Browsing Category

ସ୍ପେଶାଲ୍ ରିପୋର୍ଟ

ଭାରତରେ ପୂଜା ପାଉଛନ୍ତି ଆମେରିକା ରାଷ୍ଟ୍ରପତି : ଡୋନାଲ୍ଡ ଟ୍ରମ୍ପଙ୍କ ୬ ଫୁଟ୍ ର ପ୍ରତିମୂର୍ତ୍ତିକୁ ପୂଜା କରୁଛନ୍ତି…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଟ୍ରମ୍ପଙ୍କ କାର୍ଯ୍ୟକଳାପ ତଥା ଲୋକପ୍ରିୟତା କିଛି ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ଅନ୍ୟ କିଛି ଟ୍ରମ୍ପଙ୍କୁ ଘୃଣା କରିଥାନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
Read More...

୮ ବର୍ଷର ଝିଅ ସହ ୨ ବର୍ଷ ହେଲା ଦୁଷ୍କର୍ମ କରିଆସୁଥିଲେ ୧୬ ଜଣ ସଂପର୍କୀୟ , ଯନ୍ତ୍ରଣା ସହି ନପାରି ଆଖିବୁଜିଲା ପୀଡିତା…

ଆଜିର ଆଧୁନିକ ସମାଜ ଏଭଳି ଅଧପତନ ଆଡ଼କୁ ଗତି କଲାଣି ଯେ ସଂପର୍କ କ’ଣ ଏହାର ପରିିଭାଷାକୁ ଭୁଲିଯାଉଛି । ଶରୀରର ଭୋକ ମେଣ୍ଟାଇବାକୁ ଯାଇ ମାନବତାକୁ ମାରିଦେଉଛି ମଣିଷ । କେଉଁଠି ନିର୍ଭୟା , ଦିଶା ଭଳି ଯୁବତୀ ରାତି ଅନ୍ଧାରରେ ଦୁଷ୍କର୍ମର ଶିକାର ହେଉଛନ୍ତି ତ ଆଉ କେଉଁଠି ଆସିଫା ଏବଂ କିରଣ୍ ଭଳି…
Read More...

ବେକାରୀ ବରକୁ ଦରକାର ସର୍ବଗୁଣା କନିଆଁ ! ବିବାହ ପାଇଁ ବର ଦେଲେ ଏଭଳି ବିଜ୍ଞାପନ , ଲୋକେ କହିଲେ କନିଆଁ ଦରକାର ନା…

ଖବରକାଗଜରେ ଆପଣ ବିବାହକୁ ନେଇ ବର-କନ୍ୟା ଦେଇଥିବା ବିଜ୍ଞାପନ ବାବଦରେ ଦେଖିଥିବେ । ଯେଉଁଥିରେ ଇଛୁକ ବ୍ୟକ୍ତି ନିଜର ବୃତ୍ତି, ଠିକଣା ସହ କିଭଳି ଝିଅ ଚାହୁଁଛନ୍ତି ସେ ବାବଦରେ ଲେଖିଥାନ୍ତି । ସେହିପରି କନ୍ୟା ପକ୍ଷର ମଧ୍ୟ ବିଜ୍ଞାପନରେ ବର୍ଣ୍ଣ, ଉଚ୍ଚତା, ଠିକଣା, ଗୋତ୍ର ବାବଦରେ ସୂଚନା…
Read More...

ବର୍ଷେ ତଳେ ସହିଦ୍ ସ୍ୱାମୀଙ୍କୁ ବିଦାୟ ଦେଇ ପୁରା ଦେଶକୁ କନ୍ଦାଇଥିଲେ ବୀରାଙ୍ଗନା , ଆଜି ସେନାରେ ଭର୍ତ୍ତି ହେବାକୁ…

ଗତବର୍ଷ ଆଜିର ଦିନରେ ଭାରତମାତାର ଜଣେ ବୀର ସନ୍ତାନ ବୀରଗତି ପ୍ରାପ୍ତ କରିଥିଲେ । ଏହାଠାରୁ ଅଧିକ ଦୁଃଖଦାୟକ ଥିଲା ତାଙ୍କ ସାହସୀ ପତ୍ନୀଙ୍କ ବକ୍ତବ୍ୟ । ମନରେ ବେଦନାର ପାହାଡ , ଆଖିରେ ଅଶ୍ରୁର ଜୁଆର ଥାଇ ବି ସେ ସ୍ୱାମୀଙ୍କୁ ସଲାମ୍ କରି ଆଇ ଲଭ୍ ୟୁ କହି ବିଦାୟ ଦେଇଥିଲେ । ବର୍ଷେ ତଳେ ଆଜିର…
Read More...

ସାପ ସହ ୧୧ କି.ମିର ଯାତ୍ରା : ହେଲମେଟ୍ ଭିତରେ ପଶିଥିଲା ବିଷାକ୍ତ ସାପ , ମରୁ ମରୁ ବଂଚିଲେ ଶିକ୍ଷକ ।

ସାପକୁ ଦେଖିଲେ ଅବା କିଏ ନ ଡରେ । ସେ ବିଷଧର ହେଉ କି ସାଧାରଣ ବର୍ଗର , ସାପକୁ ଦେଖି ସମସ୍ତେ ଚିହିଁକି ଉଠନ୍ତି। ବର୍ଷାଦିନରେ ଜୋତା ଭିତରେ କିମ୍ବା ଘରର କେଉଁ କୋଣରେ ସାପ ଶୁଣିଥିବା ଦେଖିଥିବେ କିନ୍ତୁ କେରଳରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଡରରେ ମଧ୍ୟ…
Read More...

ଟ୍ରେନ୍ ସିଟରେ ଶିବ ମନ୍ଦିର : କାଶୀ ମହାକାଳ ଏକ୍ସପ୍ରେସ୍ ଟ୍ରେନର ସିଟ୍ ନମ୍ବର ୬୪ ରେ ପୂଜା ପାଉଛନ୍ତି ମହାଦେବ , ପୂଜକ…

ଷ୍ଟେସନରେ ଧାର୍ମିକ ସ୍ଥଳ ଥିବାର ଅନେକ ଉଦାହରଣ ଦେଖିଥିବେ କିନ୍ତୁ ଟ୍ରେନ୍ ଭିତରେ ଏଭଳି ଦୃଶ୍ୟ କେବେ ଦେଖିଛନ୍ତି କି? ଏହି ଦୃଶ୍ୟ ହେଉଛି କାଶୀ ମହାକାଳ ଏକ୍ସପ୍ରେସ୍ ଟ୍ରେନର । ଟ୍ରେନର ଗୋଟିଏ ସିଟ୍ କୁ ମନ୍ଦିର ଭଳି ସଜାଇ ପୂଜା କରୁଛନ୍ତି ଟିଟିଆଇ । ଏହି ମନ୍ଦିରରେ ମହାଦେବଙ୍କ ମୂର୍ତ୍ତୀ…
Read More...

ଜିରୋରୁ ହିରୋ କରିଦେଲା ଜିଜ୍ଞାସା : ଅଧାରୁ ଛାଡିଥିଲେ ପାଠପଢା , ଏବେ ଲଢୁଆ ବିମାନ ଏବଂ ମିସାଇଲର ପାର୍ଟସ୍ କରୁଛନ୍ତି…

ପ୍ରତିଭା ଥିଲେ ଉପାୟ ଆପେ ଆପେ ଆସେ । କିଛି କରି ଦେଖାଇବାର ଆତ୍ମବିଶ୍ୱାସ ଆଗକୁ ବଢିବାର ବାଟ ଦେଖାଇଥାଏ । ଏଥିପାଇଁ କୌଣସି ବଡ଼ ବଡ଼ କଲେଜ କି ବିଶ୍ୱବିଦ୍ୟାଳୟର ଡ଼ିଗ୍ରୀର ଆବଶ୍ୟକତା ପଡେନି । କେବଳ ଦୃଢ଼ ମନୋବୃତ୍ତି ଏବଂ ଜିଜ୍ଞାସା ହିଁ ଜଣକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏମିତି ଜଣେ…
Read More...

ଲକ୍ଷେ ଉଡାଇନେଲେ ସାଇବର୍ ଠକ : ଜମାଟୋରୁ ଅର୍ଡର କରିଥିଲେ ପିଜ୍ଜା , ଖାତାରୁ ଉଡିଗଲା ଲକ୍ଷେ ଟଙ୍କା ।

କ’ଣ ଆପଣ କେବେ ୧ ଲକ୍ଷ ଟଙ୍କାର ପିଜ୍ଜା ଖାଇଛନ୍ତି? ଆପଣଙ୍କ ପ୍ରଥମ ଉତ୍ତର ଏହାହିଁ ଥିବ, “ପାଗଳ ନା କ’ଣ , ଲକ୍ଷେ ଟଙ୍କିଆ ପିଜ୍ଜା କିଏ ଖାଇବ!” ଆପଣଙ୍କ ଉତ୍ତର ସମ୍ପୁର୍ଣ୍ଣ ଠିକ୍ କିନ୍ତୁ ନୋଏଡାର ଶ୍ୱେତା ନାମକ ଜଣେ ମହିଳାଙ୍କୁ ପିଜ୍ଜା ଖାଇବା ମହଙ୍ଗା ପଡିଯାଇଛି । ଶ୍ୱେତା ଅନଲାଇନ୍…
Read More...

ଆମ୍ବୁଲାନ୍ସ ପାଇଁ ଅଟକିଲେ ନବୀନ । ରାଜଧାନୀ ରାଜରାସ୍ତାର ଭିଡ ଭିତରେ ନିଜ କାରକେଡ୍ ଅଟକାଇଲେ, ଆମ୍ବୁଲାନ୍ସକୁ ବାଟ ଦେଇ…

କନକ ବ୍ୟୁରୋ : ଆମ୍ବୁଲାନ୍ସ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଆମ୍ବୁଲାନ୍ସକୁ ବାଟ ଛାଡିଲେ ନବୀନ । ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ସାରା ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ନବୀନ ପଟ୍ଟନାୟକ ପୁଣି ଥରେ ଜଣେ ଭଲ ମୁଖ୍ୟମନ୍ତ୍ରୀ ହେବାର ଉଦାହରଣ ରଖିଛନ୍ତି ।…
Read More...

ନିମନ୍ତ୍ରଣ ରଖିଲେ ପ୍ରଧାନମନ୍ତ୍ରୀ : ରିକ୍ସା ଚାଳକଙ୍କ ପାଖକୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ

ରିକ୍ସା ଚାଳକଙ୍କ ଝିଅ ବାହାଘରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଶୁଭେଚ୍ଛାପତ୍ର ମିଳିବା ପରେ ରିକ୍ସା ଚାଳକ ଜଣକ ଖୁସିରେ ଆତ୍ମହରା ହୋଇପଡିଥିଲେ । ଏପରିକି ଝିଅର ବାହାଘରରେ ଆସିଥିବା ସମସ୍ତ ଅତିଥିଙ୍କୁ ଜଣ ଜଣ କରି ମୋଦିଙ୍କର ଏହି ଶୁଭେଚ୍ଛା ପତ୍ରକୁ ଦେଖାଇଥିଲେ…
Read More...