Browsing Category

ସ୍ପେଶାଲ୍ ରିପୋର୍ଟ

ଓଡ଼ିଶାର କାହାଣୀ ! ଓଡ଼ିଆଙ୍କ କଥା

ଓଡ଼ିଶା । ପରିସୀମା ଦୃଷ୍ଟିରୁ ନବମ ଓ ଜନସଂଖ୍ୟା ଦୃଷ୍ଟିରୁ ଦେଶର ୧୧ତମ ବୃହତମ ରାଜ୍ୟ । ୩ କୋଟି ୩୨ ଲକ୍ଷ ଲୋକଙ୍କ ଭାଷା ଓଡ଼ିଆ । ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ଭାଷାର ମାନ୍ୟତା । ଆଜି ଆମେ ଯେଉଁ ଓଡ଼ିଶା ଓ ଓଡ଼ିଆ ଭାଷା ସଂପର୍କରେ କହୁଛେ, ଏହାର ଜନ୍ମ ଓ କ୍ରମ ବିକାଶ ଏତେ ସହଜ ନଥିଲା । ଏହାର…
Read More...

ଆଜି ଉତ୍କଳ ଦିବସ : ତେୟାଅଶୀ ବର୍ଷରେ ଓଡିଶା, ରାଜ୍ୟରେ ଉତ୍ସବର ମାହୋଲ

କନକ ବ୍ୟୁରୋ: ଆଜି ହେଉଛି ଉତ୍କଳ ଦିବସ । ୧୯୩୬ ମସିହା ଆଜିରେ ଦିନରେ ଓଡିଶା ହୋଇଥିଲା ସ୍ୱତନ୍ତ୍ର ପ୍ରଦେଶ । ଏବେ ଓଡିଆକୁ ୮୨ ବର୍ଷ ପୂର୍ତି ହୋଇ ତେୟାଅଶୀ ଚାଲିଛି । ବୟସ ଦୃଷ୍ଟିରୁ ଯଦିଓ ଓଡିଶା ବରିଷ୍ଠ, କିନ୍ତୁ ଏବେ ବି ତାର ଯୌବନ ଜାଜୁଲ୍ୟମାନ । ଏହି ଅବସରରେ ସଜେଇ ହୋଇଛି ରାଜଧାନୀ ।…
Read More...

ଉତ୍କଳ ଦିବସ : ଏକ ଆନ୍ଦୋଳନର ପରିଭାଷା

ଉତ୍କଳ ଅର୍ଥାତ୍ ଉତ୍କଷ୍ଟ କଳାର ଦେଶ । ବିଶ୍ୱରେ, କେଉଁଠାରେ ବି ଏପରି ମନମୁଗ୍ଧକର ସୌନ୍ଦର୍ଯ୍ୟମୟୀ କଳା,ଭାଷା,ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟ୍ୟତାର ସମିଶ୍ରଣ ଦେଖିବାକୁ ମିଳିବ ନାହିଁ ଯାହା କେବଳ ଓଡିଶାରେ ଅନୁଭୂତ । ତେବେ ଏହାକୁ ମନେରଖିବା ପାଇଁ ଏପ୍ରିଲ ୧କୁ…
Read More...

ରାସ୍ତାରେ ଲାଗିଲା ଟାୟାର କିଲର୍ସ ! ଭୁଲ ଦିଗରେ ଗାଡି ଚଲାଇଲେ ଚକା ହେବ ପଙ୍କଚର୍ । ଜାଣନ୍ତୁ କେଉଁଠି ।

ଏଣିକି ଭୁଲ ରାସ୍ତାରେ ଗାଡି ଚାଳନା କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯଦି ଆପଣ ସଠିକ ରାସ୍ତାରେ ନଯାଇ ଓଲଟା ରାସ୍ତାରେ ଯିବାକୁ ଚେଷ୍ଟା କରିବେ ତେବେ ଆପଣଙ୍କ ଗାଡିର ଟାୟାର ପଙ୍କଚର ହୋଇଯିବ । ମହାରାଷ୍ଟ୍ର ପୁଣେ ଜିଲ୍ଲାରେ ଟ୍ରାଫିକ ନିୟମର ଉଲଂଘନ କରୁଥିବା ଚାଳକଙ୍କ…
Read More...

କାୟା ମେଲାଉଛି ସାହାରା ମରୁଭୂମି ! ୧୦୦ବର୍ଷରେ ବଢିଲା ୯ଲକ୍ଷ ବର୍ଗ କିଲୋମିଟର ।

ଆମେରିକାର ମେରିଲ୍ୟାଣ୍ଡ ୟୁନିଭରସିଟିରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଦୁନିଆର ସବୁଠାରୁ ବଡ ମରୁଭୂମିର ପରିସୀମା ୧୦ପ୍ରତିଶତରୁ ଅଧିକ ବଢିଯାଇଛି । ଏହି ରିସର୍ଚ୍ଚ ଗତ ୧୦୦ ବର୍ଷର ତଥ୍ୟକୁ ନେଇ କରାଯାଇଛି । ରିପୋର୍ଟ ଅନୁସାରେ ଗତ ୧୦୦ ବର୍ଷରେ ୯ଲକ୍ଷ ବର୍ଗକିଲୋମିଟର…
Read More...

ପଦ ୯୦ ହଜାର, ୨.୮ କୋଟି ଆଶାୟୀ ! ଅଷ୍ଟ୍ରେଲିଆର ଜନସଂଖ୍ୟାକୁ ଟପିଗଲା ଭାରତର ଆବେଦନକାରୀଙ୍କ ସଂଖ୍ୟା

୯୦ ହଜାର ପଦବୀ ପାଇଁ ୨.୮ କୋଟିରୁ ଉଦ୍ଧ୍ୱର୍ ଆଶାୟୀ ପ୍ରାର୍ଥୀ । ହିସାବ କଲେ ଗୋଟିଏ ପଦ ପାଇଁ ପ୍ରାୟ ୩୧୨ ଆଶାୟୀ ପ୍ରାର୍ଥୀ । ରେଳବିଭାଗ ପକ୍ଷରୁ ୯୦ ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାୟ ୨.୮ କୋଟି ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର…
Read More...

ସାବଧାନ ! ଆପଣ କଫି ପିଉଛନ୍ତି କି ? ଯଦି ହଁ, ତେବେ ଆପଣଙ୍କୁ ହୋଇପାରେ କ୍ୟାନ୍ସର ।

ଆମେରିକା କାଲିଫୋର୍ନିଆର ଜଣେ ଜଜ୍ ରାଜ୍ୟରେ କଫି ବିକ୍ରି କରିବା ସମୟରେ କଫିରେ କ୍ୟାନ୍ସର ଚେତାବନୀ ଦେବାକୁ ଆଦେଶ ଦେଇଛନ୍ତି । ଏକ ଏନଜିଓ ତରଫରୁ କିଛି କଫି ସପ୍ ବିରୋଧରେ କରାଯାଇଥିବା ଅଭିଯୋଗର ଶୁଣାଣୀରେ ଜଜ୍ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପଛରେ କାରଣ ହେଉଛି କଫିରେ…
Read More...

ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନ ହଜିଯାଇଛି କି ? କେଉଁଠି ଅଛି ଓ ଘରେ ବସି ଡାଟା କିପରି ଡିଲିଟ କରିବେ, ଜାଣନ୍ତୁ ଗୋଟିଏ…

ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବଢିଚାଲିଛି । ଅଧିକାଂଶ ଯୁବବର୍ଗଙ୍କ ହାତରେ ଏବେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଲୋକମାନଙ୍କ ହାତରେ ଥିବା ପ୍ରାୟ ୭୦ ପ୍ରତିଶତ ସ୍ମାର୍ଟଫୋନ ହେଉଛି ଆଣ୍ଡ୍ରଏଡ ପରିଚାଳିତ । କିନ୍ତୁ ଆପଣଙ୍କର ସ୍ମାର୍ଟଫୋନର ସୁରକ୍ଷା ବିଷୟରେ କେବେ ଚିନ୍ତା କରିଛନ୍ତି ?…
Read More...

ବିଜେପି ନେତାଙ୍କ ଗାଡିରେ ୨୦ ହଜାର କୋଟି ! ଭାଇରାଲ ଫଟୋର ସତ ଜାଣନ୍ତୁ

ଗତ କିଛି ଦିନ ଧରି ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ତିନୋଟି ଫଟୋ ଥିବା ଏକ ପୋଷ୍ଟକୁ ଅନେକ ଲୋକ ସେୟାର କରିବାରେ ଲାଗିଛନ୍ତି । ତିନୋଟି ଫଟୋ ମଧ୍ୟରୁ ପ୍ରଥମ ଫଟୋରେ କିଛି ଲୋକ ଗାଡି ସହ ପୋଲିସ ପାଖରେ ଛିଡା ହୋଇଥିବା ବେଳେ ବାକି ଦୁଇଟି ଫଟୋରେ ଗୋଲାପୀ ରଙ୍ଗର ନୂଆ ୨୦୦୦…
Read More...

ରେଲୱେ କୋଚ୍ ର ନବକଳେବର ! ମିଳିବ ବେଡରୁମ, ଲାଉଞ୍ଜ ଏବଂ କିଚେନର ସୁବିଧା ।

ଦୁଇଟି ବେଡରୁମ, ସଂଯୋଗ ହୋଇଥିବା ଟଏଲେଟ୍, ଏକ ଲାଉଞ୍ଜ, ଗୋଟିଏ କିଚେନ ଏବଂ ପେନ୍ଟ୍ରି । ଏହି ବିବରଣୀ କୌଣସି ହୋଟେଲର ନୁହେଁ ବରଂ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର କୋଚ୍ ର ଅଟେ । ଯାହାକୁ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । ଏହାକୁ ସେଲୁନ କୋଚ କୁହାଯାଇଥାଏ । ପାଖାପାକି ୨ଲକ୍ଷ…
Read More...