Browsing Category

ସ୍ପେଶାଲ୍ ରିପୋର୍ଟ

ବିଗ୍ ବି’ଙ୍କ ବିଗ୍ ଫ୍ୟାନ୍ : ଅମିତାଭଙ୍କୁ ଟ୍ୱିଟରରେ ଫଲୋ କଲେ ୨କୋଟି ୨୦ ଲକ୍ଷ ଲୋକ

ବଲିଉଡ ମେଗାଷ୍ଟର ଅମିତାଭ ବଚ୍ଚନ । ଅଭିନୟର ଚିତ୍ର ଚରିତ୍ରର ଜଣେ ମାଇଲଖୁଂଟ। ଯାହାଙ୍କ ଅନେକ ସଫଳତା ଓ ଅନେକ ଯଶ । ସାରା ବିଶ୍ୱରେ ତାଙ୍କର ନାଁ ହିଁ ତାଙ୍କର ପରିଚୟ। ଏବେ ଆଉ ଏକ ସୁନାମ ଅର୍ଜନ କରିଛନ୍ତି । ଅଭିନୟରେ ନୁହେଁ ସୋସିଆଲ ସାଇଟରେ । ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ…
Read More...

ଦିଲ୍ଲୀ ଦେଖିବ ଶାଢୀବାଲା ମାରାଥନ୍ : ସ୍ୱତନ୍ତ୍ର କଷ୍ଟ୍ୟୁମରେ ଧାଇଁବେ ଭାରତୀୟ ମା

ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଦିଲ୍ଲୀ ରାସ୍ତାରେ ଦୈାଡିବେ ଭାରତୀୟ ବୋହୁ। ଆଉ ଧାଇଁବା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଶାଢୀ। ଯାହାକୁ ଏବେ ରନିଙ୍ଗ ଶାଢୀ କୁହାଯାଉଛି। ଏହି ରନିଙ୍ଗ ଶାଢୀକୁ ପ୍ରସ୍ତୁତ କରିଛନ୍ତି ମଡେଲ ମିଲିନ୍ଦ ସୋମାନ। ମିଲିନ୍ଦ କିଛି ବର୍ଷ ହେଲା ଆୟୋଜନ…
Read More...

ବିବାଦୀୟ ସୁଟ୍ କଲା ବିଶ୍ୱରେକର୍ଡ : ଗିନିସ୍ ବୁକରେ ସାମିଲ୍ ହେଲା ମୋଦିଙ୍କ ସୁଟ୍

ଗିନିସ୍ ବୁକରେ ସାମିଲ୍ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାଦୀୟ ସୁଟ୍ । ଗତ ବର୍ଷ ଫେବ୍ରୁଆରିରେ ମୋଦିଙ୍କ ଏହି ସୁଟକୁ ଗୁଜରାଟର ହୀରା ବ୍ୟବସାୟୀ ଲାଲଜୀ ଭାଇ ପଟେଲ ୪କୋଟି ୩୧ଲକ୍ଷ ୩୧ହଜାର ୩ଶହ ୧୧ଟଙ୍କାରେ କିଣିଥିଲେ । ନିଲାମରେ ବିକ୍ରି ହୋଇଥିବା ବିଶ୍ୱର ସବୁଠୁ ଦାମୀ ସୁଟ୍…
Read More...

ରୂପା ଝିଅଙ୍କ ସୁନେଲି ଜୀବନ : କେମିତି ଥିଲେ ପିଲାଦିନେ ସିନ୍ଧୁ

ଫଟୋରେ ଦେଖୁଥିବା ଏ ଛୋଟ ପତଳା ଝିଅଟି ଆଜି ଦେଶର ଗୈାରବ। ଘରେ ଘରେ ଆଜି ପ୍ରିୟର ସିନ୍ଧୁ। ରିଓ ଅଲିମ୍ପିକ୍ସରେ ରୈାପ୍ୟ ପଦକ ଜିତି ଭାରତକୁ ଗୈାରବାନ୍ୱିତ କରିଥିବା ସୁନା ଝିଅ ପି.ଭି ସିନ୍ଧୁଙ୍କୁ ସଲାମ କରିଛି ସାରା ଭାରତ। ସର୍ବ କନିଷ୍ଠ ଭାବେ ସିନ୍ଧୁ ଅର୍ଜନ କରିଛନ୍ତି ଏହି ସଫଳତା। ନିଜ…
Read More...

ମହଙ୍ଗା ପଡିଲା ମଝି ଆକାଶରେ ସେଲଫି

ସେଲଫି ନିଶାରେ ଆଜି ସମସ୍ତେ ମତୁଆଲା। ଛୋଟ ଠାରୁ ବଡ କେହି ଏଥିରୁ ବାଦ୍ ଯାଉନାହାଁନ୍ତି। ଏହି ସେଲଫି ଫଟୋ ଉଠାକୁ ନେଇ ୩ଜଣ ଇଣ୍ଡିଗୋ ପାଇଲଟଙ୍କୁ ମହଙ୍ଗା ପଡିଛି। ମନମୁଖୀ କାମ ପାଇଁ ବିମାନ ଚାଳନରୁ ବାରଣ କରାଯାଇଛି। ଗୋଟେ ସପ୍ତାହ ପାଇଁ ସେମାନଙ୍କୁ ବିମାନ ଚାଳନରୁ ନିବୃତ କରିଛି…
Read More...

ଗାନ୍ଧୀ ମାଗୁଛନ୍ତି ଚାକିରୀ, ମାଷ୍ଟର୍ ହେବେ ଅମିତାଭ ବଚ୍ଚନ ! ୟୁପିର ଅଜବ କାହାଣୀ

ମହାତ୍ମା ଗାନ୍ଧୀ ଓ ଅମିତାଭ ବଚ୍ଚନ ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷା ସହାୟକ ଭାବରେ କାମ କରିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ସେମାନେ ଉତ୍ତରପ୍ରଦେଶ ଲକ୍ଷ୍ନୋର ସରକାରୀ ସ୍କୁଲରେ ଚାକିରୀ ପାଇଁ ଆବେଦନ କରିଛନ୍ତି । କେବଳ ସେତିକି ନୁହେଁ ୯୪ % ନମ୍ବର ରଖି ମେରିଟ୍ ଲିଷ୍ଟର ସବୁଠାରୁ ଟପରେ…
Read More...

ପଂଜାବର ପାଗଳା ପୁଲିସ : ପେଟରୁ ବାହାରିଲା ୪୦ଟି ଛୁରି , ଡାକ୍ତର ତାଜୁବ୍

ଏକ ଅଜବ ଘଟଣାରେ ଡାକ୍ତରଙ୍କ ଦଳ ଅସ୍ତ୍ରୋପଚାର କରି ଜଣେ ବ୍ୟକ୍ତିର ପେଟରୁ ୪୦ଟି ଛୁରି ବାହାର କରିଛନ୍ତି। ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ଡାକ୍ତର ଜତିନ୍ଦର ମାଲହୋତ୍ରା କହିଛନ୍ତି ୪୨ ବର୍ଷୀୟ ପୁଲିସ କନଷ୍ଟେବଳଙ୍କୁ ପେଟରେ ଯନ୍ତ୍ରଣା ଓ ଦୁର୍ବଳତା ଯୋଗୁଁ ଡାକ୍ତରଖାନାରେ ଭର୍ତି…
Read More...

ମନ୍ତ୍ର ପାଠରୁ ମେଧାବୀ ଛାତ୍ର : ସଂସ୍କୃତିର ସଂସ୍କାର ଭିତରେ ସୃଷ୍ଟି ଆଇଟି ଇଂଜିନିୟର

ମାଥୁର , କର୍ଣ୍ଣାଟକ ଜିଲ୍ଲାରେ ଅବସ୍ଥିତ ଏକ ଏପରି ଗାଁ ଯେଉଁଠି ସଂସ୍କୃତ ଭାଷାକୁ ଖୁବ୍ ପ୍ରାଧାନ୍ୟ ଦିଆଯାଇଛି। ଗାଁର ପ୍ରତି ଲୋକ ସଂସ୍କୃତ ଭାଷାରେ ହିଁ କଥାବାର୍ତା ହୁଅନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏହି ଗାଁ ର , ପ୍ରତି ଘରେ ଜଣେ ଜଣେ ଇଂଜିନିୟର ଅଛନ୍ତି । ମାଥୁର ଗାଁର…
Read More...

ରକ୍ଷକ ସାଜିଲା ଭକ୍ଷକ : ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ଭାଇ

ଜଗତସିଂହପୁର : ସଂପର୍କରେ ଲାଗିଲା ଦାଗ। ଭାଇ-ଭଉଣୀ ଭଳି ପବିତ୍ର ସଂପର୍କରେ ଲାଗିଛି ଦୁଷ୍କର୍ମ ଭଳି ଅପବାଦର ଛିଟା। ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କାଠକୋଟ ଗାଁରେ। ଘଟଣା ଏତିକିରେ ସରିନି, ଅଭିଯୋଗ ହୋଇଛି ଭଉଣୀକୁ ଦୁଷ୍କର୍ମ କଲା ପରେ ହତ୍ୟା କରି ନଦୀରେ…
Read More...

ଯୁଦ୍ଧ ବିଭୀଷିକାର କରୁଣ ଚେହେରା : ସାରା ବିଶ୍ୱକୁ ସ୍ତବ୍ଧ କରିଛି ୫ବର୍ଷୀୟ ଓମରାନ ଦାକନିଶର ଫଟୋ

ଯୁଦ୍ଧ ବିଭୀଷିକାର କରୁଣ ଚେହେରା । ସାରା ବିଶ୍ୱକୁ ସ୍ତବ୍ଧ କରିଛି ଉତର ସିରିୟା ଆଲେପୋର ଜଣେ ୫ବର୍ଷୀୟ ଶିଶୁର ଫଟୋ । ଏହି ବାଳକର ଫଟୋଟି ଯୁଦ୍ଧର ଭୟାବହତା ବଖାଣୁଛି । ଗୁରୁତର ଆହତ ୫ବର୍ଷୀୟ ଓମରାନ ଦାକନିଶ ଚିକିତ୍ସା ଅପେକ୍ଷାରେ ଆମ୍ବୁଲାନ୍ସରେ ବସିଥିବା ଫଟୋ ଓ ଭିଡିଓ ଏବେ ଭାଇରାଲ ହୋଇଛି…
Read More...