Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣଙ୍କର ବ୍ୟାଙ୍କ ଖାତା ଆଧାର ଲିଙ୍କ ହୋଇଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଫୋନ ଉଠାନ୍ତୁ ଆଉ ତୁରନ୍ତ…

କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଆକାଉଂଟକୁ ଆଧାର ନମ୍ବର ସହ ଲିଙ୍କ କରିବାର ସମୟସୀମାକୁ ବର୍ତ୍ତମାନ ୩୧ ମାର୍ଚ୍ଚ ୨୦୧୮କୁ ପର୍ଯ୍ୟନ୍ତକୁ ବଢାଇ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ସମୟସୀମା ମଧ୍ୟରେ ନିଜର ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ ନ କରନ୍ତି ତେବେ ତାଙ୍କର ଆକାଉଂଟକୁ ରଦ୍ଦ…
Read More...

ବାପା ବିଧାୟକ, ପୁଅ ପିଅନ ! ଏମବିଏ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବିଧାୟକଙ୍କ ପୁଅ ପାଇଲେ ପିଅନ ଚାକରି

ବିଧାୟକଙ୍କ ପୁଅ ହେବେ ବିଧାନସଭାର ପିଅନ । ବାପା ଯେଉଁଠି ବିଧାୟକ ପୁଅ ସେଠାରେ ପିଅନ ଭାବେ ଚାକିରି କରିବେ । କଥାଟା ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ବିଧାନସଭାର ଚପରାସୀ ପଦବୀ ପାଇଁ ମନୋନୀତ ହୋଇଛନ୍ତି ରାଜସ୍ଥାନ ବିଧାୟକଙ୍କ ପୁଅ । ରାଜ୍ୟ ବିଧାନସଭାରେ ପିଅନ ଭାବେ ସରକାରୀ ଚାକିରି…
Read More...

ରାତିରେ ମହିଳାଙ୍କୁ ଗିରଫ କରିପାରିବ ନାହିଁ ପୋଲିସ୍ ! ଜାଣନ୍ତୁ ମହିଳାଙ୍କ ୫ଟି ଅଧିକାର ବିଷୟରେ

ଅନେକ ମହିଳା ନିଜର ଆଇନଗତ ଅଧିକାର ସମ୍ମନ୍ଧରେ ଅବଗତ ନଥାନ୍ତି । ଆଉ ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡ଼େ । ତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ହୋଇଥିବା ଆଇନ୍ ବିଷୟରେ ଯାହା ବିଷୟରେ ପ୍ରାୟ ମହିଳା ଅଜ୍ଞ ଥାଆନ୍ତି । ରାତିରେ ମହିଳାଙ୍କୁ ପୋଲିସ୍ କରିପାରିବ…
Read More...

ଶିଶୁ ଶ୍ରମିକରୁ ବିଦେଶୀ କମ୍ପାନୀର ଇଞ୍ଜିନିୟର! ଦିନେ ପଢିବା ପାଇଁ ମୂଲ ଲାଗୁଥିଲେ, ଏବେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା…

ଆତ୍ମବିଶ୍ୱାସ ଆଗରେ ହାର ମାନିଲା ଗରିବି । କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ୱାସ ଆଣିଦେଲା ସଫଳତା । ନିପଟ ମଫସଲ ଗାଁରୁ ସିଙ୍ଗାପୁର ଭଳି ବ୍ୟୟବହୁଳ ସହରକୁ ଯାତ୍ରା । ତେବେ ଏହି ଯାତ୍ରା ଏତେ ସହଜ ନଥିଲା ଦିଲ୍ଲୀପଙ୍କ ପାଇଁ । ବିହାରର ୨୩ ବର୍ଷୀୟ ଦିଲ୍ଲୀପ ସାହାଣୀ । କେବେ ରୋଜଗାର ପାଇଁ ମୂଲ…
Read More...

ପଦେ କହିଲେ ପଦ ହରାଇଲେ ! ଦାମଙ୍କ ବିବାଦୀୟ ବୟାନର ପୂରା ଅଧ୍ୟାୟ

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଶୁକ୍ରବାର ସନ୍ଧ୍ୟାରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିଆଣ ମନ୍ତବ୍ୟ ପାଇଁ ଦାମଙ୍କୁ ହରାଇବାକୁ ପଡିଛି ମନ୍ତ୍ରୀପଦ । ଦାମଙ୍କୁ ମନ୍ତ୍ରୀପଦରୁ ତଡାଯିବା ପୂର୍ବରୁ ଏହାର…
Read More...

ଗୁଗଲ ପ୍ଲେଷ୍ଟୋରରେ ଆତଙ୍କ ! ମୁହୂର୍ତ୍ତକ ମଧ୍ୟରେ ଜାଳି ଦେଉଛି ସ୍ମାର୍ଟଫୋନ 

ସ୍ମାର୍ଟଫୋନକୁ ନିଜର ଶିକାର ବନାଉଥିବା  ପୁଣି ଏକ ନୂଆ ଭାଇରସକୁ ବର୍ତ୍ତମାନ  ଠାବ କରାଯାଇଛି । ଯାହାକି ସ୍ମାର୍ଟଫୋନରେ ପସି ଫୋନରେ ଥିବା ସମସ୍ତ ଡାଟା ବା ତଥ୍ୟକୁ ଚୋରି କରିନେବା ସହିତ ପରବର୍ତ୍ତୀ ସମୟରେ ଫୋନରେ ବିସ୍ଫୋରଣ ଘଟାଉଥିବାର ଖବର ସାମ୍ନାକୁ ଆସିଛି । ତେବେ ଏକଥା ଆମେ କହୁ ନାହୁଁ…
Read More...

ବୋହୁକୁ ଆଇଏଏସ୍ କରିବା ପାଇଁ ସଂଘର୍ଷ କରୁଛନ୍ତି ଶାଶୁ ! ଟଙ୍କା ଯୋଗାଡ଼ କରିବା ପାଇଁ କରୁଛନ୍ତି ମଜୁରି କାମ

ଶାଶୁ ବୋହୁ ଝଗଡ଼ା ବିଷୟରେ ଆପଣ ଅନେକ କଥା ଶୁଣିଥିବେ । କେତେବେଳେ ଯୌତୁକ ପାଇଁ ଆଉ କେତେବେଳେ ଘରକଥାକୁ ନେଇ ଶାଶୁବୋହୁ ମଧ୍ୟରେ ଝଗଡ଼ା ହୁଏ । ଅନେକ ସମୟରେ ଶାଶୁମାନେ ଯୌତୁକ ପାଇଁ ବୋହୁଙ୍କୁ ମାରିଦେବାର ମଧ୍ୟ ଅନେକ ନଜିର ରହିଛି । ତେବେ ସମସ୍ତଙ୍କ ମନରେ ଥାଏ ଶାଶୁମାନେ ଭଲ ନୁହଁନ୍ତି ।…
Read More...

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । କଂପାନୀ ଆଣିଲା ‘ହ୍ୟାପି ନିୟୁ ଇୟର ଧମାକା’, ମାତ୍ର ୧୯୯ ଟଙ୍କା ରିଚ୍ଚାର୍ଜ କଲେ…

ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନୂଆ ବର୍ଷ ଅବସରରେ ଦୁଇ ଦୁଇଟି ଧମାକାଦାର ଅଫର ଲଂଚ କରିବାକୁ ଯାଉଛି । ଯାହାକି ବାକି ଟେଲିକମ କଂପାନୀଗୁଡିକର ରାସ୍ତାକୁ ପୂର୍ବପେକ୍ଷା ଆହୁରୀ ବି ଜଟିଳ କରିଦେଇପାରେ । ଆଜ୍ଞା ହଁ ! ଜିଓ ନୂଆ ବର୍ଷ ଅବସରରେ ‘ହ୍ୟାପି ନିୟୁ ଇୟର’ ନାମକ…
Read More...

୮୩ ପ୍ରତିଶତ ଭାରତୀୟ ନେଇପାରନ୍ତି ନାହିଁ ଛୁଟି ! କର୍ମଚାରୀଙ୍କ ଅଭାବ ଏକ ମୁଖ୍ୟ କାରଣ

ଆଜିକା ସମୟରେ ସମସ୍ତେ କିଛି ନାଁ କିଛି କାମ କରିବା ପାଇଁ ଭଲ ପାଉଛନ୍ତି । କାରଣ ଖାଲିରେ ଘରେ ବସି ନରହି କାମ କରିବା ନିହାତି ଭଲ କଥା । ସମୟ କଟିିବା ସହ ଅଧିକ ଆୟ କରିବା ସମସ୍ତଙ୍କର ଲକ୍ଷ୍ୟ । କାରଣ ନିଜର ଚାହିବା ପୂରଣ ପାଇଁ କାମ ବା ଚାକିରି କରିବା ନିହାତି ଜରୁରୀ । ବଜାର ଦରକୁ ଦୃଷ୍ଟିରେ…
Read More...

ଆଉ ମାତ୍ର ୯ଦିନ ବାକି ! ଆପଣଙ୍କ ଅପେକ୍ଷାରେ ତିନି ତିନୋଟି ଆକର୍ଷଣୀୟ ଅଫର, ବଡଧରଣର ରିତାହି ସହିତ ୫୦ ହଜାର ଟଙ୍କା…

ବର୍ଷ ୨୦୧୭ ଶେଷ ହେବାକୁ ଯାଉଛି ଆଉ ନୂଆ ବର୍ଷ ହେବାକୁ ବର୍ତ୍ତମାନ ବାକି ରହିଛି ମାତ୍ର ୯ଟା ଦିନ । ଆପଣ ଏହି ନଅ ଦିନ ଭିଟରେ କିଛି ଖାସ୍ ଅଫରର ଲାଭ ଉଠାଇ ପାରିବେ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ଯଦି ଆପଣ କାର କିଣିବାକୁ ମନବଳାଇଛନ୍ତି କିମ୍ବା ଆପଣ ଛୁଟି ଅବକାଶ ପାଇଁ…
Read More...