Browsing Category

ସ୍ପେଶାଲ୍ ରିପୋର୍ଟ

ମାଆର ମମତାରେ ବନ୍ଧା ଛୁଆ : ମୃତ୍ୟୁ ପରେ ବି କୋଳ ଛାଡୁନି କୁନି ହାତୀ, ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

ଜୀବନର ପ୍ରଥମ ସୃଷ୍ଟି ମା ଗର୍ଭରେ । ଜୀବନର ପ୍ରଥମ ସ୍ପର୍ଶ ମା କୋଳରେ । ମା ବିନା ଜୀବନ ଅର୍ଥ ହୀନ  । ଅନେକ ସମୟରେ ଏହି କଥାକୁ ମଣିଷ ବୁଝି ପାରୁନଥିବା ଦେଖିବାକୁ ମିଳେ । କିନ୍ତୁ ଏହି କଅଁଳିଆ ହାତୀ ଛୁଆଟା ମା'ର ମମତାକୁ ଠିକ୍ ବୁଝି ପାରିଛି । ମା ହାତୀଟି ମରିଗଲା ପରେ କୁନି ହାତୀଟି…
Read More...

ମାତ୍ର ୫ଶହ ଟଙ୍କାରେ ଶେଷ ହେଲା ବାହାଘର : ନିଆରା ବାହାଘରକୁ ନେଇ ଚର୍ଚା

ଗୁଜୁରାଟ : ଗୁଜୁରାଟର ସୁରଟ ଅଂଚଳରେ ଏକ ନିଆରା ବିବାହକୁ ନେଇ ଚର୍ଚା । ଏକ ଭିନ୍ନ ଶୈଳୀର ବାହାଘର ଭୋଜି ଦେଖିବାକୁ ମିଳିଛି । ନୋଟ୍ ଅଚଳ ହେବାର ପ୍ରଭାବ ବାହାଘର ଉପରେ ପଡିଛି । ତାହାରି ଭିତରେ ନିଆରା ଢଙ୍ଗରେ ମଧ୍ୟ ହୋଇଛି ବାହାଘର । ବିବାହ ପାଇଁ ଭୋଜିଭାତରେ ନୁହେଁ ଚା’ ପାଣିରେ ଆପ୍ୟାୟିତ…
Read More...

କ୍ରିକେଟ୍ କ୍ରିଜରେ ବିସ୍ମୟ ବାଳକ ! ୧୪ ବର୍ଷରୁ କମ୍ ଟିମରେ ୫ ବର୍ଷର କ୍ରିକେଟର

ଆପଣ ଜାଣିଲେ ସତରେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ପ୍ରତିଭା ଓ ଦକ୍ଷତା ଆଗରେ ବୋଧହୁଏ ବୟସ ହାରମାନିଥାଏ । ଏମିତି ଜଣେ କ୍ରିକେଟ ଖେଳାଳୀ ରୁଦ୍ର ପ୍ରତାପ । ମାତ୍ର ୫ ବର୍ଷ ବୟସରେ ୨୦୧୪ରେ ସେ ଖେଳିଥିଲେ ଅଣ୍ଡର–୧୪ରେ ଦିଲ୍ଲୀ ପାଇଁ । ଆଉ ପ୍ରମାଣିତ କରିଥିଲେ ଦୃଢ ଇଚ୍ଛା ଓ ପ୍ରତିଭା ଦ୍ୱାରା…
Read More...

ପ୍ରତାରଣାର ପ୍ରତିଶୋଧ ନେଲେ ପ୍ରେମିକା : ପୁରୁଣା ଟଙ୍କା ବଦଳାଇବାକୁ ଆସିଥିବା ପ୍ରେମିକଙ୍କୁ ନିର୍ଧୁମ ପିଟିଲେ

ପୁରୁଣା ଟଙ୍କା ବଦଳାଇବା ବେଳେ ରୋଚକ ତଥ୍ୟ ସବୁ ସାମ୍ନାକୁ ଆସୁଛି । କେତେବେଳେ ଏହା ଲାଇନରେ ଛିଡା ହୋଇଥିବା ଅସୁବିଧାକୁ ନେଇ ତ କେତେବେଳେ ଅନେକ ଦିନ ପରେ ପୁଣି ଲୋକଙ୍କର ସେହି ସ୍ଥାନରେ ଭେଟାଭେଟି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ମହାରାଷ୍ଟ୍ରର ନାସିକ ସହରର ଏମିତି ଏକ…
Read More...

ପ୍ଲେ ସ୍କୁଲରେ ୧୦ମାସର ଶିଶୁକନ୍ୟାକୁ ଅମାନୁଷିକ ମାଡ ଘଟଣା : ସିସିଟିଭି ଭିଡିଓ ଭାଇରାଲ

ନଭି ମୁମ୍ବାଇରେ ଏକ ଡେ କେୟାର ପ୍ରାଇଭେଟ କ୍ରେଚର ଏକ ଅମାନୁଷିକ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା । ୧୦ ମାସର ଏକ ଶିଶୁକନ୍ୟାକୁ ଜଣେ ସେବିକାର ନିର୍ଦ୍ଦୟ ଭାବେ ମାଡ ମାରିବା ସିସିଟିଭି ଭିଡିଓ ଏବେ ଭାଇରାଲ ସାଜିଛି । ସେକ୍ଟର୧୦ ଖାରଘରର ପୁରଭ ପ୍ଲେସ୍କୁଲ ଏଣ୍ଡ ନର୍ସରୀରେ ଜଣେ ଆୟାଙ୍କର …
Read More...

ବିସ୍କୁଟ୍ ବକ୍ସରେ ଶିଶୁ ! ନବଜାତକଙ୍କୁ ବିକ୍ରି କରୁଥିଲା ନର୍ସିଂ ହୋମ୍

ଗୋରା ରଙ୍ଗର ଶିଶୁ କନ୍ୟାର ଦାମ୍ ୧,୬୦,୦୦୦ ଟଙ୍କା , ଆଉ ଶ୍ୟାମଳ ବର୍ଣ୍ଣ ହେଲେ ମୂଲ୍ୟ ୭୦,୦୦୦ଟଙ୍କା । ସେହିପରି ଗୋରା ରଙ୍ଗର ଶିଶୁ ପୁତ୍ରର ମୂଲ୍ୟ ୨,୨୦,୦୦୦ ଟଙ୍କା ହୋଇଥିବା ବେଳେ ଯଦି ଶିଶୁ ପୁତ୍ରର ରଙ୍ଗ ଶ୍ୟାମଳ ତେବେ ତାର ମୂଲ୍ୟ ୧୦,୦୦୦ଟଙ୍କା । ନବଜାତକଙ୍କ ଶରୀରର ରଙ୍ଗ ନିର୍ଣ୍ଣୟ…
Read More...

ଦୋହଲିଯିବ ଅର୍ଥନୀତି ! ମହଙ୍ଗା ପଡିଲା ନୋଟ୍ ଅଚଳ

ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୮ ତାରିଖରେ ନୋଟ୍ ଅଚଳକୁ ନେଇ ଏକ ଏା÷÷ତିହାସିକ ପଦକ୍ଷେପ ନେଇଥିଲେ । କିନ୍ତୁ ତା’ପରର ଦେଶର ଅର୍ଥନୈତିକ ପରିସ୍ଥିତି ଉପରେ ଯଦି ନଜର ପକାଇବା ତା ହେଲେ ତାହା ଏକ ପ୍ରକାର ମହଙ୍ଗା ସାବ୍ୟସ୍ତ ହୋଇଛି । ପୂର୍ବରୁ ବିଶେଷଜ୍ଞ ମାନେ ଆକଳନ କରିଥିଲେ ୨୦୧୬-୧୭ରେ…
Read More...

୬ଟି କୋଠି.୨୫୦ଝିଅ ଓ ଦୈନିକ ରୋଜଗାର ୧୦ଲକ୍ଷ : ଦେଖନ୍ତୁ ଜଣେ ଦେହ ଦଲାଲର ରହସ୍ୟମୟ କାରନାମା

ଏମିତିତ ସେକ୍ସ ରାକେଟଙ୍କ କାହାଣୀ ପ୍ରତିଦିନର ଖବରର ଶିରୋନାମା ପାଲଟୁଛି । କିନ୍ତୁ ଏମିତି ଏକ ସେକ୍ସ ରାକେଟର ସେକ୍ସ କାରବାରର ଖୁଲାସା ଦିଲ୍ଲୀ ପୁଲିସ କରିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଲୀର ରେଡ ଲାଇଟ୍ ଏରିଆ ,ଜିବି ରୋଡରେ ଥିବା ୬ଟି କୋଠିର ମାଲିକ ଆଫାକ ହୁସେନ ଓ ତାଙ୍କ…
Read More...

ବ୍ୟାଙ୍କରୁ ଟଙ୍କା ଉଠାଇବାରେ ହେଲା ସମସ୍ୟା : ପରୀକ୍ଷା ଫି’ନଦେଇପାରିବାରୁ ଯୁବକଙ୍କ ଆତ୍ମହତ୍ୟା

ବାନ୍ଦାରେ ଘଟିଛି ଏକ ଦୁଃଖଦ ଘଟଣା । ଜଣେ ୧୮ ବର୍ଷୀୟ କଲେଜ ଛାତ୍ର କରିଛନ୍ତି ଆତ୍ମହତ୍ୟା । ଯାହାକୁ ନେଇ ସଂପୃକ୍ତ ଅଂଚଳରେ ଖେଳିଯାଇଛି ଶୋକର ଛାୟା । ବ୍ୟାଙ୍କରୁ ଟଙ୍କା ଉଠାଇ ଦେଇଥାନ୍ତେ ପରୀକ୍ଷା ଫି’। କିନ୍ତୁ ଏଥିରେ ମର୍ମାହତ ହୋଇ ଏହି ଯୁବକ ଜଣକ ବାଛିନେଲେ ଆତ୍ମହତ୍ୟାର ବାଟ । ସୂଚନା…
Read More...

ବିଲେଇ ମୃତ୍ୟୁରେ ମକଦ୍ଦମା : ପଶୁ ଡାକ୍ତରଙ୍କୁ ୨.୫ କୋଟିର ଜରିମାନା

ପାକିସ୍ତାନରେ ଏକ ଅଜବ ଘଟଣା ଘଟିଛି । ଜଣ ମହିଳା ନିଜର ପୋଷା ବିଲେଇର ମୃତ୍ୟୁ ପାଇଁ ଜଣେ ପଶୁ ଡାକ୍ତରଙ୍କୁ ୨.୫ କୋଟିର ଜରିମାନା କରିଛନ୍ତି । ପଶୁ ଡାକ୍ତରଙ୍କ ଅବହେଳା ଯୋଗୁଁ ବିଲେଇର ମୃତ୍ୟୁ ହୋଇଛି ବୋଲି ମହିଳା ଜଣକ ଦାବି କରିଛନ୍ତି । ଡାକ୍ତରଙ୍କ ନାମରେ ଏତଲା ଦେଇଥିବା ମହିଳାଙ୍କ ନାଁ…
Read More...