Browsing Category

ସ୍ପେଶାଲ୍ ରିପୋର୍ଟ

ଆଜି ମହାନ ରାଜନେତା ବାୟପେୟୀଙ୍କ ଜନ୍ମଦିନ । କାହିଁକି ଅବିବାହିତ ରହିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ?

ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ , ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ…
Read More...

ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଓହ୍ଲାଇଲେ ଯୀଶୁ, ସ୍ୱାଗତ କଲେ ଶ୍ରଦ୍ଧାଳୁ  । 

କନକ ବ୍ୟୁରୋ : ଚଳଚଂଚଳ ଥିଲା ଚର୍ଚ୍ଚ ପରିସର । ରଙ୍ଗ ବେରଙ୍ଗର ଆଲୁରେ ଝଲସୁଥିଲା ଚର୍ଚ୍ଚ । ସବୁ ଚର୍ଚ୍ଚରେ ଖଚାଖଚ ଭିଡ । ଜାତି,ଧର୍ମ, ବର୍ଣ୍ଣ ନିିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ଚର୍ଚ୍ଚ ପରିସରରେ ଶୋଭା ପାଉଥିଲା ଖ୍ରୀଷ୍ଟମାସ ଲ୍ୟାମ୍ପ। ଝୁଲୁଥିଲା ଜିଙ୍ଗଲ ବେଲ।…
Read More...

୪୦ହଜାର ସ୍କୁଲରେ ଲାଗୁ ହେବ ଦୁଷ୍କର୍ମ ଅଭିଯୁକ୍ତ ବାବା ଆଶାରାମଙ୍କ ପରାମର୍ଶ ! ଝାଡଖଣ୍ଡ ସରକାର ସ୍କୁଲରେ ପାଳନ କରିବେ…

ରାଞ୍ଚି: ଦୁଷ୍କର୍ମ ଅଭିଯୋଗରେ ଜେଲରେ ବନ୍ଦୀ ଥିବା ଧର୍ମ ପ୍ରାଚାରକ ଆଶାରାମଙ୍କ ଏକ ପରାମର୍ଶକୁ ଆଉ ଏକ ବିଜେପି ଶାସିତ ରାଜ୍ୟରେ ଲାଗୁ କରାଯିବାର ଯୋଜନା କରାଯାଉଛି। ଆଜ୍ଞ ହଁ ! ଝାଡଖଣ୍ଡ ସରକାର ରାଜ୍ୟର ୪୦,୦୦୦ ସ୍କୁଲରେ ମାତୃ-ପିତୃ ପୂଜନ ଦିବସ ପାଳନ କରିବା ପାଇଁ ଯୋଜନା କରୁଛନ୍ତି।…
Read More...

ଝିଅ ଜନ୍ମ କରିବା କ’ଣ ପାପ ? ହେଲେ ସସ୍ମିତା କାହିଁକି ସହିଲେ ଅକଥନୀୟ ଅତ୍ୟାଚାର , ଜାଣନ୍ତୁ ଜଣେ ମହିଳାଙ୍କ ଜୀବନ…

କନକ ବ୍ୟୁରୋ :  ଝିଅ ଜନ୍ମ କରି ଯେପରି ବଡ ପାପ କରିଛନ୍ତି ଢେଙ୍କାନାଳ କାଙ୍କିଲିର ସସ୍ମିତା ନାୟକ । ୫ ବର୍ଷ ତଳେ ପରଜଙ୍ଗ କନ୍ଦରସିଂର ଗିରିଶ ନାୟକଙ୍କୁ ବିବାହ କରିଥିଲେ ସସ୍ମିତା । ବାହାଘର ପରେ ସସ୍ମିତାଙ୍କ ହସଖୁସିର ସଂସାରରେ ଝଡ ମାଡି ଆସିଥିଲା, ଯେତେବେଳେ ସେ ଦୁଇଟି ଝିଅ ଜନ୍ମ ଦେଇଥିଲେ…
Read More...

ୱେବସାଇଟର ସ୍ପିଡ୍ ବଢାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ତରିକା

ଆଜିକା ସମୟରେ ପ୍ରତ୍ୟେକ ୟୁଜର ଖୁବ୍ ସ୍ପିଡରେ ଯେକୌଣସି ୱେବସାଇଟର ପେଜ୍ ଓପେନ କରିବାକୁ ଚାହିଁଥାନ୍ତି । ଯଦି ଆପଣ ମଧ୍ୟ ବ୍ଲଗିଂ , କିଛି ଛୋଟ ବିଜନେସ୍ ବା କୌଣସି ଅନ୍ୟ ପ୍ରକାରର ଅନଲାଇନ୍ କାମ କରୁଛନ୍ତି ତ , ଆପଣ ବି ଚାହିଁଥାନ୍ତି ଆପଣଙ୍କର ସାଇଟ୍ କୁ କେମିତି ଜଲଦି ଖୋଲିବେ । ଏକ…
Read More...

ଓଃ କି ଥଂଡା! କାରଗିଲରେ ଏଟିଏମକୁ କଂବଳ ଘୋଡାଇଲା ଏସବିଆଇ ।

ଶୀତରେ ଥରୁଛି ଏଟିଏମ । ଆପଣ ପଢିଲେ ବିଶ୍ୱାସ କରୁନଥିବେ । କିନ୍ତୁ ଏହା ସତ । ସାରଦେଶରେ ଏବେ ଶୀତର ଲହରୀ ଜାରିରହିଛି । ଆଉ ପାହାଡିଆ ଅଂଚଳରେ ଥଣ୍ଡା ଅଧିକ । ଯେପରିକି ବର୍ତ୍ତମାନ କାରଗିଲ, ଲେହଲାଦାଖ ଆଦି ଅଂଚଳରେ ପାରଦ ମାଇନସ ୧୬ଡିଗ୍ରୀ ପାଖାପାଖି ରହୁଛି । ଏଭଳି ହାଡଭଙ୍ଗା ଶୀତରେ…
Read More...

୫ ଟଙ୍କା ଫିସରେ ୪୫ ବର୍ଷ ହେଲା କରୁଛନ୍ତି ରୋଗୀ ସେବା ! ଡାକ୍ତରଙ୍କ ଏହି ମହାନ କାର୍ଯ୍ୟକୁ ନେଇ ପ୍ରଶଂସା

ଏବେ ଦେଶରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା ନକହିବା ଭଲ । ଆଉ ସରକାରୀ ହସ୍ପିଟାଲମାନଙ୍କରେ ଯେଭଳି ରୋଗୀ ସେବାରେ ଅବହେଳା ଦେଖାଦେଇଛି , ତାହା ପ୍ରତିଦିନର ଖବରକାଗଜ ପଢିଲେ ଜଣାପଢେ । ଏଭଳି ସମୟରେ ଜଣେ ଡାକ୍ତରଙ୍କ ୫ ଟଙ୍କା ଫିସ୍ ରେ ରୋଗୀ ସେବା କରିବା ଏକ ମହତ୍ତ୍ୱ କାର୍ଯ୍ୟ ଭାବେ ମନେହୋଇଛି ।…
Read More...

ରେଳବିଭାଗର ନୂଆ ଅଫର ! ଆଇଆରସିଟିସି ଆକାଉଣ୍ଟରେ ଆଧାରକାର୍ଡ ଲିଙ୍କ କରନ୍ତୁ, ମାଗଣା ଯାତ୍ରା ସହ ୧୦ ହଜାର ଟଙ୍କା…

ଏବେ ପ୍ରତି କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ପଡୁଛି । ଏପରିକି ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ମଧ୍ୟ ଆଧାରକାର୍ଡ ସହ ଲିଙ୍କ କରିବାକୁ ସରକାରଙ୍କ ପକ୍ଷରୁ ଡେଡଲାଇନ ଦିଆଯାଇଛି । ତେବେ ଏସବୁ ଭିତରେ ରେଳବିଭାଗ ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ନୂଆ ଅଫର ଘୋଷଣା କରିଛନ୍ତି । ରେଳ ବିଭାଗର…
Read More...

ଜାଣନ୍ତୁ ସେହୱାଗଙ୍କ ‘ରିୟଲ୍ ହିରୋ’ କିଏ ? ଯିଏକି ବଂଚାଇଥିଲେ ଶତାଧିକ ଯାତ୍ରୀଙ୍କର ଜୀବନ

ଦମଦାର ବ୍ୟାଟିଂ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଭାରତୀୟ କ୍ରିକେଟର ତଥା ବିରେନ୍ଦ୍ର ସେହୱାଗ ଏବେ ସୋସିଆଲ ମିଡିଆରେ ବି ରହିଛନ୍ତି ବେଶ୍ ଚର୍ଚ୍ଚାରେ । ସେହୱାଗ ନିଜ ପ୍ରଶଂସକଙ୍କ ସହିତ ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ପୁଣି ଥରେ ଯୋଡି ହୋଇଯାଇଛନ୍ତି । ତେବେ…
Read More...

ସରକାରଙ୍କ କଡା ନିର୍ଦ୍ଦେଶ ! ନୂଆ ବର୍ଷରେ ମନ୍ଦିର ଯିବା ବନ୍ଦ

ନୂତନ ବର୍ଷର ଆଗମନରେ ସାଧାରଣତଃ ଲୋକେ ପ୍ରଥମେ ଭଗବାନଙ୍କ ନିକଟକୁ ଯିବାକୁ ବେଶି ପସନ୍ଦ କରିଥାନ୍ତି । ମନ୍ଦିରରେ ନିଜର ବେଦନାକୁ ଭଗବାନଙ୍କ ନିକଟରେ ପ୍ରକାଶ କରି ଏବଂ ଆଗାମୀ ଦିନର ଶୁଭ କାମନା କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ହେଲେ ଜନତାଙ୍କର ଏଭଳି ଇଚ୍ଛା ଆଉ ଅଭିଳାଷକୁ…
Read More...