Browsing Category

ସ୍ପେଶାଲ୍ ରିପୋର୍ଟ

ମୋତେ ତାଳି, ଗାଳି, ଅପବାଦ ଦିଅ, ମୁଁ ଆପଣେଇନେବି । କିନ୍ତୁ ମୁଁ ଗରିବ ଲୋକଙ୍କ ଆଖିରେ ଲୁହ ଦେଖିପାରିବିନି । ବନ୍ୟା…

କନକ ବ୍ୟୁରୋ: ରାନୀ ପଣ୍ଡା । ଏହି ନାଁ ହୁଏତ କାହାକୁ ଅଜଣା ନଥିବ । ଜଲିଉଡ ଜଗତର ଜଣେ ବିବାଦୀୟ ଅଭିନେତ୍ରୀ ଭାବେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ରାନୀ । ଯାତ୍ରା ରଙ୍ଗମଂଚରେ ନିଜର ବିବାଦୀୟ ଡ୍ୟାନ୍ସ ପାଇଁ ଓଡିଶାର କୋଣ ଅନୁକୋଣରେ ଅପବାଦ ଆଉ ସମଲୋଚିତ ହୋଇଥିବା ଏହି ଆଇଟମ୍ ଗର୍ଲ ଆଜି…
Read More...

ସମ୍ପର୍କ ମଝିରେ ଲକଡାଉନ ଟାଣିଥିଲା ଲକ୍ଷ୍ମଣରେଖା । ସୋରରେ ଥିଲେ ସ୍ୱାମୀ, ସୁଦୂର ଗୁଜୁରାଟରେ ଥିଲେ ସ୍ତ୍ରୀ । ବୟସର…

କନକ ବ୍ୟୁରୋ : ବୟସ ବଢିଲେ ମଣିଷ ବୁଢା ହୁଏନି... ମଣିଷ ସେତେବେଳେ ବୁଢା ହୁଏ ଯେତେବେଳେ ତା ମନରୁ ପ୍ରେମ ମରିଯାଏ, ହୃଦୟ ହାଣ୍ଡିରୁ ପ୍ରେମ ସରିଯାଏ...ପ୍ରେମ ମନସ୍କ ମଣିଷମାନଙ୍କ ପାଇଁ ବୟସ ଗୋଟେ ବାଉଁଶ ବାଡି, ବିଚ୍ଛେଦ ଗୋଟେ ଅପେକ୍ଷାର ଆସିବା ବାଟ । ଯେଉଁ ବାଟେ ଦିନେ ପ୍ରେମ ଠୁକ ଠୁକ କରି…
Read More...

ଷ୍ଟାଇଲିସ କାର କିଣିବାକୁ ଇଚ୍ଛା ରଖିଛନ୍ତି କି ? ଏଣିକି ପାଖରେ ଟଙ୍କା ନଥିଲେ ବି ଆପଣ କିଣିପାରିବେ କାର । ସ୍ୱିଫ୍ଟ…

କନକ ବ୍ୟୁରୋ : କାର କିଣିବା, କାରରେ ବୁଲିବା ଆଜିକାଲି ଯୁବପୀଢିଙ୍କ ମନରେ ଗୋଟିଏ ବଡ ସ୍ୱପ୍ନ । କାରଣ ଆଜିକାଲି ପିଲାମାନେ ନିଜର ଷ୍ଟାଟସ ବଜାୟ ରଖିବା ସହ ବଜାରରେ ଷ୍ଟାଇଲିଷ୍ଟ ଗାଡି ଧରି ବୁଲିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । କିନ୍ତୁ କାର କିଣିବା ସେତେଟା ସହଜ ନୁହେଁ । ହଜାର ନୁହେଁ ବରଂ…
Read More...

ଲୋକଙ୍କ ସେବା ଆଗ, ମୋ ଜୀବନ ପଛ । ବଢିପାଣିରେ ବିପନ୍ନଙ୍କ ସେବା ପାଇଁ ଜୀବନକୁ ବାଜିରେ ଲଗାଇଛନ୍ତି । ଛାତିରେ ଛାତିଏ…

କନକ ବ୍ୟୁରୋ: ଅଥଳ ଗଣ୍ଡ, ଅକାତ କାତ ପାଣି... ଜମି ବୁଡିଛି, ଜଙ୍ଗଲ ବୁଡିଛି । ଘରଦ୍ୱାର, ଜୀବଯନ୍ତୁଙ୍କୁ ଜଳ ଜଞ୍ଜିରରେ ବାନ୍ଧିଛି । ଦୂର ଦୂର ପର୍ଯ୍ୟନ୍ତ ପାଣିର ପ୍ରଳୟ ଖେଳିଯାଇଛି । ଆଉ ବଞ୍ଚିବା ପାଇଁ ଜୀବନ ଆଉଟୁପାଉଟୁ ହେଉଛି । ସାତକୋଶିଆ ଗଣ୍ଡର ପ୍ରବଳ ପାଣି ଆଖପାଖ ଗାଁ ସହ ପୂରା…
Read More...

ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ? ଆପଣଙ୍କ ଆଧାରକୁ କେହି ଅପବ୍ୟବହାର କରୁଛନ୍ତି କି !! ତେବେ ଚିନ୍ତା କରନ୍ତୁ…

କନକ ବ୍ୟୁରୋ : ଆଧାର କାର୍ଡ । ବର୍ତମାନ ସମୟରେ ଦେଶରେ ଏହାକୁ ମୁଖ୍ୟ ପ୍ରମାଣ ପତ୍ର ଭାବରେ ଗ୍ରହଣ କରାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପ୍ରତ୍ୟେକ ସମୟରେ ଏହା ଆମ ସମସ୍ତଙ୍କର ଆବଶ୍ୟକତା ରହିଛି । ଆଧାର ଆପଣଙ୍କ ପରିଚୟ । କାର୍ଡରେ ଥିବା ୧୨ ଅଙ୍କ ବିଶିଷ୍ଟ ବ୍ୟକ୍ତିଗତ ପରିଚୟର…
Read More...

ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରୁଛି…

କନକ ବ୍ୟୁରୋ : ଆପଣଙ୍କ ମୋବାଇଲର ଲୋକେସନ ବନ୍ଦ ରହିଲେ ବି ଗୁଗୁଲ ଆପଣଙ୍କ ଉପରେ ରଖିଛି ନଜର । ଅଧିକାଂଶ ସମୟରେ ଆପଣମାନେ ନିଜ ମୋବାଇଲର ଲୋକେସନ ବନ୍ଦ ରଖନ୍ତି କିନ୍ତୁ ସେହି ସମୟରେ ବି ଗୁଗୁଲ ଆପଣଙ୍କ ଉପରେ ପୂରା ନଜର ରଖିଛି । ତେବେ ଏମିତି ଖବର ଗୁଗୁଲର ଇଂଜିନିୟର ମାନେ ଦେଇଛନ୍ତି ।…
Read More...

ବିନା ଦରମାରେ ୩୨ ବର୍ଷ ହେଲାଣି ଜଗିଛନ୍ତି ଟ୍ରାଫିକ ପୋଷ୍ଟ । ଦୁର୍ଘଟଣାରେ ଯେମିତି ଜଣଙ୍କ ଜୀବନ ନଯାଏ ସେଥିପ୍ରତି ସଜାଗ…

କନକ ବ୍ୟୁରୋ : ମୋ ଜୀବନ ପଛେ ନର୍କେ ପଡିଥାଉ,ଜଗତ ଉଦ୍ଧାର ହେଉ । ସନ୍ଥ କବି ଭୀମଭୋଇଙ୍କ ଏହି ଉକ୍ତିକୁ ପ୍ରାୟତଃ ସମସ୍ତେ ଜାଣନ୍ତି । କିନ୍ତୁ ଆଜିକାଲି ସମୟରେ ଏହାକୁ କାର୍ଯ୍ୟକାରୀ କରୁଛି ବା କିଏ ? କାରଣ ବର୍ତମାନର ବ୍ୟସ୍ତତା ସମୟ ମଧ୍ୟରେ ମଣିଷ ମହାପୁରୁଷଙ୍କ କଥା ଶୁଣୁଛି ବା କିଏ !! ଆଉ…
Read More...

ଭାରତୀୟ ବୈଜ୍ଞାନିକଙ୍କ ଅନନ୍ୟ ଉଦ୍ଭାବନ : ଏମିତି ଏକ ଛୁଞ୍ଚି, ଦେହରେ ଫୋଡ଼ିଲେ ବି ହେବ ନାହିଁ ଯନ୍ତ୍ରଣା

ଇଞ୍ଜେକ୍ସନ ନେବାବେଳେ ଯେତେବେଳେ ସିରିଞ୍ଜର ଛୁଞ୍ଚି ଶରୀରରେ ପଶିଥାଏ, ସମସ୍ତଙ୍କୁ କିଛି ମାତ୍ରାରେ ଯନ୍ତ୍ରଣା ହୋଇଥାଏ | ବିଶେଷ କରି ଯେଉଁମାନଙ୍କର ଡାଏବେଟିସ ଥାଏ ଓ ବାରମ୍ବାର ସିରିଞ୍ଜ ମାଧ୍ୟମରେ ଇନସୁଲିନ ନେବାକୁ ପଡୁଥାଏ ସେମାନଙ୍କୁ ଯନ୍ତ୍ରଣା ହେଲେ ବି ସହିବାକୁ ପଡିଥାଏ | କିନ୍ତୁ ଖୁବ…
Read More...

କରୋନା ପାଇଁ କଳା ଉପରେ କଟକଣା, ହେଲେ ହାରିନି କଳାକାର । ଅଭିନେତା ପରି ବୃତି ବଦଳାଇଛି, ବିକଳ୍ପ ବାଛିଚି । ଜୀବନ…

କନକ ବ୍ୟୁରୋ: ଶୁଣିଥିଲି ସମୟ ସବୁକିଛି ବଦଳାଇଦିଏ । ସମୟ କେତେବେଳେ କାହାକୁ କେଉଁଭଳି ସଜାଇଦିଏ ତାହା କେହି କେବେ କଳ୍ପନା କରିନଥିବେ । ନାଟକର ଅଭିନେତା ନିର୍ଦ୍ଦେଶକର କଥାରେ ନାଚିବା ପରି ସମୟର ଇସାରାରେ ନାଚେ ମଣିଷ । ଏଇ ଯେମିତି ମୁଁ... ରଙ୍ଗମଞ୍ଚ ଛାଡି, ମୁହଁର ରଙ୍ଗ ପାଉଡର ଲିଭାଇ…
Read More...

ଜନ୍ମଦିନରେ ଜୀବୀକା ଦେଲେ, ରୋଜଗାର ଯୋଗାଇଲେ… ଅଭାବୀ, ଅସହାୟଙ୍କ ଦୁଃଖ ଦେଖି ରହି ପାରିଲେନି ଦରଦୀବନ୍ଧୁ । ନିଜ…

କନକ ବ୍ୟୁରୋ: ଜନ୍ମଦିନରେ ଜୀବୀକା ଯୋଗାଇଲେ, ନୂଆ ଜୀବନ ଜିଇଁବାକୁ ବାଟ ଖୋଲିଦେଲେ । ନିଜ ଜନ୍ମଦିନରେ ଅଭାବୀ, ଅସହାୟଙ୍କୁ ସାହଯ୍ୟ କରି ସବୁଦିନ ପାଇଁ ସ୍ମୃତିମୟ କଲେ ଯୁବକ । ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଆଜିର ଯୁବପୀଢୀ ବିଭିନ୍ନ ପନ୍ଥା ଆପଣଉଛନ୍ତି । କିଏ କେକ୍ କାଟି ସେଲିବ୍ରେସନ…
Read More...