Browsing Category

ସ୍ପେଶାଲ୍ ରିପୋର୍ଟ

ଭଲପାଇବାକୁ କମ୍ କରିନି ଭାଇରସ୍ : କରୋନା ଭୁତାଣୁରୁ ନିଜକୁ ସୁରକ୍ଷା ଦେବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ମାସ୍କ୍ ଲଗାଇ…

କରୋନା ଭୁତାଣୁର ପ୍ରଭାବରେ ଏବେ ପର୍ଯ୍ୟନ୍ତ ଦୁନିଆର ପ୍ରାୟ ୬୫ ହଜାର ଲୋକ ସଂକ୍ରମିତ ହୋଇଗଲେଣି । ଚୀନରେ ୧୫୦୦ ଲୋକଙ୍କ ଜୀବନ ଚାଲିଗଲାଣି । ଚୀନ୍ ବ୍ୟତୀତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ କରୋନା ଭୁତାଣୁର ପ୍ରଭାବରେ ଲୋକ ପୋକମାଛି ପରି ମଲେଣି । ଏବେ ଲୋକଙ୍କ ମନରେ ଏହି ଭାଇରସ୍ କୁ ନେଇ ଏତେ ଡ଼ର…
Read More...

ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ କରୋନା ଭୁତାଣୁକୁ ସଂକ୍ରମଣ କରିଥିବା ବ୍ୟକ୍ତିଙ୍କ ଫଟୋ ଜାରି : ଅଜାଣତରେ ଅନେକ ଲୋକଙ୍କ…

କିଛି ଦିନ ତଳେ ବ୍ରିଟେନ୍ ରେ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ , ଚିକିତ୍ସକଙ୍କ ଟିମ୍ ଜୋରସୋରରେ ଖୋଜିବା ଆରମ୍ଭ କରିଦେଇଥିଲେ । ବ୍ୟକ୍ତି କୌଣସି ଗୁଣ୍ଡା କି ଅପରାଧି ନଥିଲେ ତାଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ଅଜାଣତରେ କରୋନା ଭାଇରସ୍ ସଂକ୍ରମଣ କରାଉଛନ୍ତି । ବର୍ତ୍ତମାନ ଉକ୍ତ ବ୍ୟକ୍ତି ଜଣକ…
Read More...

ଉମେଶ ଗୋପୀନାଥ ଯାଦବ । ପୁଲୱମା ସହିଦ ଯବାନଙ୍କ ପାଇଁ ଏଭଳି କିଛି କରିଗଲେ, ଯେଉଁଥିପାଇଁ ପୂରା ଦେଶବାସୀ ତାଙ୍କୁ…

କନକ ବ୍ୟୁରୋ : ଫେବ୍ରୁଆରୀ ୧୪, ୨୦୧୯ । ଗୁରୁବାର ଅପରାହ୍ନ ସମୟ । ପୁଲୱାମାରୁ ଏମିତି ଏକ ଖବର ଆସିଥିଲା ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା । କାରଣ ଭାରତୀୟ ଯବାନଙ୍କ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୪୦ ଯବାନ ସହିଦ ହୋଇଯାଇଥିଲେ । ଆଉ ସହିଦ ଯବାନଙ୍କ ପାଇଁ କାନ୍ଦିଥିଲା…
Read More...

ସଚ୍ଚୋଟ ଦେଶଭକ୍ତଙ୍କ ହାତରେ ସହିଦ୍ ଙ୍କ ଗାଁ ମାଟି : ପୁଲୱାମା ଆକ୍ରମଣ ପରେ ଶିହରି ଉଠିଥିଲା ଏହି ଦେଶଭକ୍ତଙ୍କ ହୃଦୟ ,…

ବର୍ଷେ ପରେ ବି ବେଦନା ଦେଉଛି ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କ ବଳିଦାନ । ବର୍ଷେ ତଳର ସେହି ବିଭତ୍ସ ଘଟଣା ଆଜି ବି ମନକୁ ଆନ୍ଦୋଳିତ କରୁଛି । ଦେଶର ପ୍ରତିଟି ବ୍ୟକ୍ତି ବିଭିନ୍ନ ତରିକାରେ ସହିଦ୍ ଯବାନଙ୍କୁ ମନେ ପକାଉଛନ୍ତି । କାଶ୍ମୀରର ଲେଥପୋରା ସ୍ଥିତ ସିଆରପିଏଫ୍…
Read More...

ଆଜି ବିଶ୍ୱ ପାଳୁଛି ପ୍ରେମ ଦିବସ : ପ୍ରେମକୁ ସାର୍ଥକ କରିବା ପାଇଁ ପ୍ରେମୀଯୁଗଳଙ୍କ ପାଇଁ ଦିନଟିଏ 

ପ୍ରେମ । ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ସେଂଟ ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି…
Read More...

୪୦ ବୀରଙ୍କ ବଳିଦାନକୁ ପୁରିଲା ବର୍ଷେ : ଚାରିଆଡେ ରକ୍ତ ଏବଂ ଖଣ୍ଡ ଖଣ୍ଡ ମାଂସ ଟୁକୁଡା ଦେଖି ଯେତେବେଳେ ସହିଦ୍ ଙ୍କ…

ଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସକୁ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସାମାନ୍ୟ ଦିନ ଭଳି ଯବାନ ମାନେ…
Read More...

ଏମିତି ବି ଚମତ୍କାର କରେ ବିଜ୍ଞାନ । ୪ ବର୍ଷ ତଳେ ମରିଯାଇଥିବା କୁନି ଝିଅକୁ ଭେଟିଲେ ମା’ । ପରସ୍ପରକୁ ଛୁଇଁଲେ, ଏକାଠି…

କନକ ବ୍ୟୁରୋ : ସମ୍ପର୍କ । ଏହା ଏକ ଏମିତି ଶବ୍ଦ, ଯାହାର ସୀମା ନାହିଁ । ଆଉ ଏହି ସମ୍ପର୍କ ପାଇଁ କୌଣସି ନିଜ ଲୋକ ଆର ପାରିକୁ ଚାଲିଗଲେ, ସହଜରେ ଭୁଲି ହୁଏ ନାହିଁ ।  କିନ୍ତୁ ଥରେ ଭାବନ୍ତୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ଯଦି ଆପଣ ତାଙ୍କ ସହ ସାକ୍ଷାତ କରିପାରିବେ, ତେବେ ଆପଣ…
Read More...

ମାଛର ଓଜନ ୧୫୦ କିଲୋ । ବିରଳ ମାଛକୁ କିଣିବାକୁ ଲାଗୁଛି ଲୋକଙ୍କ ଭିଡ, ସ୍ଥଳଭାଗରେ ବି ଦୀର୍ଘ ସମୟ ଧରି ବଞ୍ଚିପାରେ ଏହି…

କନକ ବ୍ୟୁରୋ : ଆପଣ ଅନେକ ମାଛ ଦେଖିଥିବେ ଆଉ ଖାଇଥିବେ । ଏପରିକି ମାଛ ମାର୍କେଟରେ ଆପଣ ବିଭିନ୍ନ ପ୍ରକାର ଛୋଟ ବଡ ମାଛ ଦେଖିଥିବେ । କିନ୍ତୁ କେବେ ୧୫୦ କିଲୋଗ୍ରାମର ମାଛ ଦେଖିଛନ୍ତି କି । ଆପଣଙ୍କ ଉତର ହେବ, ସାର୍କକୁ ଛାଡିଦେଲେ ଆଉ କୌଣସି ପ୍ରଜାତିର ଏତେ ବିଶାଳକାୟ ମାଛ ହୋଇପାରିବ ନାହିଁ ।…
Read More...

ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍ । ନୋଟରେ ଦେଖିବାକୁ ମିଳିବ ଚାଷ କାର୍ଯ୍ୟର ଝଲକ ।

କନକ ବ୍ୟୁରୋ : ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍ । ନୂଆ ନୋଟରେ ଦେଖିବାକୁ ମିଳିବ ଚାଷ କାର୍ଯ୍ୟର ଝଲକ । ଏହି ନୂଆ ଏକ ଟଙ୍କିଆ ନୋଟରେ ଇଂରାଜୀରେ ଗଭର୍ଣ୍ଣମେଂଟ ଅଫ୍ ଇଣ୍ଡିଆ ଓ ହିନ୍ଦିରେ ଭାରତ ସରକାର ଲେଖା ରହିବ । ନୂଆ ନୋଟରେ ଅର୍ଥ ସଚିବ ଅତନୁ ଚକ୍ରବର୍ତୀଙ୍କ ଦ୍ୱିଭାଷୀ…
Read More...

ଧନ୍ୟ ତୁମେ ଚୀନବାସୀ…କରୋନା ଭାଇରସର ଭୟବହତା ପରେ ବି ସୁଧୁରିନାହାନ୍ତି ଲୋକେ । ଜୀଅନ୍ତା କୁକୁରକୁ ଝୁଣି ଝୁଣି…

କନକ ବ୍ୟୁରୋ : ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ । ଏହି ଭୟଙ୍କର ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୩୦୦ ଟପିଯାଇଥିବା ବେଳେ ପାଖାପାଖି ୬୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇସାରିଲେଣି । ଚୀନରେ ସୃଷ୍ଟି ହୋଇଥିବା ଏହି ଭାଇରସ ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ଚୀନରେ…
Read More...