read More...

ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ! କିଛି ମଡେଲର ମୋବାଇଲ ଫୋନରେ କାମ କରିବ ନାହିଁ ହ୍ୱାଟସଆପ, ଜାଣନ୍ତୁ…

ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଏବେ କିଛି ମଡ଼େଲର ମୋବାଇଲ ଫୋନରେ ହ୍ଵାଟ୍ସଆପ କାମ କରିବା ବନ୍ଦ କରିଦେବ ବୋଲି ସୂଚନା ମିଳିଛି । ସେଥିରେ ରହିଛି ଆପଲର ଆଇଓଏସ୍ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନ । ଆଇଓଏସ୍ ୭.୧.୨ ଏବଂ…
Read More...

ଆମେରିକା ଚାହୁଁନି ଭାରତ ଋଷିଆଠାରୁ କିଣୁ ଏସ-୪୦୦ ! ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ ।

ଋଷିଆର ଅତ୍ୟାଧୁନିକ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ଚିନ୍ତାରେ ପଡିଯାଇଛି ଆମେରିକା । ଆମେରିକାର ଭୟ ଯେ ଯେଉଁ ଦେଶ ଏହି ଏସ-୪୦୦କୁ ବ୍ୟବହାର କରିବ ସେମାନେ ଆମେରିକୀୟ ଲଢୁଆ ବିମାନର ଦୁର୍ବଳତାଗୁଡ଼ିକୁ ଧରିପାରିବ । ଏହି କାରଣରୁ ଯେଉଁ ଦେଶ ଏହାକୁ କିଣିବ ସେ ଦେଶ ବିରୋଧରେ ଆମେରିକା…
Read More...

ପୂର୍ବ ରାଗ ଶୁଝାଇଲେ ମାଓବାଦୀ ! ଝିଅ ଜନ୍ମଦିନ ପାଳନ ସମୟରେ ଯବାନ ବାପାଙ୍କୁ କଲେ ହତ୍ୟା ।

ମାଓବାଦୀ ଯବାନମାନଙ୍କୁ ଘରୁ ଅପହରଣ କରି ହତ୍ୟା କରିଥିବାର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି । ପୂର୍ବରୁ ବି ସୀମାରେ ଲଢ଼ି ଲଢ଼ି ଛୁଟି କାଟିବାକୁ ଆସିଥିବା ବେଳେ ନିଜ ଘରେ ଯବାନଙ୍କ ହତ୍ୟା କରାଯାଇଛି। ଠିକ ସେହିଭଳି ଏକ ଘଟଣା ଘଟିଛି ସଶସ୍ତ୍ର ସୀମା ବଳ(ଏସଏସବି) ଯବାନ ବିହାରର ଜାମୁଇ…
Read More...

ରୁୁମାଲ ନେଇଥିଲା ୯୩୧ ଜଣଙ୍କ ଜୀବନ ! ଜାଣନ୍ତୁ ସେହି ସଂଘାତିକ ଷଡ଼ଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କୁ

ଆଉ କିଛି ଦିନ ପରେ ପରଦାକୁ ଆସିବ ଠଗସ୍ ଅଫ୍ ହିନ୍ଦୋସ୍ତାନ ଚଳଚ୍ଚିତ୍ର । ଯେଉଁଥିରେ ପୂର୍ବରୁ ଭାରତରେ କିପରି ଲୁଟେରା ବା ନୃଂଶସ ଗୁଣ୍ଡା ମାନଙ୍କର ରାଜ ଚାଲୁଥିଲା ତାହା ହୁଏତ ଦେଖିପାରିବେ ଦର୍ଶକ । କିନ୍ତୁ ରିୟଲ ଠଗସ୍ ଅଫ୍ ହିନ୍ଦୋସ୍ତାନର ଖଳନାୟକଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।…
Read More...