Browsing Category

ସ୍ପେଶାଲ୍ ରିପୋର୍ଟ

ବିଶ୍ୱର ଦାମୀ କଳାକାରଙ୍କ ଭିତରେ ବଲିଉଡ : ଟପ୍-୨୦ରେ ଶାହାରୁଖ ଓ ଅକ୍ଷୟ

ଆମର ଭାରତୀୟ ଫିଲ୍ମ ହୁଏତ ହଲିଉଡ ଫିଲ୍ମ ସହ ତୁଳନୀୟ ହୋଇନପାରେ। ହେଲେ ବଲିଉଡର କିଛି ଅଭିନେତା ଅଛନ୍ତି ,ଯେଉଁମାନେ ହଲିଉଡର କିଛି ଟପ୍ ଅଭିନେତାଙ୍କ ବାର୍ଷିକ ଆୟ ସହ ସମାନ ଆୟ କରନ୍ତି । ଫୋର୍ବସ ମାଗାଜିନ ଟପ-୨୦ ଦାମୀ ଅଭିନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଚାରି ଭାରତୀୟ କଳାକାର। ପୂର୍ବ…
Read More...

ଏଣିକି ହାଜି ଅଲ୍ଲୀରେ ପ୍ରବେଶ କରିପାରିବେ ମହିଳା : ମୁମ୍ବାଇ ହାଇକୋର୍ଟଙ୍କ ଐତିହାସିକ ରାୟ

ଏଣିକି ମୁମ୍ବାଇର ପ୍ରସିଦ୍ଧ ହାଜି ଅଲ୍ଲୀରେ ପ୍ରବେଶ କରିପାରିବେ ମହିଳା । ହାଜି ଅଲିର ଗର୍ଭଗୃହ ପର୍ଯ୍ୟନ୍ତ ମହିଳାମାନେ ପ୍ରବେଶ କରିପାରିବେ ବୋଲି ଐତିହାସିକ ରାୟ ପ୍ରକାଶ କରିଛନ୍ତି ମୁମ୍ବାଇ ହାଇ କୋର୍ଟ । ହାଜି ଅଲ୍ଲୀ ଟ୍ରଷ୍ଟ ବୋର୍ଡ ଲଗାଇଥିବା ବ୍ୟାନକୁ ହଟାଇଛନ୍ତି ହାଇକୋର୍ଟ ।…
Read More...

ମୁଁ କାହିଁକି ମରିବାକୁ ଚାହେଁ ! ଶୁଣନ୍ତୁ ଜଣେ ଝିଅର ମୃତ୍ୟୁକାଳୀନ ଜମାନବନ୍ଦୀ

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅନେକ ଭିଡିଓ ଆମେ ଦେଖିଛୁ । କିନ୍ତୁ ଏହା ଏମିତି ଏକ ଭିଡିଓ ଯାହା ଆପଣଙ୍କୁ ନିଶ୍ଚୟ ବିଚଳିତ କରିବ । ପରିବାରର ସମ୍ମାନ ପାଇଁ ଶେଷରେ ତାଙ୍କୁ ବଳି ଦିଆଯାଇଛି । ଆଉ ମୃତ୍ୟୁ ପୂବରୁ ନିଜର କରୁଣ କାହାଣୀକୁ ସେ ମୋବାଇଲରେ ରେକର୍ଡ କରିଛନ୍ତି ।ପୀଡିତାଙ୍କ…
Read More...

ମତ୍ସ୍ୟଜୀବୀ ପାଇଁ ମାମୁଲି ବିଶ୍ୱ ପାଇଁ ଦାମୀ : ଜଣେ ଅଭାବୀ ମୁକ୍ତା ମାଲିକର କାହାଣୀ

ଲୋଭ ମୋହ ମାୟା। ହୁଏତ ଏସବୁ ପ୍ରତିଟି ମଣିଷଙ୍କ ପାଖରେ ଖୁନ୍ଦି ହୋଇ ରହିଥାଏ। କୁହାଯାଏ, ଏସବୁୁରୁ ଉଦ୍ଧ୍ୱର୍କୁ ଯିବାକୁ ସାଧନା ଦରକାର । ହେଲେ ବେଳେ ବେଳେ ଅଜ୍ଞାନତା ମୋହମାୟା ଠାରୁ ମଣିଷକୁ ଦୂରେଇ ରଖେ । ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଫିଲିପାଇନ୍ସରୁ ,ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ…
Read More...

ଭାରତ ଦର୍ଶନ ବେଳେ କିଛି ଛାଡି ଯାଇଛନ୍ତି କି? ଆସନ୍ତୁ ବୁଲିଯିବା କିଛି ଅଦ୍ଭୂତ ମନ୍ଦିର

ଭାରତୀୟଙ୍କର ଭଗବାନଙ୍କ ପ୍ରତି ରହିଛି ଢେର୍ ଆସ୍ଥା। ରହିଛି ଅନେକ ବିଶ୍ୱାସ। ଏପରି ବି ଦେଖାଯାଇଛି ଯେ ସୀମା ଟପିଯାଇଛି ସବୁ ପ୍ରକାରର ଭକ୍ତି। ଭକ୍ତମାନେ ଏଭଳି ସବୁ ମନ୍ଦିର ନିର୍ମାଣ କରିଛନ୍ତି ଯାହାକି ବର୍ତମାନ ଆଶ୍ଚର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି। ଦେଖନ୍ତୁ ଭାରତର ଏଭଳି କିଛି ମନ୍ଦିର।…
Read More...

ଜହ୍ଲାଦ୍ ସାଜିଲେ ଜଙ୍ଗ୍ ! ତ୍ରାହି ତ୍ରାହି ଡାକୁଛନ୍ତି ଉତ୍ତର କୋରିଆ ଅଲିମ୍ପିକ୍ସ ଖେଳାଳି

ଶେଷ ହୋଇଛି ରିଓ ଅଲିମ୍ପିକ୍ସ । ପ୍ରାୟ ୨ଶହ ଦେଶର ଖେଳାଳି ନିଜ ଭାଗ୍ୟ ପରୀକ୍ଷା କରି ଫେରି ଯାଇଛନ୍ତି । ନିଜ ନିଜ ଦେଶକୁ । କିଏ ପଦକ ପାଇ ବିଶ୍ୱ ବିଜୟୀ ହୋଇଛି ତ ପୁଣି କିଏ ବିଶ୍ୱକ୍ରୀଡାର ଅନୁଭୂତିକୁ ସାଉଁଟି ନେଇଛି ନିଜ ସାଥୀରେ । ପଦକ ପାଇଥିବା କ୍ରୀଡାବିତଙ୍କୁ ନିଜ ଦେଶରେ ମିଳିଛି…
Read More...

କୋକେଇ ସାଜିଲା ସ୍ୱାମୀର କାନ୍ଧ ! କଳାହାଣ୍ଡିର କରୁଣ ଦୃଶ୍ୟକୁ ନେଇ ଦୋହଲିଗଲା ଦେଶ

କନକ ବ୍ୟୁରୋ : ଭାରତ ପାଇଁ ଫ୍ରାନ୍ସର କଂପାନୀ ନିର୍ମାଣ କରୁଥିବା ବୁଡା ଜାହାଜର ତଥ୍ୟ ଲିକ୍। ସୋରଗେସିକୁ ନେଇ କ୍ୟାବିନେଟର ନିଷ୍ପତି । ଭୂକମ୍ପରେ ଦେଶ ଦେହଲିବା । ଏମିତି ଅନେକ ଜାତୀୟସ୍ତରର ଗୁରୁତ୍ୱପୂର୍ଣ୍ଣ ଖବରକୁ ପଛରେ ପକାଇ ଦେଇଥିଲା ଓଡିଶା ଭଳି ଛୋଟିଆ ରାଜ୍ୟର ଛୋଟିଆ ଅଂଚଳର ଛୋଟିଆ…
Read More...

ଲାଇଟ-ସାଉଣ୍ଡ -କ୍ୟାମେରା ପରେ କୁଆଡେ ଯାଆନ୍ତି ଷ୍ଟାର : ବି-ଟାଉନ ସେଲିବ୍ରେଟିଙ୍କ ହଲିଡେ ଡେଷ୍ଟିନେସନ

ଆମର ବି-ଟାଉନର ସେଲିବ୍ରେଟିମାନେ ଖୁବ୍ ବ୍ୟସ୍ତ ଥାଆନ୍ତି ନିଜର ସୁଟିଂ ସିଡ୍ୟୁଲକୁ ନେଇ। ଲାଇଟ-ସାଉଣ୍ଡ-କ୍ୟାମେରାର ଜୀବନ ଭିତରେ , ଇଛା କରିଥାନ୍ତି ରିଲ ଲାଇଫରୁ ଅବସର ନେଇ ରିୟଲଲାଇଫ ଏଂଟରଟେନର। ସମୟ ପାଇବା କ୍ଷଣି ନିଜର ପ୍ରିୟଜନଙ୍କୁ ନେଇ ଚାଲିଯାଆନ୍ତି ହଲିଡେ ଟୁରରେ। ଏମିତି ଅନେକ…
Read More...

ନ୍ୟାୟ ମାଗୁଛି ନାବାଳିକା : ଥାନା ସୀମା ବିବାଦରେ ପୀଡିତାଙ୍କ ପରିବାର

କନକ ବ୍ୟୁରୋ : ସରଳମନ କାନ୍ଦି ଉଠୁଛି । ଖୁବ୍ ବାଧିଛି । ତେଣୁ ବେଧଡକ୍ ସେ କହିଯାଉଛି ସେହି ଅଭାବନୀୟ ମୁହୁର୍ତ୍ତର କଥା। ଜୀବନ ବୁଝିବାର ବୟସ ହୋଇନି , ଲଜ୍ଜା ସଂକୋଚ କଥା ବୁଝିବ ବା କେମିତି । ତଥାପି ତାକୁ ମନେ ପଡିଯାଉଛି ରାକ୍ଷସର ବର୍ବରରୂପ । ଏ ନାବାଳିକାର ଘର ଭୁବନେଶ୍ୱର…
Read More...

ଡ୍ରମ୍ ବଜାଇ ବିଶ୍ୱ ରେକର୍ଡ : ୨୪ ବର୍ଷୀୟା ଶ୍ରୀଷ୍ଟି ୩୧ଘଣ୍ଟା ଧରି କଲେ କମାଲ୍

ରେକର୍ଡ ବୁକରେ ସ୍ଥାନ ପାଇବାକୁ କାହାର ବା ଇଚ୍ଛା ନଥାଏ। ଯେତେବେଳେ ଗିନିଜ ୱାଲର୍ଡ ରେକର୍ଡ କଥା ଉଠେ ସେତେବେଳେ ମନ ଭିତରେ ଏକ ଅପୂର୍ବ ଉନ୍ମାଦନା ଖେଳିଯାଏ । କିଛି ଦିନ ପୂର୍ବରୁ ଭାରତର ଦୁଇ ଝିଅ ଅଲିମ୍ପିକ୍ସରେ ନିଜକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛନ୍ତି । ଏବେ ଆଉ ଜଣେ ଝିଅ…
Read More...