Browsing Category

ସ୍ପେଶାଲ୍ ରିପୋର୍ଟ

ଆଦିବାସୀଙ୍କ ନିଆରା ଘରବଇଦ ପିତା ଲାଉଡଙ୍କି ଫଳ : ଦେଖନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ : ଆବହମାନ କାଳରୁ ଆଦିବାସୀଙ୍କ ନିଆରା ପରମ୍ପରା ଏବଂ ଜୀବନ ଜୀବିକା ଏହି ଜନଜାତିକୁ କରିଛି ଚର୍ଚ୍ଚିତ । କନ୍ଧମାଳର କୁଟିଆ କନ୍ଧ ହେଉ ବା ଅନ୍ୟ ଆଦିବାସୀ ପ୍ରାଚୀନ ସମୟରୁ ନିଜ ପୂଜାପାଠ ଓ ଖାଦ୍ୟ ପରଷିବାରେ ପିତା ଲାଉଡଙ୍କି ନାମକ ଗଛର ଫଳକୁ ବ୍ୟବହାର କରିଥାନ୍ତି । ଘର ବଇଦ ଭାବରେ…
Read More...

ଅର୍ଥାଭାବରୁ ପେପର ବିକୁଛନ୍ତି ଜାତୀୟ ସ୍ତରର ରେସଲର୍ : ସ୍ୱପ୍ନ ପୂରଣ ପାଇଁ ଯୋଗାଡ କରୁଛନ୍ତି ଅର୍ଥ

କନକ ବ୍ୟୁରୋ : ପୁଅଙ୍କ ତୁଳନାରେ ଝିଅ ବି କିଛି କମ୍ ନୁହେ । ନିଜର ଧୈର୍ଯ୍ୟ ଓ ସାହସ ଓ ଇଛା ବଳରେ ସିଏବି କିଛି କରିପାରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱରର ଝିଅ ଅନ୍ନପୁର୍ଣ୍ଣା । ପାଠପଢା ସହ ସେ ରେସଲିଂରେ ଜଣେ ଜାତୀୟ ସ୍ତରର ଖେଳାଳି । କିନ୍ତୁ ଅର୍ଥ ଅଭାବରୁ ଏବେ ବାଲେଶ୍ୱର…
Read More...

ଜିଓର ନୂଆ ବର୍ଷ ଅଫର : ୩୧ମାର୍ଚ୍ଚ ୨୦୧୭ଯାଏ ମାଗଣା ସେବା

କନକ ବ୍ୟୁରୋ : ରିଲାଏନ୍ସ ଜିଓ ତାର ଗ୍ରାହକଙ୍କୁ ଦେବ ପୁଣି ନୂଆ ଅଫର । ୪ ଡେସେମ୍ବରରୁ ଏହାର ନେଟୱର୍କ ସହ ଯୋଡି ହୋଇଥିବା ଗ୍ରାହକଙ୍କୁ ଯୋଗାଇଦେବ ମାଗଣା ଡାଟା ସେବା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ କମ୍ପାନୀର ଚେୟାରମ୍ୟାନ ମୁକେଶ ଆମ୍ବାନୀ ଆଜି ରିଲାଏନ୍ସ ଜିଓର ଗ୍ରାହକ ବଢିଥିବା କଥା…
Read More...

ହ୍ୟାକ୍ ହେଲା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଂଟ ! ଅପଶବ୍ଦ ବ୍ୟବହାର କରି କରାଯାଇଛି ଟ୍ୱିଟ୍

ପୁଣି ଥରେ ହ୍ୟାକ୍ ହେଲା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଂଟ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆକାଉଂଟ ହ୍ୟାକ୍ ହେବାର ଦିନକ ମଧ୍ୟରେ ପୁଣି ଥରେ ଆକାଉଂଟ ହ୍ୟାକ୍ ହୋଇଛି । ରାହୁଲଙ୍କ ସହ କଂଗ୍ରେସ ଦଳର ଅଫିସିଆଲ ଆକାଉଂଟ ମଧ୍ୟ ହ୍ୟାକ୍ ହୋଇଛି । ହ୍ୟାକ୍ ହେବାର କିଛି ସମୟ ପରେ ଏଥିରୁ…
Read More...

ସିରିଆର ୭ ବର୍ଷର ଝିଅ ମାଗୁଛି ଜୀବନ ! ନେହୁରା ଟ୍ୱିଟ୍ ଭାଇରାଲ୍

ଗତ ୫ ବର୍ଷଧରି ସିରିଆର ଗୃହଯୁଦ୍ଧକୁ ଦେଖୁଛି ବିଶ୍ୱ ସମୁଦାୟ । ଏକ ଭୟଙ୍କର ପରିଣାମ ଆଡକୁ ଗତି କରୁଛି ଏହି ସିଭିଲ ୱାର୍ । ତେବେ ଏହି ୱାର୍ ଜୋନ୍ ଭିତରୁ ମୃତ୍ୟୁକୁ ପାଖରୁ ଦେଖୁଥିବା ଏକ ୭ ବର୍ଷର ଝିଅ ବିଶ୍ୱବାସୀଙ୍କୁ ତା ଜୀବନ ବଂଚାଇବାକୁ ନେହୁରା ହେଉଛି । ସିରିଆ ଆଲେପି ସହରର ବାନା…
Read More...

ଜଣେ ସ୍ୱାମୀର ୩୯ ଜଣ ସ୍ତ୍ରୀ : ଦେଖନ୍ତୁ ଜଣେ ଖିଆଲୀ ସ୍ୱାମୀର ସୁଖ ସଂସାର

ଆଜିକା ସମୟରେ ପରିବାର ଚଳେଇବା କେତେ କଷ୍ଟ , ଏହା ସଂସାର କରିଥିବା ଲୋକକୁ ଜଣା । ଘରେ ତିନି ପ୍ରାଣୀ ପୋଷିବା ଖୁବ୍ କଷ୍ଟ ହୋଇପଡେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତିର ଏକ ବଡ ସଂସାର । ୩୯ ଜଣ ସ୍ତ୍ରୀ । ଏକ ବଡ ହୋଟେଲ ଭଳି ଘରପରିବାର । ସମୁଦାୟ ୧୮୧ ଜଣ ସ୍ତ୍ରୀ-ପିଲାର…
Read More...

ମୋଦିଙ୍କୁ ଚିଠି ଲେଖିଲେ ୭ ବର୍ଷ ବୟସର କୁନି ଝିଅ : ବିମୁଦ୍ରାକରଣକୁ କଲେ ପ୍ରଶଂସା

କଳାଧନକୁ ରୋକିବା ପାଇଁ ମୋଦିଙ୍କ ବିମୁଦ୍ରାକରଣରେ ଦେଶରେ ଅଧିକ ସପକ୍ଷ ଓ କମ୍ ବିପକ୍ଷ ସୃଷ୍ଟି ହୋଇଥିବା ବେଳ , ଜଣେ ୭ବର୍ଷର କୁନି ଝିଅର ବିଚାରକୁ ନେଇ ଚାରିଆଡେ ଚର୍ଚ୍ଚା । ଛୋଟ ବୁଦ୍ଧିରେ ସେହି ଝିଅଟି ବୁଝିଛନ୍ତି ମୋଦିଙ୍କ ବିମୁଦ୍ରାକରଣର ରହସ୍ୟ ଓ ଉପଯୋଗୀତାକୁ ।…
Read More...

ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ କରିବା ହେଲା କାଳ : ସ୍ତ୍ରୀର ମୁଣ୍ଡ ଲଣ୍ଡା କଲେ ସ୍ୱାମୀ

ଗୋଟେ ପଟେ କେନ୍ଦ୍ର ସରକାର ଦେଶରେ ଶିଶୁକନ୍ୟାର ସୁରକ୍ଷା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ‘ବେଟି ବଚାଓ ବେଟି ପଢାଓ’ ସ୍ଲୋଗାନ ଦେଇ ଶିଶୁକନ୍ୟାଙ୍କୁ ସଶକ୍ତ କରିବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି । ଅନ୍ୟପଟେ ଆଗ୍ରାରେ ଘଟିଛି ଏକ ଦୁଃଖଦ ଘଟଣା । ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ…
Read More...

ଓବାମା,ଟ୍ରମ୍ପ ଓ ପୁଟିନଙ୍କୁ ପଛରେ ପକାଇଲେ ମୋଦି : ଟାଇମ୍ସ ପତ୍ରିକାର ପର୍ସନ ଅଫ ଦି ଇୟର ଦୌଡରେ ଆଗରେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ବାରାକ ଓବାମା ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ନରେନ୍ଦ୍ର ମୋଦି  । ଆମେରିକାର ଟାଇମ୍ସ ପତ୍ରିକା ପକ୍ଷରୁ କରାଯାଇଥିବା “ପର୍ସନ ଅଫ ଦ ଇୟର’ ପୁରସ୍କାର ଦୌଡରେ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା,…
Read More...