Browsing Category

ସ୍ପେଶାଲ୍ ରିପୋର୍ଟ

ଏମିତି ବି ଅଛି ଅଜବ ନିୟମ : ଛୋଟବେଳୁ ପିଲାଙ୍କୁ ଦିଆଯାଏ ଯୌନଶିକ୍ଷା

ଆମ ସମାଜରେ ଅଛି ଏକ ନିର୍ଦ୍ଦିଷ୍ଟ ବିବାହଯୋଗ୍ୟ ବୟସରେ ପୁଅ ଓ ଝିଅଙ୍କୁ ବିବାହ କରାଯାଏ । ଏହା ପୂର୍ବରୁ ଶାରୀରିକ ସଂପର୍କକୁ ମଧ୍ୟ ବାରଣ କରିଛି ସମାଜ । ଏହା ବ୍ୟତିରେକ ସଂପର୍କରେ ସମାଜ ନାଲି ଆଖି ଦେଖାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଜନଜାତିର ଲୋକ ଅଛନ୍ତି ଯେଉଁଠି…
Read More...

ଚର୍ଚ୍ଚାରେ ଆଇଏଏସ୍ ଟପର୍ ଟିନା ଡାବିଙ୍କ ଲଭଷ୍ଟୋରୀ : ଲଭ୍ ଜିହାଦର ନାଁ ଦେଲା ହିନ୍ଦୁ ମହାସଭା

କିଛିଦିନ ତଳେ ଆଇଏଏସ୍ ଟପର୍ ଟିନା ଡାବିଙ୍କ ଲଭ୍ ରିଲେସନକୁ ନେଇ ସୋସିଆଲ ମିଡିଆ ସହ ଚାରିଆଡେ ଚର୍ଚ୍ଚା ଚାଲିଥିଲା । ଏବେ ପୁଣି ଚର୍ଚ୍ଚା ଜୋର ଧରିଛି ହିନ୍ଦୁ ମହାସଭାର ଟିପ୍ପଣୀକୁ ନେଇ । ଏହି ଆଇଏଏସ ଟପରଙ୍କ ପ୍ରେମ ସଂପର୍କକୁ ଲଭ ଜିହାଦ ବୋଲି କହିଛି ହିନ୍ଦୁ ମହାସଭା । ଜନତା କା…
Read More...

କାଜାକସ୍ତାନର କୁମ୍ଭକର୍ଣ୍ଣ ଗାଁ ! ଯେଉଁଠି ମାସ ମାସ ଧରି ଶୁଅନ୍ତି ଗ୍ରାମବାସୀ

ଅନେକ ରହସ୍ୟମୟ କାହାଣୀରେ ପରିପୁର୍ଣ୍ଣ ଦୁନିଆ । ସତଚେଷ୍ଟା ସତ୍ୱେ ଏମିତି ଅନେକ ରହସ୍ୟ ଓ ପହେଲୀ ଅଛି ଯାହାର ଗଣ୍ଠିକୁ ଖୋଲିବା ଆଜି ବି ଅସମ୍ଭବ । କେବଳ ରହସ୍ୟାବୃତ୍ତ ହୋଇ ରହିଯାଇଛି ଏହି ରହସ୍ୟ । ତେବେ ପ୍ରତିଦିନ ଏମିତି କିଛି ନା କିଛି ଘଟିଥାଏ ଯାହା କେବଳ ଆମକୁ ଭାବିବାକୁ ବାଧ୍ୟ କରିଥାଏ…
Read More...

ଦାନ ଅର୍ଥରେ ହେଲା ବିବାହ : ନିଜ ସ୍କୁଲସାଥୀଙ୍କୁ ବିବାହ କଲେ କ୍ୟାନସର ପୀଡିତା

ଭଲପାଇବା ଆଗରେ ସବୁ ଯେ ତୁଚ୍ଛ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ନିଜର ପ୍ରେମିକାକୁ ଜୀବନ ସାଥୀ କରିବାର ପ୍ରବଳ ଇଚ୍ଛା ଆଗରେ ସବୁ ପ୍ରତିବନ୍ଧକ ହାର ମାନିଛି । ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ । ୧୭ ବର୍ଷୀୟା ଅମ୍ବେର ସ୍ନେଲହମ୍ । ଜଣେ କ୍ୟାନସର ପୀଡିତା । ୧୩ ବର୍ଷ ବୟସରୁ ବୋନ…
Read More...

ଅଜବ ଘଟଣା : ନବଜାତ ଶିଶୁର କୁଆଁ କୁଆଁ କାନ୍ଦରେ ମା’ଫେରିପାଇଲା ଜୀବନ

ଆପଣ ଅନେକ ଗଳ୍ପ ଓ କାହାଣୀ ଶୁଣିଥିବେ । ମା ଓ ଶିଶୁର ଅନାବିଳ ସ୍ନେହ ,ଶ୍ରଦ୍ଧାର ଉଦାହରଣ ଅନେକ ଦେଖିବାକୁ ମିଳେ । ନିଜ ଅନ୍ତଫାଡି ,ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ପିଲା ପାଇଁ ମା’ଟିଏ ତାର ଜୀବନ ବି ବାଜି ଲଗେଇଦିଏ । କେବେ ଶୁଣିଛନ୍ତି ନବଜାତ ଶିଶୁର କଅଁଳ କାନ୍ଦରେ ମରି…
Read More...

ନଗଦବିହୀନ ଗାଁର କାହାଣୀ ! ଗୁଜୁରାଟର ଡିଜିଟାଲ୍ ଭିଲେଜ୍

ସଡ଼କରୁ ସଂସଦ, ଗାଁରୁ ସହର । ନୋଟ୍ ବନ୍ଦକୁ ନେଇ ସବୁଠି ହଙ୍ଗାମା । ୫ଶହ ଓ ୧୦୦୦ ଟଙ୍କିଆ ନୋଟ୍ ରଦ୍ଦ ହେବା ପରେ ଉଣା ଅଧିକେ ସମସ୍ତେ ପ୍ରଭାବିତ ହୋଇଛନ୍ତି । କେଉଁଠି ଏଟିଏମରେ ଲମ୍ବା ଲାଇନ୍ ଲାଗୁଛି, ତ ଆଉ କେଉଁଠି ବାହାଘର ଅଟକି ରହୁଛି । କିନ୍ତୁ ଏସବୁ ଭିତରେ ଗୁଜୁରାଟରେ ଏମିତି ଗୋଟିଏ ଗାଁ…
Read More...

ବିମୁଦ୍ରାକରଣ ନେଲା ନବବଧୂର ଜୀବନ !

ବିମୁଦ୍ରାକରଣ ନେଲା ଜଣେ ନବବିବାହିତାର ଜୀବନ । ଏମିତି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲାରୁ । ବାପଘରେ ଲୋକେ ଯୌତୁକ ବାବଦକୁ ଟଙ୍କା ଠିକ୍ ସମୟରେ ଦେଇ ନ ପାରିବାରୁ ଶ୍ୱଶୁର ଘର ଲୋକେ ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି । କୁହାଯାଉଛି, ୯ ତାରିଖରେ ହୋଇଥିଲା ମୃତ ମହିଳାଙ୍କ…
Read More...

ଆଲିଗଡରେ ହିଟଲରୀ ଶାସନ ! ଝିଅଙ୍କୁ ମନା ମୋବାଇଲ ଓ ଜିନ୍ସ

କଳାଟଙ୍କା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାସଲେସ ଟ୍ରାଞ୍ଜାକାସନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମୋବାଇଲ ଦ୍ୱାରା ସହଜ ଓ ସୁବିଧାରେ କାରବାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । କିନ୍ତୁ ଏପଟେ ଆଲିଗଡର ଖେର ତହସିଲର "ଫତେଗାହି' ଗ୍ରାମରେ ହୋଇଥିବା …
Read More...

ସାକ୍ଷାତକାରରେ ଅଭିନେତ୍ରୀ ନିତ୍ୟା କହିଲେ ରିଲର ରିୟଲ କଥା : ନିଜ ସହ ଦୁଇଥର ହୋଇଛି ଦୁଷ୍କର୍ମ

ଦୁଷ୍କର୍ମ ଉପରେ ବିବାଦିତ ବୟାନ ଦେଇଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନିତ୍ୟା ମେନନ । ଏହି ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଅଭିନେତ୍ରୀ ନିତ୍ୟାଙ୍କ ମାଲୟାଲମ ଫିଲ୍ମ ‘ଘଟନା’ର ତେଲୁଗୁ ଭର୍ସନ ରିଲିଜ ହୋଇଛି । ଏହାକୁ ନେଇ ଏକ ସାକ୍ଷାତକାର ଦେଉଥିଲେ…
Read More...

ମା’ଙ୍କ ହୀରା ମୁଦି ଚୋରି କରି ପ୍ରେମ ପ୍ରସ୍ତାବ : ଦେଖନ୍ତୁ ଜଣେ ଛୋଟ ଝିଅର ପ୍ରେମ କାହାଣୀ

ପ୍ରେମର ଶୀତଳ ସ୍ପର୍ଶ କେତେବେଳେ କାହାକୁ ଛୁଇଁ ଥାଏ । ଏହା କହିବା ବଡ ମୁସ୍କିଲ । ପ୍ରେମ ମାନେନା ସ୍ଥାନ କାଳ ପାତ୍ର । କେତେବେଳେ କାହାକୁ ବି ପ୍ରେମ ମତୁଆଲା କରିପାରେ । ସେଥିପାଇଁ ତ କୁହାଯାଏ ପ୍ରେମ ଅମାନିଆ । ପ୍ରେମ ଓ ଭଲପାଇବାକୁ ନେଇ ନିତିଦିନ କିଛି ନା ଘଟଣା ଘଟୁଛି । କିନ୍ତୁ ଏମିତି…
Read More...