Browsing Category

ସ୍ପେଶାଲ୍ ରିପୋର୍ଟ

ପେପର ନେବ ପେପର… ୮୦ ବର୍ଷ ବୟସରେ ବସରୁ ବସ ବୁଲି ପେପର ବିକୁଛନ୍ତି ରମ୍ଭାମଣୀ… ଦିନେ ବେପାର ନହେଲେ…

କନକ ବ୍ୟୁରୋ: ପେପର ବିକିଲେ ପୂରୁଛି ପେଟ । ୮୦ ବର୍ଷିୟା କାନ୍ଧରେ ପରିବାରର ବୋଝ । ଶରୀରରୁ ଶକ୍ତି ଚାଲିଗଲାଣି । ଚମ ଧୁଡୁଧୁଡୁ ଦେହ ଭିତରକୁ ଆଖି ପଶି ଗଲାଣି । ଆଉ ପାକଳ ହାତ ବରଡା ପତ୍ର ପରି ଥରିବାକୁ ଲାଗିଲାଣି... ୮୦ ବର୍ଷ ବୟସରେ କାହା ଦେହରେ ବଳଥାଏ ଯେ ୟାଙ୍କ ଦେହରେ ରହିବ । ହେଲେ…
Read More...

ପୋଷା କୁକୁରର ପିଣ୍ଡଦାନ ! କୁକୁରର ଆତ୍ମା ଶାନ୍ତି ପାଇଁ ୧୨,୦୦୦ କି.ମି. ଦୂରରୁ ଆସି ଗଙ୍ଗାରେ ଅସ୍ତି ବିସର୍ଜନ କଲେ…

ଆଜିର ସମୟରେ ଯେଉଁଠି ଗୋଟିଏ ଘରେ ରହି ସୁଦ୍ଧା ଭାଇ ଭାଇ ମଧ୍ୟରେ ଭଗାରୀ ଭାବ ସୃଷ୍ଟି ହେଉଛି ସେହି ସମାଜରେ ପଶୁପକ୍ଷୀଙ୍କ ପ୍ରତି ପ୍ରେମ କ୍ୱଚିତ ହିଁ ଦେଖିବାକୁ ମିଳେ । ଯେଉଁ ସମୟରେ ଲୋକେ ନିଜର ପରିଜନ, ବନ୍ଧୁବର୍ଗଙ୍କୁ ଭୂଲି ଯାଉଛନ୍ତି , ବିହାରର ପୂର୍ଣ୍ଣିଆରେ ମାନବିକତାର ଏକ ଉଦାହରଣ…
Read More...

ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବାହୁବଲୀ ଅବତାର : ଜିଓରେ ବାହୁବଲୀ ଗୀତରେ ଯୋଦ୍ଧା ସାଜିଲେ ଡୋନାଲ୍ଡ ଟ୍ରମ୍ପ୍…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲାଣି ଭାରତ । ଡୋନାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମିଲେନିୟା ଟ୍ରମ୍ପ୍ , ଝିଅ ଇବାଙ୍କା ଟ୍ରମ୍ପ ଏବଂ ଜ୍ୟୋଇଁ ଜାରେଡ୍ କୁଶନେର୍ ମଧ୍ୟ ଭାରତ ଆସିବେ । ଟ୍ରମ୍ପ ପରିବାର ସହ ୨ ଭାରତୀୟ ଅଧିକାରୀ ମଧ୍ୟ ଆସିବେ । ଏହି ଖାସ୍…
Read More...

୩୫ କକ୍ଷରେ ପ୍ରସ୍ତୁତ ହୋଇଥିବା ଗୋଟିଏ ଏଭଳି ହୋଟେଲ୍ , ଯାହା ପ୍ରତିବର୍ଷ ପ୍ରସ୍ତୁତ ହୁଏ ଏବଂ କିଛି ମାସ ପରେ ନଦୀରେ…

ସାଧାରଣତଃ ହୋଟେଲର ନିର୍ମାଣ କରାଯିବା ସମୟରେ ଏହା କିପରି ମଜଭୂତ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ । ମାତ୍ର ଦୁନିଆରେ ଏପରି ଏକ ହୋଟେଲ ଅଛି, ଯାହା ପ୍ରତ୍ୟେକ ବର୍ଷ ନିର୍ମାଣ କରାଯାଏ ଓ ଏହା ନଦୀରେ ଭାସିଯାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ , ଏଭଳି ଅଦ୍ୱିତୀୟ ହୋଟେଲ ସ୍ୱିଡ଼େନରେ…
Read More...

ପ୍ରଦୂଷଣକୁ ରୋକିବାକୁ ୩ ବନ୍ଧୁଙ୍କ ନିଆରା ଆବିଷ୍କାର : ପ୍ରଥମ ବିନା ଫିଲଟର ଆଉଟଡୋର ଏୟାର ପ୍ୟୁରିଫାୟର ମେସିନ୍ ତିଆରି…

ଶିଳ୍ପାୟନ, ସହରୀକରଣ, ଆଧୁନିକରଣ ମୋହରେ ମଣିଷ ସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ଏହାରି ମଧ୍ୟରେ ବିଗତ ୩ ବର୍ଷ ହେଲା ସ୍ୱଚ୍ଛତାକୁ ନେଇ ଦେଶରେ ୧ ନମ୍ବର ସହର ପାଲଟିଛି…
Read More...

ଗର୍ଭବତୀଙ୍କୁ କାନ୍ଧରେ ବୋହି ୧୮ କି.ମି. ଚାଲିଲେ ଗାଁର ମହିଳା : ପହଁଚାଇଲେ ଡାକ୍ତରଖାନା

ଦେଶରେ ବିକାଶର ଚର୍ଚ୍ଚା ହେଉଥିବା ବେଳେ ହିମାଚଳ ପ୍ରଦେଶରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । କୁଲ୍ଲୁରେ ହସ୍ପିଟାଲ ଓ ସଡକ ନଥିବା କାରଣରୁ ଗାଁର ମହିଳାମାନେ ଗର୍ଭବତି ନାରୀକୁ ବାଉଁସ ଚେୟାରରେ ବସାଇ ୧୮ କିଲୋମିଟର ପାଦରେ ଚାଲି ହସ୍ପିଟାଲରେ ପହଞ୍ଚାଇଥିଲେ। ସୂଚନା…
Read More...

ମହିଳାଙ୍କ ମସ୍ତିଷ୍କରୁ ଟ୍ୟୁମର୍ ଅସ୍ତ୍ରୋପଚାର କରୁଥିଲେ ଡାକ୍ତର : ଅସ୍ତ୍ରୋପଚାର ଅଧାରୁ ଉଠିପଡିଲେ ମହିଳା ଏବଂ…

ମସ୍ତିଷ୍କ ଅସ୍ତ୍ରୋପଚାର ବେଳେ ଭାଓଲିନ ବଜାଇଲେ ମହିଳା । ଏପରି ଏକ ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ , ଏହା ଘଟିଛି ଲଣ୍ଡନରେ । ଦାଗମର ଟର୍ଣ୍ଣର ନାମକ ଜଣେ ୫୩ ବର୍ଷୀୟା ମହିଳାଙ୍କ ମସ୍ତିଷ୍କର ଡାହାଣ ଅଂଶରେ ଟ୍ୟୁମର ହୋଇଥିଲା । ହସ୍ପିଟାଲରେ ଏକ ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରାପଚାର…
Read More...

ପେଟ ପୁରିଗଲେ କିଏ ଫୋପାଡିଦିଏ … ପେଟ ଜଳିଲେ କିଏ ଗୋଟାଇ ଖାଇଦିଏ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭୋକର…

ପେଟର ଭୋକ ମଣିଷ ଦ୍ୱାରା କ’ଣ ନ କରାଏ ! ବାଟରେ-ଘାଟରେ, ଗାଁଗହଳିରେ ବୁଢା ଲୋକଙ୍କ ଠାରୁ କେବେ ତ ଏହି ଲୋକବାଣୀଟି ଶୁଣିଥିବେ ଯେ “ପେଟ ପାଇଁ ତ ସବୁ ନାଟ” , ସମାଜର କଟୁସତ୍ୟ ହେଲେ ବି ଏହି ପେଟଚାଖଣ୍ଡକ ପାଇଁ ସବୁ ଚାଲିଛି । ଘରର ଭେଣ୍ଡିଆ ପୁଅ ପରିବାରର ପେଟ ପାଳିବା ପାଇଁ ଘରଠୁ କୋଷ କୋଷ…
Read More...

ରେଲୱେ ଖାଦ୍ୟରେ ବାହାରିଲା ବୁଢିଆଣୀ : ଟ୍ୱିଟର ଜରିଆରେ ଅଭିଯୋଗ ଆଣିଲେ ଯାତ୍ରୀ । 

ରେଲୱେରେ ପରଷା ଯାଉଥିବା ଖାଦ୍ୟରେ ବିଭିନ୍ନ ସମୟରେ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ହୋଇଯାଇଛି । କାହାର ଖାଦ୍ୟ ପୋକ ତ ଆଉ କେଉଁଠି ଅପରିଷ୍କାରକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିନ୍ତୁ ବର୍ତ୍ତମାନ ଯେଉଁ ଖବର ସୋସିଆଲ୍ ମିଡିଆରେ ମୁଖ୍ୟ ଖବର ପାଲଟିଛି ସେ ହେଉଛି ।…
Read More...

ପ୍ରେମିକା ଖୋଜିଲେ ମିଳିବ ପୁରସ୍କାର : ପ୍ରେମିକା ଖୋଜିଦେବା ପାଇଁ ସୋସିଆଲ୍ ମିଡିଆର ସାହାରା ନେଲେ ଆମେରିକା ବ୍ୟବସାୟୀ…

ଆଜିକାଲି ବିବାହ ପାଇଁ ଝିଅ ମିଳିବା କଷ୍ଟକର ହୋଇଗଲାଣି । ସେଥିପାଇଁ ସୋସିଆଲ ମିଡ଼ିଆର ସାହାରା ନେଉଛନ୍ତି ଯୁବପିଢି । ଏଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ଜେଫ ଗେବହାର୍ଟ ନାମକ ଜଣେ ବ୍ୟବସାୟୀ ଗାର୍ଲଫ୍ରେଣ୍ଡ ଖୋଜିଦେବା ପାଇଁ ପୁରସ୍କାର ରଖିଛନ୍ତି । ଏଥିପାଇଁ ସେ ଏକ…
Read More...