Browsing Category

ସ୍ପେଶାଲ୍ ରିପୋର୍ଟ

ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ର ପୋଷ୍ଟର ବୟ ଏବେ ନକଲି ନୋଟ ଛାପିବା ନେଇ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ ଇନ ଇଣ୍ଡିଆ’ ଯୋଜନା ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଯୁବକ ଅଭିନବ ବର୍ମା, ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ଭଲ କାମ ପାଇଁ ନୁହଁ ବରଂ ସେ ତାଙ୍କ ଜ୍ଞାନର ଦୁରୂପଯୋଗ କରି ଲୋକଲୋଚନକୁ ଆସିଛନ୍ତି । ୨୧ ବର୍ଷୀୟ ଅଭିନବ ବର୍ମା ତାଙ୍କ ଜଣେ…
Read More...

ବିପଦପୂର୍ଣ୍ଣ ସେଲଫି ହେଲା କାଳ : ଟ୍ରେନରୁ ଖସି ଯୁବକ ହରାଇଲେ ଗୋଡ

ଚାରିଆଡେ ଏବେ ଖାଲି ସେଲଫି ମାନିଆ । ସାଧାରଣ ଲୋକଠାରୁ ରାଜ ନେତା ସମସ୍ତଙ୍କୁ ଘାରିଛି ସେଲଫି ଟ୍ରେଣ୍ଡ । ଆଉ ଏହି ସେଲଫି ଦିନକୁ ଦିନ ମୃତ୍ୟୁର ଜନ୍ତା ପାଲଟୁଛି । ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେଇ ମରଣକୁ ଆମନ୍ତ୍ରଣ କରୁଛନ୍ତି ଅନେକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସେଲଫି ଉଠାକୁ ନେଇ…
Read More...

ମାଲକାନଗିରି ଜିଲ୍ଲାରେ ଯୁବକଙ୍କ ଉନ୍ମତ କାଣ୍ଡ : ଟାୱାର ଉପରେ ଚଢି ପୁଲିସ ଓ ଅଗ୍ନିଶମ ବିଭାଗକୁ କଲେ ନାକେଦମ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଯୁବକଙ୍କ ଉନ୍ମତ କାଣ୍ଡ । ମୋବାଇଲ ଟାୱାର ଉପରେ ଚଢି ତିନି ଘଂଟା ଧରି ପୁଲିସ ଓ ଅଗ୍ନିଶମ ବିଭାଗକୁ ନାକେଦମ କଲେ ଯୁବକ । ଯୁବକ ଜଣକ ପେଟ୍ରୋଲ ଗନ୍ଧକୁ ନେଇ ନିଶା କରୁ ଥିବା ଜଣା ପଡିଛି । ତେବେ ସେ ପେଟ୍ରୋଲ ବୋତଲ ଧରି ଟାୱାର ଉପରେ ଚଢି ପେଟ୍ରୋଲ ଗନ୍ଧ…
Read More...

ମୋଦିଙ୍କ ସ୍ୱରକୁ ନକଲ କରି ଚର୍ଚ୍ଚାରେ ଶ୍ୟାମ ସୁନ୍ଦର : ସୋସିଆଲ ମିଡିଆରେ ଭାଇରାଲ

ଗତ ଦଶ ଧରି ଖୁବ୍ ଭାଇରାଲ ସାଜିଛି ଏକ ସ୍ୱର ସୋସିଆଲ ମିଡିଆରେ । ହ୍ୱାଟ୍ସଆପ୍ ମେସେଜରେ ଶୁଣିବାକୁ ପାଇବେ ଏକ ଚିହ୍ନା ଓ ଗମ୍ଭୀର ସ୍ୱର । ପ୍ରଧାନ ମନ୍ତ୍ରୀ ମୋଦିଙ୍କର ।  କିନ୍ତୁ ଆପଣ ଶୁଣିଲେ ବିଶ୍ୱାସ କରିବେନି ଏହା ମୋଦିଙ୍କର ନକଲ ସ୍ୱର । ୨୨ ବର୍ଷ ବୟସର ଶ୍ୟାମ ସୁନ୍ଦର ମୋଦିଙ୍କର ଏପରି…
Read More...

ଏମିତି ଅଛି ପ୍ରଥା : ସ୍ତ୍ରୀ ବର୍ଷକେ ୫ ଦିନ ରହେ ନିବସ୍ତ୍ର , ସ୍ୱାମୀ ସହ କଥା ହୁଏ ନାହିଁ

ଆମ ଦେଶ ଭାରତ ଅନେକ ଧର୍ମ ଓ ପରମ୍ପରରା ଦେଶ । ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ଚାଲି ଚଳନ ରୀତିନୀତି । ଅଜବ ଅଜବ ପ୍ରଥା ଓ ପରମ୍ପରା । ଏମିତି ଏକ ପ୍ରଥା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟୀରେ ଅଛି ପିଣି ଗାଁ । ଏହି ଗାଁର ଏକ ପ୍ରଥା ଅଛି ଘରର…
Read More...

ସେବକ ଭୂମିକାରେ ପ୍ରଧାନମନ୍ତ୍ରୀ ! ସ୍ୱର୍ଣ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଲଙ୍ଗର ପରସିଲେ ମୋଦି

ଦେଶର ପ୍ରଧାନ ସେବକ ବୋଲି ନିଜକୁ ଦାବି କରୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସତସତିକା ସେବକ ଭୂମିକାରେ ଦେଖିବାକୁ ମିଳିଛି । ଅମୃତସର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ ଅବସରରେ ଲଙ୍ଗର ସେବା ଅର୍ଥାତ୍ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ପରସୁଥିବା ଭୂମିକାରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ।…
Read More...

୮୦ ହଜାରରେ ହୁଏ ମୂଲଚାଲ : ନିଜ ସ୍ତ୍ରୀକୁ ସ୍ୱାମୀ ବିବାହ ଦିଏ ଜଣେ ପରେ ଜଣେ ଯୁବକଙ୍କୁ

ନାରୀଟିଏ ବିବାହ ପରେ ଭାବିଥାଏ କେତେ କଣ । ସ୍ୱାମୀକୁ ନେଇ ପିଲା ଛୁଆର ମା’ ହୋଇ ସୁଖର ସଂସାର କରିବାର ଅନେକ ସ୍ୱପ୍ନ ଦେଖିଥାଏ । ଅନେକ ଓଷା ଓ ବ୍ରତ କରିଥାଏ ନିଜ ପ୍ରିୟ ପୁରୁଷ ପାଇଁ । ହେଲେ ଯେତେବେଳେ ସେହି ସ୍ୱାମୀ ପାଲଟି ଯାଏ ପିଶାଚ । ସାମାନ୍ୟ କିଛି ଅର୍ଥ ପାଇଁ ନିଜ ସ୍ତ୍ରୀକୁ ପଣ୍ୟ…
Read More...

ମନ୍ତ୍ରୀଘର ବାହାଘର ! ବିବାହ ପରେ ରାଜନୀତିରେ ପାଦ ରଖିବେ କି ଅରିନ୍ଦମ୍ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାହାହେବେ ଓଲିଉଡ୍ ହ୍ୟାଣ୍ଡସମ୍ ହିରୋ ଅରିନ୍ଦମ୍ । ଆସନ୍ତାକାଲି ତାଙ୍କ ବାହାଘର । ମନ୍ତ୍ରୀ ଘର ଜ୍ୱାଇଁ ହେବେ ଅରିନ୍ଦମ୍ । ରିଲ୍ ନୁହେଁ ଏହା ରିଅଲ୍ ଲାଇଫର କାହାଣୀ । ରବିବାର ଦିବଙ୍ଗତ ବରିଷ୍ଠ ରାଜନେତା ଅଶୋକ ଦାସଙ୍କ କନ୍ୟା ତଥା ମନ୍ତ୍ରୀ ପ୍ରଣବ…
Read More...

ବ୍ୟାଙ୍କରେ ଧାଡିରେ ଛିଡା ହୋଇଥିବା ବେଳେ ମହିଳାଙ୍କ ପ୍ରସବ

ବିମୁଦ୍ରାକରଣର ପ୍ରଭାବରେ ଅଜବ ଅଜବ ଘଟଣା ବିଷୟରେ ଶୁଣିବାକୁ ମିଳୁଛି । ଅସୁସ୍ଥ ଥିବା ସତ୍ୱେ ବି ଟଙ୍କା ପାଇଁ ଧାଡିରେ ଛିଡା ହେଉଛନ୍ତି ଲୋକେ । ଟାଇମ୍ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି ଏକ ଖବର । ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଏକ ଶିଶୁ ପୁତ୍ରକୁ…
Read More...

ଗିନିଜ୍ ବୁକରେ ରେକର୍ଡ : ୫୦୦ ସ୍କୁଲ ପିଲାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳିଙ୍କ ପ୍ରଶିକ୍ଷଣ

୫୦୦ ସ୍କୁଲ ପିଲାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦେଇଛନ୍ତି ପ୍ରଶିକ୍ଷଣ । ଯାହା ସ୍ଥାନ ପାଇଛି ଗିନିଜ୍ ବୁକ୍ ଅଫ୍ ରେକର୍ଡରେ । ୩୦ ମିନିଟ୍ ଧରି ଚାଲିଥିଲା ବିଶ୍ୱର ସବୁଠୁ ବଡ କ୍ରିକେଟ୍ ପ୍ରଶିକ୍ଷଣ । ସ୍ଥାନ ଥିଲା ଅଷ୍ଟ୍ରେଲିଆର ସିଡିନୀ କ୍ରିକେଟ୍ ଗ୍ରାଉଣ୍ଡ । ବିଶ୍ୱର ସୁନାମଧନ୍ୟ…
Read More...