Browsing Category

ସ୍ପେଶାଲ୍ ରିପୋର୍ଟ

ସାକ୍ଷୀ ରଖିଲେ ସମ୍ମାନ : ରିଓରେ ଜିତିଲେ ବ୍ରୋଂଜ ପଦକ

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସର ୧୨ ଦିନରେ ସଗର୍ବରେ ଉଡିଛି ତ୍ରିରଙ୍ଗା। ରିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ହାସଲ କରିଛି। ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକ ବ୍ରୋଂଜ ପଦକ ଜିତି ନିରାଶା ଭିତରେ ସଫଳତାର ଝଳକ ଦେଖାଇଛନ୍ତି। ୫୮ କେଜି ବର୍ଗରେ ସେ ଏହି ସଫଳତା ପାଇଛନ୍ତି। ହରିୟାନାର ୨୩…
Read More...

ରାକ୍ଷୀ ପୂର୍ବରୁ ଛିଣ୍ଡିଗଲା ବନ୍ଧନ : ଆୟୁଷ ମାଗୁଛି ଆୟୁଷୀ

ଜଣେ ଚାହିଁଥିଲା ବିଶ୍ୱବିଜୟୀ ହେବ । ଆଉ ଜଣଙ୍କୁ ମିଳିଥିଲା ଲମ୍ବା ଆୟୁଷର ଆର୍ଶୀବାଦ । ବିଶ୍ୱଜିତ୍ ଓ ଆୟୁଷୀ । ଜଣେ ବିଶ୍ୱକୁ ଜିତିବା ଆଗରୁ ହାରି ଯାଇଛି ସମୟ ଆଗରେ । ଆଉ ଜଣେ ଆୟୁଷ ସହ ଲଢେଇ କରୁଛି ଏ କୁନି ବୟସରେ । ଡିପିଏସ୍ କିଳିଙ୍ଗର ଏହି ଦୁଇ ପିଲାଙ୍କ ଦୁଇ ବାପାଙ୍କୁ ଛଡାଇ ନେଇଛି…
Read More...

୯୦ ବର୍ଷୀୟା ଜିମ୍ନାଷ୍ଟଙ୍କ ଆଗରେ ହାରମାନିଲା ବୟସ

ଜୋହାନ କ୍ୱାସ୍, ବିଶ୍ୱର ସବୁଠୁ ବୟସ୍କା ଜିମ୍ନାଷ୍ଟ । ୯୦ ବର୍ଷ ବୟସରେ ବି ସେ ସକ୍ରୀୟ ରହିଛନ୍ତି । ୧୯୨୫ ମସିହାରେ ଜର୍ମାନର ହୋହେନସୋଲେନରେ ଜନ୍ମଗ୍ରହଣ କରିଥିବା ଏହି ମହିଳା ଜଣକ ପେଶାଦାର ଜିମନାଷ୍ଟ । ୨୦୧୬ ମସିହା ପାଇଁ ବିଶ୍ୱର ସବୁଠାରୁ ବୟସ୍କା ଜିମନାଷ୍ଟ ତାଲିକାରେ ତାଙ୍କ ନାଁ ରହିଛି…
Read More...

ତ୍ରିିରଙ୍ଗା ଉଡାଇ ସହିଦ୍ ହେଲେ : ସିଆରପିଏଫ୍ କମାଣ୍ଡାଣ୍ଟଙ୍କୁ ଦେଶ ଦେଲା ଶ୍ରଦ୍ଧାଞ୍ଜଳି

ତ୍ରିରଙ୍ଗା ଉଡାଇବାର ଘଂଟାକ ପରେ ସହିଦ୍ ହେଲେ ସିଆରପିଏଫ କମାଣ୍ଡାଂଟ । ଆଜି ସହିଦ୍ ଯବାନ ପ୍ରମୋଦ କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଝାଡଖଣ୍ଡର ଜାମତରା ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସହିଦଙ୍କୁ ତୋପ ସଲାମୀ ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସହକର୍ମୀଙ୍କ ସହ ପରେଡ କରିବା ଆଗରୁ…
Read More...

ସ୍ୱାଧୀନତା ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ

ଗତକାଲି ଥିଲା ସ୍ୱାଧନତା ଦିବସ । ଆମ ଗହଣରେ ବଂଚି ରହିଥିବା ହାତଗଣତି କିଛି ସଂଗ୍ରାମୀଙ୍କୁ ସରକାର ଡାକିଥିଲେ ସମ୍ମାନିତ କରିବାକୁ । ନିମନ୍ତ୍ରଣ ପାଇ ଥର ଥର ପାଦରେ ରାଜଭବନରେ ପହଁଚିଥିଲେ ସଂଗ୍ରାମୀ ମାନେ । ହେଲେ ଫେରିବା ବାଟରେ ଯାହା ଘଟିଲା, ତାହା ଦେଖିଲେ ଆପଣଙ୍କ ମୁଣ୍ଡ ଲଜ୍ଜାରେ ନଇଁଯିବ…
Read More...

ସମ୍ପତି ବିବାଦର କରୁଣ ପରିଣତି : ଝିଅକୁ ହାଣିଲା ରକ୍ତମୁଖା ମା’

ଲୋଭ ମଣିଷକୁ କରିଦିଏ ଶୈତାନ୍ । ଏମିତିକି ନିଜ ସଂପର୍କକୁ ବି ଚିହ୍ନି ପାରେନି ସେ । ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଛେଲିବରୁହାଁ ଗାଁରେ ଘଟିଛି ଏଭଳି ଏକ ଘଟଣା । ଜମି ଜମା ବିବାଦ ପାଇଁ ନିଜ ଜନ୍ମ କଲା ଝିଅକୁ ବି ହାଣିବାକୁ ପଛାଇନି ମା’ । ଆଉ ନିଜ ମାଆ ହାତରୁ ହଣା ଖାଇବା ପରେ ନ୍ୟାୟ…
Read More...

ଅଜବ ସ୍କୁଲର ଗଜବ ବ୍ୟବସ୍ଥା : ୫ଶହ ଟଙ୍କାରେ ପ୍ରକ୍ସି ଟିଚର୍

ସ୍ୱାସ୍ଥ୍ୟ, ଗମନାଗମନ ଓ ଅନ୍ୟ ସବୁଥିରେ ନିନ୍ଦିତ ହେଉଥିବା ନବରଂଗପୁରରେ ଏବେ ଦେଖିବାକୁ ମିଳିଛି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ଭଡାରେ ଚାଲିଛି ଶିକ୍ଷକତା । ଆଉ ଶିକ୍ଷାଦାନ କରୁଛନ୍ତି ଜଣେ ନାବାଳକ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
Read More...

ଅଜବ ଗାଁରେ ଗଜବ ନାଁ : ପିଲା ମାନଙ୍କ ନାଁ ଗୁଗୁଲ୍ , ସୁପ୍ରିମକୋର୍ଟ , କଫି ଓ ଓବାମା

ଦେଶରେ ଥିବା ଅନେକ ଗାଁର ଅଜବ-ଅଜବ ନାଁ ବିଷୟରେ ସମସ୍ତେ ଶୁଣିଥିବେ । ହେଲେ ଏମିତି ଏକ ସଂପ୍ରଦାୟ ବିଷୟରେ ଜାଣିନଥିବେ ଯାହାର ଲୋକଙ୍କ ନାଁ ଶୁଣିଲେ ଚକିତ ହୋଇଯିବେ। ବେଙ୍ଗାଲୁରୁ ପାଖରେ ରୁହନ୍ତି ଏହି ହାକ୍କିପିକ୍କି ନାମକ ଆଦିବାସୀ ସଂପ୍ରଦାୟ ଲୋକ । ଏହି ଆଦିବାସୀ ଲୋକଙ୍କ ପିଲାଙ୍କ ନାଁ…
Read More...

ଲାଲଚୈାକରେ ତ୍ରିରଙ୍ଗା ଉଡାଇପାରିଲେନି ଜାହ୍ନବୀ

ସ୍ୱାଧୀନତା ଦିବସରେ ଶ୍ରୀନଗର ଲାଲ ଚୌକରେ ତ୍ରିରଙ୍ଗା ପତାକା ଉଡାଇବାକୁ ପ୍ରତିଜ୍ଞା କରିଥିବା ,ଲୁଧିଆନାର ୧୫ ବର୍ଷୀୟା ନାବାଳିକା କର୍ମୀ ଜାହ୍ନବୀ ବହଲ ବିଫଳ ହୋଇଛନ୍ତି । ରବିବାର ଜାହ୍ନବୀ ତାଙ୍କର ସମର୍ଥକଙ୍କ ସହିତ ଶ୍ରୀନଗର ବିମାନବନ୍ଦରରେ ପହଂଚିଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ…
Read More...

ଅସୁସ୍ଥ ପାରଳା ମହାରାଜ : ଉନ୍ନତ ଚିକିତ୍ସା ପାଇଁ ଚେନ୍ନାଇ ଗଲେ ଗୋପୀନାଥ ନାରାୟଣ ଦେବ

କନକ ବ୍ୟୁରୋ : ପାରଳା ମହାରାଜ ଗୋପୀନାଥ ନାରାୟଣ ଦେବ ଚିକିତ୍ସା ପାଇଁ ଚେନ୍ନାଇ ଗସ୍ତ କରିଛନ୍ତି । ତାଙ୍କ ଝିଅଙ୍କ ପାଖରେ ରହି ସେ ଚିକିତ୍ସିତ ହେବେ ବୋଲି ଜଣାପଡିଛି । ଗତକାଲି ରାତିରେ ମହାରାଜ ନିଜ ବ୍ୟକ୍ତିଗତ ସଚିବ ଓ କିଛି ସ୍ଥାନୀୟ ଲୋକଙ୍କ ସହ ବିଶାଖାପାଟଣା ଗସ୍ତ କରିଥିଲେ। ସେଠାରୁ ସେ…
Read More...