Browsing Category

ରାଜନୀତି

ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ନବୀନଙ୍କ ଲକ୍ଷ୍ୟ । ପ୍ରଚାର ବେଳେ ପାଣ୍ଡିଆନ କହିଲେ, ପୁରୀ ପାଲଟିବ…

କନକ ବ୍ୟୁରୋ : ପୁରୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଏହି ସ୍ୱପ୍ନକୁ ସାକାର କରିବାକୁ ପୁରୀ ବାସୀ ସମସ୍ତେ ସାମିଲ ହୁଅନ୍ତୁ ।…
Read More...

‘ମିଲେଟ ମିଶନ ନାଁରେ ଓଡିଶାରେ ପାଖାପାଖି ୨ହଜାର କୋଟିର ଦୁର୍ନୀତି ହୋଇଛି’: ପ୍ରେସମିଟ୍ କରି ବିଜେଡିକୁ ଟାର୍ଗେଟ କଲା…

କନକ ବ୍ୟୁରୋ:  ନିର୍ବାଚନ ଭିତରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଦୁଇ ଦଳ ଲଗାତାର ସାମ୍ବାଦିକ ସମ୍ମିଳନୀ କରି ଉଭୟର ଦୋଷଦୁର୍ବଳତା ବଖାଣୁଛନ୍ତି । ଏହି କ୍ରମରେ ଆଜି ବିଜେପି ପୁଣିଥରେ ପ୍ରେସମିଟ କରି  ବିଜେଡି ସରକାରଙ୍କୁ ଟାର୍ଗେଟ…
Read More...

ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲିବୁ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବୁ । ଛେଣ୍ଡିପଦାରେ ଭୋଟ ଭିକ୍ଷା…

କନକ ବ୍ୟୁରୋ : ଛେଣ୍ଡିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ୨୫ ତାରିଖରେ ଏ ଅଞ୍ଚଳରେ ପରିବର୍ତ୍ତନ ନିଶ୍ଚୟ ହେବ । ୨୪ ବର୍ଷର ଅପାରଗ ସରକାର ବଦଳିବ, ଆଗାମୀ ଦିନରେ…
Read More...

ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ଟାର୍ଗେଟ କଲେ ନବୀନ । କହିଲେ, ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ…

କନକ ବ୍ୟୁରୋ : ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଜନସଭାରେ ବିକାଶମୂଳକ କାମର ହିସାବ ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ । ଆସନ୍ତା ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ ବୋଲି…
Read More...

ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ସୋଲାର ଲାଇଟ ଓ ଫୁଟ୍ ଓଭରବ୍ରିଜ୍ କରି ଭୁବନେଶ୍ୱର ସାଂସଦ…

କନକ ବ୍ୟୁରୋ : ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଅଭିଭାଷଣ ଆରମ୍ଭରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଖବରକାଗଜ ଭିତରେ ଲିଫଲେଟ୍ ଦେଇ କଣ କଣ କାମ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର…
Read More...

ବାଲେଶ୍ୱରରେ ଚାଲି ଚାଲି ପ୍ରଚାର କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘରକୁ ଘର ଯାଇ ଲୋକଙ୍କୁ କରୁଛନ୍ତି ଭୋଟ…

କନକ ବ୍ୟୁରୋ: ବାଲେଶ୍ୱରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜୋରଦାର ପ୍ରଚାର । ସକାଳୁ ସକାଳୁ ପ୍ରଚାର ଆରମ୍ଭ କରିଦେଇଛନ୍ତି ରେଳମନ୍ତ୍ରୀ । ଚାଲି ଚାଲି ସଦର ମହକୁମାର ୧ ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ୱର ସାଂସଦ…
Read More...

ପାଣ୍ଡିଆନଙ୍କ ହିସାବ କିତାବ । କହିଲେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ୨୦୧୯ ଅପେକ୍ଷା ଅଧିକ ଆସନ ପାଇ ରେକର୍ଡ…

କନକ ବ୍ୟୁରୋ : ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଦମ୍ଭୋକ୍ତି ଦେଖାଇଛନ୍ତି ଭିକେ ପାଣ୍ଡିଆନ । ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି, ଶେଷ ହୋଇଥିବା ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ୨୦୧୯ ନିର୍ବାଚନ ଅପେକ୍ଷା ବିଜେଡି ଭଲ ସିଟ୍ ପାଇ ରେକର୍ଡ କରିବ । ୨୦୧୯ରେ ଦଳ ଭଲ…
Read More...

ବିଜେଡିର ନିର୍ବାଚନ ଇସ୍ତାହାରକୁ ନେଇ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ମଧ୍ୟବିତ୍ତଙ୍କ ପାଇଁ ହୋଇଛି ବଡ…

କନକ ବ୍ୟୁରୋ : ବିଜେଡ଼ିର ନିର୍ବାଚନ ଇସ୍ତାହାର ନେଇ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ । ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ। ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିଜେଡି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି…
Read More...

ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ, କହିଲେ…

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ…
Read More...

ଭୁବନେଶ୍ୱରରେ ଅରୁଣ ଗୋଭିଲ । ଆଜି ୪ଟିି ସ୍ଥାନରେ କରିବେ ପ୍ରଚାର ।

କନକ ବ୍ୟୁରୋ: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାମୟଣ ସିରିଏଲର ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ । ଆଜି ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ଜୟଦେବରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅରୁଣ ଗୋଭିଲ ।
Read More...