Browsing Category

ସ୍ପେଶାଲ୍ ରିପୋର୍ଟ

ପେନସିଲ୍ ମୁନରେ ମହାଦେବ : ପେନସିଲ୍ ମୁନରେ ୦.୫ ଇଞ୍ଚ୍ ର ଶିବଲିଙ୍ଗ ପ୍ରସ୍ତୁତ କରି ବାଃ ବାଃ ସାଉଁଟିଲେ ଜଟଣୀର ଯୁବ…

ଓଡ଼ିଆ କଳାକାରଙ୍କ ହାତର ଯାଦୁ ନିଆରା । ଏହି କଳା ଏବଂ କଳାକାରଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କାଠ ପଥରକୁ ଛୁଇଁଲେ ସେଥିରୁ ଝଲସି ଉଠୁଛି ସୁନ୍ଦର ସୁନ୍ଦର ମୂର୍ତ୍ତି । ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି କୋଣାର୍କ ମନ୍ଦିର ସବୁଠି ଭରି ରହିଛି ଓଡ଼ିଆ…
Read More...

ନିଜର ହାତ ନଥିବା ସତ୍ତେ୍ୱ ଅନ୍ୟଙ୍କ ପାଇଁ ସାହାରା ପାଲଟିଛନ୍ତି ମାଲବିକା : ବିସ୍ଫୋରଣରେ ହରାଇଥିଲେ ହାତ , ଆଜି ଲକ୍ଷ…

ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଥାଏ । କାହାରିକୁ ହେୟ ଜ୍ଞାନ କରିବା କଥା ନୁହେଁ । ସବୁ ଅଙ୍ଗପ୍ରତ୍ୟଙ୍ଗ କାମ କରୁଥିଲେ ସୁଦ୍ଧା କିଛି ଲୋକ କାମ କରିବା ପାଇଁ ଆଦୌ ପସନ୍ଦ କରନ୍ତି ନାହିଁ । ଆଉ ଶରୀରରେ ଦୁର୍ବଳତା ଥିବା ସତ୍ତେ୍ୱ କିଛି ଲୋକ କର୍ମକୁ ଭଗବାନ ଭାବି ଆଗକୁ ବଢିଥାନ୍ତି…
Read More...

ଭକ୍ତଙ୍କ ସମସ୍ୟାକୁ ସମୁଳେ ନାଶ କରନ୍ତି , ନିସନ୍ତାନ ଦମ୍ପତିଙ୍କ କୋଳକୁ ସମ୍ପୁର୍ଣ୍ଣ କରନ୍ତି । ମନରେ ବିଶ୍ୱାସ ରଖି…

ଆଜିି ପବିତ୍ର ମହାଶିବରାତ୍ରୀ । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ । ମହାଶିବରାତ୍ରୀ ଉପଲକ୍ଷେ ଭୋଳାବାବାଙ୍କ ହର ହର ମହାଦେବ ଧ୍ୱନିରେ ଗୁଞ୍ଜରିତ ହେଉଛି ତ୍ରିଲୋକ । ଓଡିଶାର ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ ବାବାଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର…
Read More...

ମହାଶିବରାତ୍ରୀରେ ଉତ୍ସବ ମୁଖର ମହାକାଳ ମନ୍ଦିର : ପ୍ରାତଃରୁ ସତେଜ ଭସ୍ମରେ ଆବାହନ ହେଲେ ଦେବଙ୍କ ଦେବ ମହାଦେବ । 

ଆଜି ପବିତ୍ର ଶିବରାତ୍ରି । ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ । ମହାଶିବରାତ୍ରୀ ଉପଲକ୍ଷେ ଭୋଳାବାବାଙ୍କ ହର ହର ମହାଦେବ ଧ୍ୱନିରେ ଗୁଞ୍ଜରିତ ହେଉଛି ତ୍ରିଲୋକ । ଭାରତର ପ୍ରମୁଖ ଶୈବପୀଠ ଉଜ୍ଜେନର ମହାକାଳ ମନ୍ଦିରରେ ଗତକାଲି ରାତିଠାରୁ ହିଁ ଭକ୍ତଙ୍କ ନାହିନଥିବା ଗହଳି ଦେଖିବାକୁ ମିଳିଛି ।…
Read More...

ଶିବଙ୍କୁ ପୁଜନ୍ତି ସାପ ! ଭାରତରେ ଅଛି ଏଭଳି ଏକ ମନ୍ଦିର ଯେଉଁଠି ପୁଜାରୀ ନୁହଁ ସାପ କରନ୍ତି ଶିବଙ୍କ ପୁଜା । 

ଭାରତରେ ଅନେକ ଭିନ୍ନ ମନ୍ଦିର ନିଜ ପରମ୍ପରାକୁ ନେଇ ଖ୍ୟାତି ବିସ୍ତାର କରିଛି । କିଛି ମନ୍ଦିର ତ ଭଗବାନଙ୍କୁ ଆରାଧନା କରିବା ଲାଗି ଭିନ୍ନ ଭିନ୍ନ ପ୍ରକ୍ରିୟା ଆପଣା ଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି ଶିବ ଲିଙ୍ଗକୁ କୌଣସି ପଣ୍ଡିତ ନୁହେଁ ବରଂ କିଛି…
Read More...

କ୍ଷୀରରେ ମିଶୁଛି ସାମ୍ପୁ ? ସାମ୍ନାକୁ ଆସିଲା ଅପମିଶ୍ରଣର ସାଂଘାତିକ ସତ, କ୍ଷୀରରେ ଡିଟରଜେଣ୍ଟ ସମେତ ମିଶାଯାଉଛି…

କନକ ବ୍ୟୁରୋ : ଆପଣ ପ୍ରତିଦିନ କ୍ଷୀର ପିଉଥିବେ । ଆଉ କୁହାଯାଏ, ଦୈନିକ କ୍ଷୀର ପିଇବା ସ୍ୱାସ୍ଥ୍ୟପାଇଁ ହିତକର ହୋଇଥାଏ । କିନ୍ତୁ କ୍ଷୀରରେ ଅପମିଶ୍ରଣର ଅନେକ ଘଟଣା ଆପଣ ପୂର୍ବରୁ ଶୁଣିଥିବେ । କିିନ୍ତୁ ଆଜି ଆମେ ଆପଣଙ୍କୁ କ୍ଷୀରରେ ଅପମିଶ୍ରଣର ଏମିତି ଏକ ଘଟଣା କହିବୁ, ଯାହା ଆପଣଙ୍କୁ…
Read More...

ମରହଟ୍ଟା ରାଜାଙ୍କୁ ସ୍ୱପ୍ନାଦେଶ ପରେ ପାହାଡ ତଳୁ ବାହାରିଥିଲେ ମହାଦେବ । ମାନସିକ କଲେ, ଆରାଧନା କଲେ ସବୁ ଇଚ୍ଛା ହୁଏ…

କନକ ବ୍ୟୁରୋ: ତାଙ୍କୁ ଆରାଧନା କଲେ ରୋଗ ଦୂର ହୁଏ, ଦୁଃଖ ଦୂର ହୁଏ । ତାଙ୍କ କୃପାରୁ ଭଲ ହୋଇଯାଏ ସବୁ କଷ୍ଟ । ମହାଦେବଙ୍କ ନାମ ନେଲେ ଭଲ ବି ହୋଇଯାଏ ମହାମାରୀ । ଭୋଳା ବାବଙ୍କୁ ନେଇ ବିଭିନ୍ନ କଥା ଓ କିମ୍ବଦନ୍ତୀ ଥିବା ବେଳେ ଭକ୍ତଙ୍କ ବିଶ୍ୱାସ ଭକ୍ତି ଆଗରେ ବେଳେବେଳେ ଦେଖା ଦିଅନ୍ତି ଭଗବାନ…
Read More...

ମାଟି ତଳୁ ମହାଦେବ । ଆଳୁ ଖୋଳୁଖୋଳୁ ପଥରରେ ବାଜିଥିଲା ଶାବଳ, ବୋହିଥିଲା ଧାରଧାର ରକ୍ତ । ମାଟି ଖୋଳିଲା ପରେ ପାତାଳରୁ…

କନକ ବ୍ୟୁରୋ: ସେ ଦୁଃଖ ହରଣ କରନ୍ତି, ଭକ୍ତର କଷ୍ଟକୁ ହଳାହଳ ପରି ପିଇ ଯାଆନ୍ତି ତେଣୁ ତ ତାଙ୍କୁ ହର ହର ମହାଦେବ ବୋଲି ସମସ୍ତେ ଡାକନ୍ତି । ସବୁ ସମସ୍ୟାର ସମାଧାନ ପାଇଁ, ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ପାଖରେ ମହାମାନସିକ କରେ ଭକ୍ତ । ଶ୍ରାବଣ ମାସରେ ମହାଦେବଙ୍କ ମଥାରେ ଭକ୍ତ ପାଣି…
Read More...

ବାଲେଶ୍ୱରର ବାଣେଶ୍ୱର ଶୈବପୀଠ । ଭୋଳାନାଥଙ୍କ ଆରାଧନା ପାଇଁ ଅସୁର ବଣାସୁର କରିଥିଲା ଶିବଲିଙ୍ଗ ସ୍ଥାପନ, ସେବେଠାରୁ…

କନକ ବ୍ୟୁରୋ: ଦେବ ଦେବ ମହାଦେବଙ୍କ କୃପା ଯାହା ଉପରେ ଥାଏ ସେ ଅସାଧ୍ୟ ସାଧନ କରିପାରେ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି । ଯାହା କିମ୍ବଦନ୍ତୀ କହେ ଯୁଗ ଯୁଗ ଧରି ଭୋଳନାଥଙ୍କୁ ଆରାଧନା କରିବା ପାଇଁ ବିଭିନ୍ନ ସ୍ଥାନରେ ଅସୁର ହେଉ କି ଦେବତା ମହାଦେବଙ୍କ ଲିଙ୍ଗ ସ୍ଥାପନ କରିଥିଲେ । ସେହିପରି…
Read More...

ଶୈବପୀଠ ବେଦବ୍ୟାସ ଧାମ । ଶଙ୍ଖ, ସରସ୍ୱତୀ ଓ କୋଇଲି ନଦୀର ସଙ୍ଗମ ସ୍ଥଳୀ, ଯେଉଁଠି ମହର୍ଷି କୃଷ୍ଣ ଦ୍ୱିପାୟନ ମହାଭାରତର…

କନକ ବ୍ୟୁରୋ: ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ହେଉଛି ପବିତ୍ର ବେଦବ୍ୟାସ ପୀଠ। ଶଙ୍ଖ, ସରସ୍ୱତୀ ଓ କୋଇଲି ନଦୀର ସଙ୍ଗମ ସ୍ଥଳୀରେ ଏହା ଅବସ୍ଥିତ । ରାଉରକେଲା ଉପକଣ୍ଠରେ ଥିବା ଏହି ପ୍ରସିଦ୍ଧ ଶୈବପୀଠର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି । ଏହାର ପୃଷ୍ଠଭୂମି ମଧ୍ୟ ସର୍ଵଜନ ସ୍ୱୀକୃତ।…
Read More...